ମୁଁହ ଖୋଲିଲେ ବାବୁଶାନ:- ରାତି ଅଧରେ ସୋସିଆଲ ମିଡିଆରେ ସେୟାର କଲେ ଭିଡ଼ିଓ, ଯାହା କହିଲେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଏହି ଭିଡ଼ିଓ।

ଓଲିଉଡ୍‌ ଚକ‌ଲେଟ୍‌ ବୟ ବାବୁସାନ୍‌ ଓ ଚୁଲୁବୁଲି ନାୟିକା ପ୍ରକୃତି ମିଶ୍ରଙ୍କ ସମ୍ପ-ର୍କକୁ ନେଇ ଝ-ଡ଼ ଉଠିଛି। ଗତକାଲି ରାଜଧାନୀ ରାଜରାସ୍ତାରେ ହାଇ-ଡ୍ରାମା ଦେଖିବାକୁ ମିଳିଥିଲା। ତେବେ ଏହାକୁ ଦେଖି ପ୍ରଥମେ ଲୋକମାନେ ଫିଲ୍ମ ସୁଟିଙ୍ଗ ଭାବିଥିଲେ। କିନ୍ତୁ ଯାହା ଘଟୁ-ଥିଲା ବାସ୍ତବରେ ତାହା ସତ ଥିଲା। ରାସ୍ତା ଉପରେ ଷ୍ଟାର ଦମ୍ପତିଙ୍କ ହ-ଙ୍ଗା-ମା ଦେଖିବାକୁ ମିଳିଥିଲା। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ହୋଇଥିଲା। ଲୋକମାନେ ଭିଡ଼ିଓ କହିବାକୁ ଲାଗିଲେ। ଆଉ ଷ୍ଟାର ଦମ୍ପତିଙ୍କ ଏହି ଭିଡିଓଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃ୍ଷ୍ଟି ହୋଇଛି।

ଭୁବନେଶ୍ୱର ସତ୍ୟନଗରରେ ବାବୁଶାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବାବେଳେ ବାବୁଶାନ ଙ୍କ ପତ୍ନୀ ତୃପ୍ତି ଧରି ପକେଇଥିଲେ। ତେବେ ଏହାପରେ ତୃପ୍ତି ବାବୁଶାନ ଓ ପ୍ରକୃତି ସହ ଯୁ-କ୍ତି କରିବାକୁ ଲାଗିଲେ। ଯୁ-କ୍ତିତ-ର୍କ ରୁ ଠେଲା ପେଲା ଆଡକୁ ଚାଲି ଯାଇଥିଲା କଥା। ତେବେ ଯେଉଁ ଖବର ମିଳିଛି ବାବୁଶାନ ଓ ପ୍ରକୃତି ଚେନ୍ନାଇ ଯିବା ପାଇଁ ବାହାରିଥିଲେ। ତେବେ ଦୁହେଁ ନିଜର ଆଗାମୀ ସିନେମା ଦମନ୍ ର ପ୍ରମୋସନ୍ ପାଇଁ ଯାଉଥିଲେ

ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବାବୁଶାନ ନିଜର ଏକ ଭିଡ଼ିଓ ରାତି ଅଧରେ ଭିଡ଼ିଓ ସେୟାର କରିଛନ୍ତି। ସେ ସେହି ଭିଡ଼ିଓରେ କହିଛନ୍ତି, “ମୁଁ ଜାଣିଛି ମୋ ଭାଇରାଲ ଭିଡିଓ ଦେଖି ଆପଣମାନେ ଉପଭୋଗ କରୁଥିବେ। ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବା ପାଇଁ। ଯେଉଁଥିରେ ପ୍ରକୃତି ମିଶ୍ର ବି ନିମନ୍ତ୍ରିତ ହୋଇଛନ୍ତି।

ମୁଁ ଚେନ୍ନାଇ ଆସିଥିଲି ମୋ ପିକ୍ଚର ପ୍ରମୋସନ୍ ପାଇଁ। ତାଙ୍କ ସହ ଆଉ ଗୋଟିଏ ନୂଆ ସିନେମାର ଘୋଷଣା କରିବାକୁ। ମୁଁ ଜାଣିନଥିଲି ଯେ ମୋ ଘରେ ଏତେ ଆସୁବିଧା ଚାଲିଛି। ଏବେ ମୁଁ କହୁଛି ଯଦି ଏତେ ଅସୁବିଧା ଅଛି, ତେବେ ମୁଁ ସେ ଫିଲ୍ମ କରିବି ନାହିଁ କି ତାଙ୍କ ସାଙ୍ଗରେ ସିନେମା ବି କରିବି ନାହିଁ। ଦରକାର ପଡ଼ିଲେ କୌଣସି ହିରୋଇନଙ୍କ ସହ କାମ କରିବି ନାହିଁ।

ତେବେ ଗତକାଲିର ଘଟ-ଣାକୁ ନେଇ ଥା-ନାରେ ଦୁଇ ପକ୍ଷରୁ ମା-ମ-ଲା ରୁ-ଜୁ ହୋଇଛି।ପ୍ରଥମେ ଖାରବେଳନଗର ଥା-ନାରେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋ-ଧରେ ଏ-ଫ୍‌ଆ-ଇଆ-ର୍‌ ଦା-ଏର କରିଥିଲେ। ପରେ ସନ୍ଧ୍ୟାରେ ଅପରାଜିତା ମହାନ୍ତି ଥା-ନାରେ ବୋହୂଙ୍କ ସହ ପହଞ୍ଚିଥିଲେ। ସେ ମଧ୍ୟ ଥା-ନାରେ ମାମ-ଲା ଦା-ଏର କରିଛନ୍ତି। ବର୍ତ୍ତମାନ ବାବୁଶାନ ଚେନ୍ନାଇରେ ଅଛନ୍ତି ବୋଲି ଭିଡ଼ିଓ ଦେଖିଲେ ଜଣା ପଡୁଛି।

Leave a Reply

Your email address will not be published. Required fields are marked *