ଉନ୍ନତମାନର ଟେକ୍ନୋଲୋଜି ସହିତ ଉନ୍ନତମାନ ର ମେସିନ , ଅମଳ କରିବାକୁ ଆଉ ପରିଶ୍ରମ କରିବାକୁ ପଡ଼ିବ ନାହିଁ ଚାଷୀଙ୍କୁ , ପ୍ରଧାନମନ୍ତ୍ରୀ ମଧ୍ୟ ମେସିନ ଦେଖି ଆଶ୍ଚର୍ଯ୍ୟ ହେଲେ :-

ଦୁନିଆର ଲୋକେ ଯେତିକି ଉନ୍ନତ ହେଉଛନ୍ତି ଟେକ୍ନୋଲୋଜି ମଧ୍ୟ ଲୋକେ ସେତେ ଉନ୍ନତ କରୁଛନ୍ତି । ବର୍ତ୍ତମାନ ସମୟରେ ଏପରି ପ୍ରତୀତ ହେଉଛି ଯେପରି ଦୁନିଆରେ କୌଣସି କାମ ଅସମ୍ଭବ ନୁହେଁ । ପୂର୍ବରୁ ଏରୋପ୍ଲେନ ଭଳି ଜିନିଷ ଉଡ଼ିବା ଅସମ୍ଭବ ଲାଗୁଥିଲା କିନ୍ତୁ ବର୍ତ୍ତମାନ ଏହା ସମ୍ଭବ । ସେହିପରି କିଛି ବର୍ଷ ତଳେ ଧାନ ଅମଳ କରିବା ଏବଂ ଅଗାଡ଼ି ରୁ ଧାନ ଅଲଗା କରିବାର ମେସିନ ବାହାରି ଥିଲା ।ଯାହାଦ୍ୱାରା ଲୋକେ ଖୁବ ଉପକୃତ ହୋଇ ଆସୁଛନ୍ତି । ଏହିସବୁ ମେସିନ ଦ୍ୱାରା କମ ସମୟ ମଧ୍ୟରେ ଅଧିକ କାର୍ଯ୍ୟ ହୋଇ ପାରୁଛି ।

ସେହିପରି ବର୍ତ୍ତମାନ ସମୟରେ ଆହୁରି ଅନେକ ପ୍ରକାରର ଅଦ୍ଭୁତ ମେସିନ ସବୁ ତିଆରି କରାଯାଇଛି ଯାହାକୁ ଦେଖି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ ସେ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ସେହି ମେସିନ ଗୁଡ଼ିକ ମଧ୍ୟରେ :-

୧ . ଫୁଲ ତୋଡ଼ା ମେସିନ କିମ୍ବା ଫ୍ଲାୱାର ହାରଭେସ୍ଟର :-

ଏହ ମେସିନ ସାହାଯ୍ୟରେ ଆପଣ ଖୁବ କମ ସମୟ ମଧ୍ୟରେ ଅଧିକ ଫୁଲ ତୋଳା ଯାଇ ପାରିବ । ମେସିନ ର କାମ ଅନୁଯାୟୀ ଏହା ଖୁବ ଅଳ୍ପ ସମୟ ମଧ୍ୟରେ ଗୋଟିଏ ଲାଇନ ରେ ଫୁଲ ଗୁଡ଼ିକୁ ଛିଡ଼ାଇ ସାଇଡ଼ ରେ ରଖିଥାଏ ଯାହାକୁ ଲୋକେ ପରେ ଉଠାଇ ନେଇ ପାରିବେ । ଏହାଦ୍ବାରା ଲୋକଙ୍କୁ ଆଉ ପରିଶ୍ରମ କରିବାକୁ ପଡୁନାହିଁ ।

୨ . ଟ୍ରିଲନ ହେଲିକ୍ୟାପ୍ଟର :-

ଏହା ସାଧାରଣତଃ ଗଛର ଡାଳଏବଂ ଅଯଥା ପତ୍ରକୁ କାଟିବା ପାଇଁ ବ୍ୟବହୃତ ହୋଇଥାଏ । ଏହି ହେଲିକ୍ୟାପ୍ଟର ର ଦଉଡ଼ି ସାହାଯ୍ୟରେ ବଡ଼ ବଡ଼ ଗଛର ଡାଲ ବିନା ଗଛକୁ ଚଢ଼ି କମ ସମୟ ମଧ୍ୟରେ କଟା ଯାଇ ପାରେ ।

