ଓକିଲାତି ପରୀକ୍ଷା ଦେବେ ଲେଡୀ ବ୍ଲା-କମେଲର ଅର୍ଚ୍ଚନା ନାଗ , ଜେ-ଲ ନିୟମ ଅନୁସାରେ ହେବ ଜେ-ଲରେ ପରୀକ୍ଷା

ସାରା ଓଡ଼ିଶାରେ ଚହଳ ସୃଷ୍ଟି କରି ଦେଇଥିବା ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ କିଏ ବା ଜାଣି ନାହାଁନ୍ତି । କିଛି ମାସ ଆଗରୁ ତାଙ୍କ ପାଇଁ ଚାରିଆଡ଼େ ଚହଳ ସୃଷ୍ଟି ହୋଇଥିଲା। ସମସ୍ତେ ତାଙ୍କ ବିଷୟରେ ଅନେକ ଚର୍ଚ୍ଚା କରୁଥିଲେ …

Read More

ଅର୍ଚ୍ଚନା ନାଗଙ୍କୁ ବଡ ଝଟକା , ସରକାରୀ ଅଫିସର ତାଙ୍କ ଘରର କଲେ ମାପଚୁପ

ଅନେକ ଦିନ ହୋଇ ଗଲାଣି ତଥାପି ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ଆଉ ତାଙ୍କ ସ୍ଵାମୀ ଜଗବନ୍ଧୁ ଜେଲର ଚାରି କାନ୍ଥ ମଧ୍ୟରୁ ବାହାରକୁ ବାହାରି ପାରୁ ନାହାଁନ୍ତି । ବର୍ତ୍ତମାନ ମଧ୍ୟ ସେମାନେ ଜେଲ ଭିତରେ ରହି ବାହାରକୁ ବାହାରିବା …

Read More

ଏବେ ପ୍ରତି ରବିବାର ହେବ ମିଳନ, ୧୫ ମିନିଟରେ ଅର୍ଚନା ଏବଂ ଜଗା ହେବେ ଦେଖା ସାକ୍ଷାତ

ପୁଣି ଆଖିରେ ଆଖି ମିଶିଵ। ପୁଣି ଫେରିଯିବା ଅତୀତକୁ ଯେମିତି ପ୍ରେମୀ ଯୁଗଳ ମାନେ ତାଙ୍କ ଜୀବନ ସାଥୀଙ୍କୁ ଦେଖା କାରିବାକୁ ପ୍ରତି ରବିବାରକୁ ଚାହିଁ ରହିଥାନ୍ତି। ଆମେ ଠିକ ସେମିତି ପ୍ରେମୀ ଯୁଗଳଙ୍କ ପରି ଆମେ ଚାହିଁ ରହିବା ସପ୍ତାହର …

Read More