ବାବୁସାନ ଆଉ ତାଙ୍କ ପାରିବାରିକ ମାମ-ଲାରେ ମୁହଁ ଖୋଲିଲେ ସୁର ରାଉତରାୟ , କହିଲେ ସେମାନେ ମୋ ନାତି ନାତୁଣୀ

ସାରା ଓଡ଼ିଶାରେ ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଯାଇଛି ବାବୁସାନ ମହାନ୍ତିଙ୍କର ପାରିବାରିକ ମା-ମ-ଲା । ସମସ୍ତେ ଏହାକୁ ତ୍ରିକୋଣୀୟ ପ୍ରେମ କାହାଣୀର ନାମ ମଧ୍ୟ ଦେଇ ସାରିଲେଣି। ବାବୁସାନ ଆଗରୁ ବିବାହିତ ଥିବା ବେଳେ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି ଏ କଥା ଆମେ ସମସ୍ତେ ଜାଣିଛେ । କିନ୍ତୁ ବର୍ତ୍ତମାନ ବାବୁସାନ ଆଉ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପ-ର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତେବେ ସେ ଯାହା ବି ହେଉ ନା କାହିଁକି , ଘଟ-ଣା ପଛର ସତ୍ୟତା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ନିଶ୍ଚିତ ଭାବରେ ଏହି ଘଟ-ଣା ପଛରେ ଖୋଳତାଡ଼ ହେବ ଆଉ ସତ ସାମ୍ନାକୁ ଆସିବ । ବାବୁସାନ ଆଉ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଏଭଳି କେଉଁ ସ-ମ୍ପର୍କ ଗଢି ଉଠିଥିଲା , ଯେଉଁଥିପାଇଁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି କ୍ରୋ-ଧିତ ହୋଇ ଉଠିଥିଲେ ଆଉ ଏଭଳି ପଦକ୍ଷେପ ନେଇଥିଲେ । ରାସ୍ତା ଘାଟରେ ଲୋକ ଲ-ଜ୍ଜାକୁ ଖାତିର ନ କରି ସେ ପ୍ରକୃତି ମିଶ୍ରଙ୍କ ଉପରେ ହାତ ଉଠାଇଥିଲେ ।

ଏହି ମାମଲା ଯାଇ କେଉଁଠି ପହଞ୍ଚିଲାଣି ଆଉ ସମସ୍ତେ ଏ ବାବ-ଦରେ ଆଲୋଚନା ମଧ୍ୟ କରୁଛନ୍ତି । ବାସ୍ତବରେ ଏଭଳି କରିବା ଆଦୌ ଯୁ-କ୍ତିଯୁ-କ୍ତ ନୁହେଁ । ଜଣେ ଷ୍ଟାର ପରିବାରର ହୋଇ ଏଭଳି କାର୍ଯ୍ୟ କରିବା ଆଦୌ ଠିକ୍ ନୁହେଁ । ତେବେ ଏଭଳି ମତ ଦେଇଛନ୍ତି ବରିଷ୍ଠ ରାଜନେତା ସୁର ରାଉତରାୟ । ଆମେ ସମସ୍ତେ ଜାଣିଥିବା କି , ସୁର ରାଉତରାୟ ସବୁବେଳେ ସବୁ ମାମ-ଲା ଉପରେ ନିଜ ମତ ଦେଇଥାନ୍ତି ଆଉ ବର୍ତ୍ତମାନ ମଧ୍ୟ ସେ ଏହି ବି-ବାଦ ଉପରେ ମତ ଦେଇଛନ୍ତି ।

ତାଙ୍କ କହିବା ଅନୁଯାୟୀ , ବାବୁସାନ , ତାଙ୍କ ସ୍ତ୍ରୀ ଆଉ ପ୍ରକୃତି ମିଶ୍ର ସମସ୍ତେ ତାଙ୍କ ନାତି ନାତୁଣୀ ବୟସର ହେବେ । ତେଣୁ ସେମାନଙ୍କୁ ସଠିକ ପଥକୁ ଆଣିବା ନିଶ୍ଚିତ ଭାବରେ ବଡ଼ ମାନଙ୍କର କାମ । ଏତେ ବଡ଼ ସମ୍ଭ୍ରାନ୍ତ ପରିବାରର ହୋଇ କିପରି ନିଜ ପରିବାରର କଥାକୁ ରାସ୍ତା ଘାଟରେ ପକାଉଛନ୍ତି ବୋଲି ସୁର ରାଉତରାୟ କହିଛନ୍ତି । ଏଭଳି କରିବା ଠିକ୍ ନୁହେଁ । ମାମ-ଲାକୁ ନିଜ ଘର ଭିତରେ ହିଁ ସମାଧାନ କରିବା ଠିକ୍ ହେବ ।

Leave a Reply

Your email address will not be published. Required fields are marked *