୩ . ପମକିନ ମେସିନ :-

ଆପଣ ଏହି ମେସିନ ର ନାମରୁ ଭଲ ଭାବରେ ଜାଣି ପାରୁଥିବେ ଯେ ଏହା କେଉଁ କାର୍ଯ୍ୟ ପାଇଁ ବ୍ୟବହୃତ ହୁଏ ? ସାଧରଣତଃ ଏହା କଖାରୁକୁ କାଟି ମଞ୍ଜିକୁ କ୍ଷେତରେ ବୁଣିବା କାମ କରିଥାଏ । ଯାହାଦ୍ୱାରା ପରିଶ୍ରମ କମ ହେବା ସହିତ ପାରିଶ୍ରମିକ ମଧ୍ୟ କମ ଯାଏ ।

୪ . ୟକଷ୍ଟେରଲ ମେସିନ :-

ଏହି ମେସିନ ଦ୍ୱାରା ଚାଷୀ ମାନେ ବହୁତ ଉପକୃତ ହୋଇପାରିବେ । ସାଧରଣତଃ ଲୋକେ କ୍ଷେତ ଅମଳ ପରେ ଗଛର ମୂଳ ଅଂଶକୁ ବାହାର କରି ପାରନ୍ତି ନାହିଁ । ତେଣୁ ଏହି ସମସ୍ୟା ବର୍ତ୍ତମାନ ଆଉ ରହିବ ନାହିଁ । କାରଣ ଏହି ୟକଷ୍ଟେରଲ ମେସିନ ପୁରୁଣା ଗଛର ଅଂଶକୁ ବାହାର କରି ଦେଇଥାଏ ।

୫ . ଟ୍ୱିଚାର୍ଡ ମେସିନ :-

ଏହି ମେସିନ କୁ ଆମେ ଫଳ ତୋଳା ମେସିନ ମଧ୍ୟ କହି ପାରିବା । କାରଣ ବାସ୍ତବରେ ହିଁ ଏହି ମେସିନ ସାହାଯ୍ୟରେ ଗଛର ସବୁ ଫଳ ତୋଳାଯାଇ ପାରିବ । କାରଣ ଏହି ମେସିନ ଗଛକୁ ବହୁତ ଜୋର ରେ ହଲାଇ ଦେଇଥାଏ ।

୬ . ସ୍ପ୍ରେ ଦ୍ରୋନ :-

ସାଧରଣତଃ ଲୋକେ କ୍ଷେତରେ ସ୍ପ୍ରେ କରିବା ପାଇଁ ସାଧରଣ ମେସିନ ବ୍ୟବହାର କରିଥାନ୍ତି । କିନ୍ତୁ ଏହାଦ୍ୱାରା ଅଧିକ ସମୟ ଖର୍ଚ୍ଚ ହୋଇଥାଏ ଏବଂ ତାହା ସହିତ ଥରକରେ ଗୋଟିଏ କ୍ଷେତରେ ସ୍ପ୍ରେ କରିବା ଭଳି କ୍ଷମତା ମଧ୍ୟ ଏଥିରେ ନଥାଏ । ତେଣୁ ଏହି ସ୍ପ୍ରେ ଦ୍ରୋନ ଏପରି ଏକ ମେସିନ ଅଟେ ଯାହାକି ଆପଣଙ୍କର ସବୁ ସମସ୍ୟା କୁ ଦୂର କରିଦେବ । କମ ସମୟ ମଧ୍ୟରେ କେବଳ ଥରକରେ ଗୋଟିଏ ଡୋଜ ରେ ଏହା କ୍ଷେତରେ ସ୍ପ୍ରେ କରି ପାରିବ ।

୭ . କୁକୁମ୍ବର ହାରଭେସ୍ଟର :-

ଏହା ଅତି ସହଜ କଥା ଯେ ଏହି ମେସିନ ସାହାଯ୍ୟରେ ଆପଣ ସହଜରେ କ୍ଷେତରୁ କାକୁଡ଼ି ତୋଳି ପାରିବେ । ଏଥିରେ ସମୟ କମ ଖର୍ଚ୍ଚ ହେବା ସହିତ କମ ସମୟରେ ଅଧିକ କାର୍ଯ୍ୟ ହୋଇ ପାରିବ ଏବଂ ପରିଶ୍ରମ ମଧ୍ୟ କମ କରିବାକୁ ପଡ଼ିବ ।

୮ . କ୍ୟାବେଜ ହାରଭେସ୍ଟର :-

କ୍ୟାବେଜ ହାରଭେସ୍ଟର ଦ୍ୱାରା ଆପଣ ସହଜରେ କମ ସମୟ ମଧ୍ୟରେ ଅଧିକ କୋବି କଟା ଯାଇ ପାରିବ । ଏହା ଦ୍ୱାରା ଚାଷୀକୁ ଅନ୍ୟ ମୂଲିଆ ଙ୍କୁ କାମରେ ଲଗାଇବାକୁ ପଡ଼ିବ ନାହିଁ ଏବଂ ସମୟ ମଧ୍ୟ ଖୁବ କମ ଲାଗିବ ।

Leave a Reply

Your email address will not be published. Required fields are marked *