ଏହି ଫଟୋରେ ଲୁଚି ରହିଛନ୍ତି ଚାରିଜଣ ମହିଳା, ଯଦି ଆପଣ ବୁଦ୍ଧିମାନ ତେବେ ଖୋଜିକି ଦେଖାନ୍ତୁ । ଅଧିକାଂଶ ଲୋକ ମାରିଛନ୍ତି ଫେଲ….

ଇଣ୍ଟରନେଟ୍ ର ଦୁନିଆରେ ପ୍ରାୟତଃ କିଛି ନା କିଛି ଭାଇରାଲ୍ ହୁଏ, ଯାହା ମଧ୍ୟରୁ କିଛି ଚିତ୍ର ଏପରି ହୋଇଥାଏ ଯାହା ଅତ୍ୟନ୍ତ ମଜାଳିଆ । ସେଥିରେ କିଛି ଚିତ୍ର ମଧ୍ୟ ଏମିତି ହୋଇଥାଏ କି ତାକୁ ଦେଖିବା ପରେ ସମସ୍ତଙ୍କ ମୁଣ୍ଡ ବୁଲେଇଦେଇଥାଏ । ସୋସିଆଲ ମିଡିଆରେ ଆପଣ ମାନେ ଏହିପରି ଅନେକ ଚିତ୍ର ଦେଖିଥିବେ, ଯାହା ଦେଖିବା ପରେ ଆପଣ ମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଥିବେ । ବାସ୍ତବରେ, ଅନେକ ଥର ଏହା ଘଟେ ଯେ ଯାହା ଆମେ ଦେଖୁ ତାହା ପ୍ରକୃତରେ ହୋଇନଥାଏ ଏବଂ ଯାହା ହୋଇଥାଏ ତାକୁ ଆମେ ଦେଖିପାରେ ନାହିଁ ।

ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଟି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମୁଣ୍ଡ ଘୁରେଇ ଦେଇଛି । ଭାଇରାଲ୍ ହେଉଥିବା ଏହି ଚିତ୍ର ଭିତରେ ଚାରିଜଣ ମହିଳା ଲୁଚି ରହିଛନ୍ତି । ଯଦି ଆପଣ ନିଜକୁ ବୁଦ୍ଧିମାନ ବୋଲି ଭାବୁଛନ୍ତି, ତେବେ ଫଟୋ ଭିତରେ ଲୁଚି ରହିଥିବା ଚାରିଜଣ ମହିଳାଙ୍କୁ ଖୋଜି ଦେଖାନ୍ତୁ ।

ଯେହେତୁ ଆପଣ ସମସ୍ତେ ଏହି ଚିତ୍ର କୁ ଦେଖିପାରୁଛନ୍ତି । ଏହି ଚିତ୍ର ଭିତରେ ଚାରିଜଣ ମହିଳା ଲୁଚି ରହିଛନ୍ତି ଏବଂ ଏହି ଚିତ୍ରକୁ ଦେଖି ଆପଣଙ୍କୁ କହିବାକୁ ପଡିବ ଯେ ସେହି ଚାରିଜଣ ମହିଳା କେଉଁ କେଉଁ ଠାରେ ଲୁଚି ରହିଛନ୍ତି । ସୋସିଆଲ ମିଡିଆରେ ଏହି ଚିତ୍ର ଟି ଅଧିକ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହି ଚିତ୍ର ଉପରେ ବହୁତ କମେଣ୍ଟ କରୁଛନ୍ତି । ସମସ୍ତେ ଏହି ପହେଲି ର ଉତ୍ତର ଦେବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ବିଫଳ ହୋଇଛନ୍ତି ।

