ସୁପ୍ରିମକୋର୍ଟଙ୍କ ବଡ ରାୟ:- ପିତାମାତାଙ୍କ ସହ ସମ୍ପର୍କ ଛିନ୍ନ କଲେ ମିଳିବ ନାହିଁ ପୈତୃକ ସମ୍ପତ୍ତି।

ଦୁନିଆରେ ପିଲା ମାନଙ୍କୁ ବାପା ମାଆଠାରୁ ଅଧିକ ଆଉ କେହି ଭଲ ପାଇ ପାରୁବେ ନାହିଁ। ଗୋଟେ ମାଆ ନିଜ ସନ୍ତାନକୁ ୧୦ ମାସ ଗର୍ଭରେ ଧରି କେତେ କଷ୍ଟ ଯନ୍ତ୍ରଣା ସହି ଜନ୍ମ କରିଥାଏ ତାହା ଆଉ କେହି ବୁଝି ପାରିବେ ନାହିଁ। ହେଲେ ଯେତେବେଳେ ନିଜ ଛୁଆର ଖରାପ ଅବସ୍ଥା ନିଜ ଆଖିରେ ଦେଖେ ସେତେବେଳେ ସେ ଆତ୍ମହରା ହୋଇପଡେ।

ଆଜିର ମାନବ ସମାଜରେ ବାପା ମାଆ ହେଉଛନ୍ତି ଚଳନ୍ତି ଠାକୁର। ହେଲେ କିଛି କୁଳାଙ୍ଗର ସନ୍ତାନ ଚଳନ୍ତି ପ୍ରତିମୂର୍ତ୍ତି କୁ ଗୋଡ଼ରେ ଏଡେଇ ଦେଇ ନିଜ ସ୍ୱାର୍ଥ ସାଧନାରେ ଲିପ୍ତ ରହୁଛନ୍ତି। ଯାହାଙ୍କ ପାଇଁ ଆମେ ଆଜି ଆଜି ଦୁନିଆ ଦେଖୁଛେ ଯଦି ଆମେ ତାଙ୍କର ବୃଦ୍ଧ ବୟସରେ ଯତ୍ନ ନ ନେବା ତେବେ ଏହାର ପରିମାଣ ପରବର୍ତ୍ତୀ ସମୟରେ ଅତି ଭୟଙ୍କର ହୋଇଥାଏ। ଶାସ୍ତ୍ର ରେ ଲେଖା ହୋଇଛି ପିତା ସ୍ଵର୍ଗ, ପିତା ପରମେଶ୍ଵର, ପିତା ହିଁ ପରମ ଧର୍ମ, ପିତାରେ ହିଁ ପରମ ସୁଖ।

ଦୁଇ ଦୁଇଟା ପୁଅ ଥାଉ ଥାଉ ବାପର ଆଜି ଏପରି ଅବସ୍ଥା, କାନ୍ଦି କାନ୍ଦି ବୃଦ୍ଧ ବ୍ୟକ୍ତି ଜଣକ ଯାହା କହିଲେ ଆପଣ ଦେଖିଲେ ମଧ୍ୟ କାନ୍ଦି ପକେଇବେ। ଦେଖନ୍ତୁ ଏହି ଭିଡ଼ିଓ।ଆଜିର ମାନବ ସମାଜରେ ବାପା ମାଆ ହେଉଛନ୍ତି ଚଳନ୍ତି ଠାକୁର। ହେଲେ କିଛି କୁଳାଙ୍ଗର ସନ୍ତାନ ଚଳନ୍ତି ପ୍ରତିମୂର୍ତ୍ତି କୁ ଗୋଡ଼ରେ ଏଡେଇ ଦେଇ ନିଜ ସ୍ୱାର୍ଥ ସାଧନାରେ ଲିପ୍ତ ରହୁଛନ୍ତି। ଯାହାଙ୍କ ପାଇଁ ଆମେ ଆଜି ଆଜି ଦୁନିଆ ଦେଖୁଛେ ଯଦି ଆମେ ତାଙ୍କର ବୃଦ୍ଧ ବୟସରେ ଯତ୍ନ ନେଉ ନାହାଁନ୍ତି। ସେ ଅନାଦର କରୁଛନ୍ତି। ତେବେ ଏହାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣେଇଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କିଶନ୍‌ ଏବଂ ଏମ୍ଏମ୍‌ ସୁନ୍ଦରେଶ ରାୟ ଦେଇଛନ୍ତି ଯେ ଯଦି କୌଣସି ସନ୍ତାନ ନିଜ ପିତାମାତାଙ୍କ ଯତ୍ନ ଏବଂ ଆଦର କରିବ ନାହିଁ ତେବେ ସେ କୌଣସି ପୈତୃକ ସମ୍ପତ୍ତିରେ ଭାଗ ପାଇବ ନାହିଁ। ତେବେ ଏହି ରାୟ ସୁପ୍ରିମକୋର୍ଟରେ ଚାଲିଥିବା ଏକ ଛାଡପତ୍ର କେସ ସମୟରେ ଶୁଣେଇଥିଲେ।

ତେବେ ଆପଣମାନେ ଜାଣିଛନ୍ତି ଯେ ଆଜିର ସମୟରେ ଝିଅ ମାନଙ୍କୁ ୨୦ ବର୍ଷ ହୋଇଗଲେ ସେମାନେ ମନ ଇଚ୍ଛା କାମ କରନ୍ତି। ଘରେ ପିତାମାତାଙ୍କ ବିରୁଦ୍ଧରେ ଯାଇ କାର୍ଯ୍ୟ କରନ୍ତି। କିନ୍ତୁ ସମ୍ପତ୍ତି ବଣ୍ଟନ ସମୟରେ ସମସ୍ତ ଆସି ଛିଡା ହୋଇ ଯାଆନ୍ତି ଭାଗ ନେବା ପାଇଁ। ତେବେ ସୁପ୍ରିମକୋର୍ଟର ଏହି ଦୁଇ ବିଚାରପତି ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି କୌଣସି ଝିଅ ନିଜ ପିତାମାତାଙ୍କ ସହ ଦୀର୍ଘ ସମୟ ଧରି କୌଣସି ସମ୍ପର୍କ ନରଖେ ଅର୍ଥାତ୍‌ ସେମାନଙ୍କ କଥା ନବୁଝେ, ତେବେ ସେମାନେ ବାପା ମାଆଙ୍କ ସମ୍ପତ୍ତି କିମ୍ବା କୌଣସି ଜାଗାବାଡ଼ି ନେଇପାରିବେ ନାହିଁ।

ଝିଅ ଯଦି ନିଜ ବାପାଙ୍କ ଠାରୁ ଅଲଗା ହୋଇଯାଏ ବା ବାପାଙ୍କ ସହ କୌଣସି ସଂପର୍କ ନରଖେ ତେବେ ବାପା ଝିଅର କୌଣସି ଖର୍ଚ୍ଚ ଉଠାଇବାକୁ ବାଧ୍ୟ ନୁହନ୍ତି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଛାଡପତ୍ର ସମୟରେ ଶୁଣେଇଥିଲେ। ଛାଡପତ୍ର ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଦେବା ସହ ଅନ୍ୟ ସମସ୍ତ ଦାବି ପୂରଣ କରିବା ପାଇଁ କୋର୍ଟ ସ୍ୱାମୀକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *