ସ୍ୱାମୀ ନଥିବା ବେଳେ ଘରେ ପଶିଗଲେ ପୋଲିସ ବାବୁ, ପଛପଟୁ ଧରି କହିଲେ ମୁଁ ତୁମକୁ ବହୁତ ଭଲ ପାଏ

ସ୍ୱାମୀ ଘରେ ନଥିବା ବେଳେ ମହିଳାଙ୍କ ଘରେ ପଶିଲେ ପୋ-ଲିସ ବାବୁ। ରାତି ଅନ୍ଧାରରେ ମହିଳାଙ୍କୁ ଏକା ପାଇ ଧରି ପକାଇଲେ। ଧୀରେ ଧୀରେ ମହିଳାଙ୍କ କାନରେ କହିଲେ ମୁଁ ତତେ ଭଲପାଏ। ତତେ ବାହା ହୋଇ ରାଣୀ କରି ରଖିବାକୁ ଚାହେଁ।

ତୁ ମୋ କଥାରେ ରାଜି ହେଲେ ତତେ ସବୁ ସୁଖ ଦେବି। ଆଜ୍ଞା ହଁ ପୋ-ଲିସ ବାବୁ ଜଣକ ଦେଖିବାକୁ ସିନା ସରଳ କିନ୍ତୁ ମୁଣ୍ଡରେ ରହିଛି ସୈତାନ ବୁଦ୍ଧି। ପୋ-ଲିସ ବାବୁ ଜଣକ ଜଣେ ମହିଳାଙ୍କ ଘର ଭିତରେ ପଶି ହଠାତ ପ୍ରେମ ନିବେଦନ କରି ପୋ-ଲିସ ବାବୁ ଜଣକ କିପରି ହଟାହଟ ହୋଇଛନ୍ତି। ଗାଁ ଲୋକଙ୍କ ଆଗରେ ପୋ-ଲିସ ବାବୁଙ୍କ ମୁଣ୍ଡ ନଇଁ ଯାଇଛି। ମୁଣ୍ଡ ଉଠାଇ ଚାହିଁବାକୁ ତାଙ୍କର ସାହସ ନାହିଁ।

ଆଉ ଧରା ପଡିବା ପରେ ପୋ-ଲିସ ଆଗରେ ହାତ ଯୋଡି କ୍ଷମା ମାଗୁଛନ୍ତି। ଘଟ-ଣାଟି ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଅଞ୍ଚଳରେ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ଠାକୁରଗଡ଼ ଅଞ୍ଚଳରେ ଜଣେ ମହିଳା ଏକ ମାମ-ଲାକୁ ନେଇ ଥା-ନାକୁ ବାର୍ ବାର୍ ଯିବା ଆସିବା କରୁଥିଲେ।

ଏଥି ମଧ୍ୟରେ ଜଣେ ପୋ-ଲିସ ଏସଆଇଙ୍କର ମହିଳାଙ୍କ ସହ ଭେଟ ହୋଇଥିଲା। କଳେ ବଳେ କୌଶଳେ ପୋ-ଲିସ ବାବୁ ଜଣକ ମହିଳାଙ୍କ ଠାରୁ ତାଙ୍କର ନମ୍ବର ଆଣିଦେଇଥିଲେ। ଏହାପରେ ଧୀରେ ଧୀରେ କଥା ହେବାକୁ ଲାଗିଲେ। ତାପରେ ବାର୍ ବାର୍ ଫୋନରେ ପ୍ରେମ ନିବେଦନ ମଧ୍ୟ କରିଥିଲେ।

ମହିଳା ଜଣକ ମନା କରିବାରୁ ପୋ-ଲିସ ବାବୁ ଜଣକ ବୀୟର ବୋତଲ ଧରି ମହିଳାଙ୍କ ଘରେ ପହଞ୍ଚି ଯାଇଥିଲେ। ଆଉ ସେଠାରେ ପହଁଞ୍ଚି ମହିଳାଙ୍କୁ ସ୍ପର୍ଶ କରିବା ସହ ତାଙ୍କୁ ଫିଲ୍ମ ଷ୍ଟାଇଲରେ ପ୍ରେମ ନିବେଦନ କରିଥିଲେ। ଆଉ ମହିଳା ଜଣକ ଅତି ଚତୁରତାର ସହ ପୋଲି-ସଙ୍କୁ ଘରେ ବସାଇ ଘର କବାଟ ବାହାରୁ ଦେଇଦେଲେ।

ଆଉ ପୋଲି-ସକୁ ଫୋନ କରିଥିଲେ। ଏହାପରେ ଗାଁ ଲୋକ ମଧ୍ୟ ଉତ୍ୟକ୍ତ ହୋଇ ଉକ୍ତ ପୋ-ଲିସ ବାବୁକୁ ନିନ୍ଦିବାକୁ ଲାଗିଲେ। ଏହାପରେ ସ୍ଥାନୀୟ ପୋ-ଲିସ ଘ-ଟଣା ସ୍ଥାନରେ ପହଁଞ୍ଚି ଗାଁ ଲୋକଙ୍କୁ ବୁଝାଇ ସୁଝାଇ ଉକ୍ତ ଯୁବକଙ୍କୁ ଉ-ଦ୍ଧାର କରିଥିଲା। ଆଉ ଏବେ ଅଭି-ଯୁକ୍ତକୁ ଥା-ନାକୁ ନେଇ ପୋ-ଲିସ ପଚ-ରାଉ-ଚରା କରୁଛି।

Leave a Reply

Your email address will not be published. Required fields are marked *