ଏହି ଫଟୋଟି “ଦ ସନ୍” ଦ୍ୱାରା ସେୟାର କରାଯାଇଛି । ଏହି ଫଟୋ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମୁଣ୍ଡ ବୁଲେଇ ଦେଉଛି । ବାସ୍ତବରେ, ଏହି ପ୍ରକାରର ଚିତ୍ରକୁ ଅପ୍ଟିକାଲ୍ ଇଲ୍ଲୁଜନ କୁହାଯାଏ । ଏହିପରି ଚିତ୍ର ମାଧ୍ୟମରେ ଲୋକଙ୍କ ମୁଣ୍ଡ ର ପରୀକ୍ଷା କରାଯାଏ । ବର୍ତ୍ତମାନ ଆପଣଙ୍କୁ କହିବାକୁ ପଡିବ ଯେ ଆପଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ନା ଆପଣ ଏପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତ୍ତର ପାଇ ପାରିନାହାନ୍ତି ।

ଆପଣ ଏହି ଚିତ୍ର ଭିତରେ ପ୍ରଥମ ମହିଳାଙ୍କୁ ସହଜରେ ପାଇ ପରିବେ କାରଣ ପ୍ରଥମ ମହିଳା ଟି ଫୋନ୍ ରେ କଥା ହେଉଥିବାର ଏହି ଚିତ୍ର ରେ ଦେଖା ଯାଉଛି । ଏହା ପରେ, ଆପଣ ଦ୍ୱିତୀୟ ମହିଳାକୁ ମଧ୍ୟ ସହଜରେ ପାଇଯିବେ । କିନ୍ତୁ ତୃତୀୟ ମହିଳା ଖୋଜିବାରେ ଏ ସମସ୍ତ ବିଷୟ ଅଟକି ଯାଉଛି । ଯଦି ଆପଣ ମଧ୍ୟ ଏହି ଚିତ୍ର ରେ ତୃତୀୟ ମହିଳାକୁ ଖୋଜି ଖୋଜି ଥକି ପଡ଼ିଛନ୍ତି, ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯଦି ପ୍ରଶ୍ନ ଆମ ଦ୍ଵାରା ପଚରଜାଇଛି, ତେବେ ଏହାର ଉତ୍ତର ମଧ୍ୟ ଆମେ ଆପଣଙ୍କୁ ଜଣେଇବୁ ।

ଆପଣ ଏହି ଚିତ୍ରକୁ ଦେଖନ୍ତୁ, ଯେଉଁଠାରେ ତୃତୀୟ ମହିଳା ଲୁଚି ରହିଛି ବୋଲି ଦର୍ଶା ଯାଇଛି । ଏବେ ଆପଣଙ୍କୁ ଏହି ଚିତ୍ର ରେ ତୃତୀୟ ମହିଳା ମଧ୍ୟ ମିଳିଯାଇଛି । କିନ୍ତୁ ଏବେ ଆପଣଙ୍କୁ ଚତୁର୍ଥ ମହିଳାକୁ ଖୋଜିବାକୁ ପଡିବ । ଯଦି ଆପଣ ଏହି ଚିତ୍ରରେ ଲୁଚିଥିବା ଚତୁର୍ଥ ମହିଳାକୁ ଖୋଜିଦେବେ , ତେବେ ଆପଣ ଆମକୁ କାମେଣ୍ଟ କରି କହିବେ ।

ଏହି ଚିତ୍ର ଟି ଉପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅନେକ କମେଣ୍ଟ୍ କରୁଛନ୍ତି । କିଛି ଲୋକମାନେ ସଠିକ୍ ଉତ୍ତର ଦେଉଥିବାବେଳେ ଅଧିକାଂଶ ଲୋକ ଏହି ପାହେଲି ର ଉତ୍ତର ଖୋଜିବାକୁ ନିରନ୍ତର ଚେଷ୍ଟା କରୁଛନ୍ତି । ଏହି ଚିତ୍ର ଦେଖିବା ପରେ, ଆପଣ ଏହାକୁ ଆପଣଙ୍କ ସାଙ୍ଗମାନଙ୍କ ସହିତ ନିଶ୍ଚୟ ଶେୟର କରନ୍ତୁ ଯେପରି ସେମାନଙ୍କର ମୁଣ୍ଡ ର ମଧ୍ୟ ପରୀକ୍ଷା ହୋଇପାରିବ ।

Leave a Reply

Your email address will not be published. Required fields are marked *