ଇଲିସି ମାଛ ଖାଇବେ ଥାନା ବାବୁ , ଭାଇରାଲ ହେଉଛି ଅଡିଓ କଲ

ଆଜିର ଦୁନିଆଁରେ ଚାରିଆଡ଼େ ଦୁଇ ନମ୍ବର କାମ ଚାଲିଛି । କେହି ବିନା ସ୍ୱାର୍ଥରେ କି ବିନା ଲା-ଞ୍ଚରେ କାମ କରୁନାହିଁ । ସମସ୍ତେ ବାସ୍ ନିଜ ନିଜର ସୁବିଧା ଦେଖୁଛନ୍ତି ଆଉ କାମ କରୁଛନ୍ତି । ତେବେ ଏମାନଙ୍କ ମଧ୍ୟରୁ କିଏ ଧ-ରା ପଡିଯାଉଛି ତ ଆଉ କିଏ ରହି ଯାଉଛି । କାହାର କଳା କାର-ନମା ସାମ୍ନାକୁ ଆସୁଥିବା ବେଳେ ଆଉ କାହାର ଲୁ-ଚି ରହିଯାଉଛି ।

ତେବେ ଏଭଳି ପରିସ୍ଥିତିରେ ପୋ-ଲିସ ବାବୁଙ୍କର ଏଭଳି ଅଡିଓ କଲ ସାମ୍ନାକୁ ଆସିଛି । ପୋଲିସ ମାନେ ପ୍ରାୟତଃ ଲା-ଞ୍ଚ ନେଉଥିବା ଖବର ବିଷୟରେ ଆମେ ଆଗରୁ ବି ଶୁଣିଥିବା । ତେବେ ବର୍ତ୍ତମାନର ଖବର ଟିକିଏ ଅଲଗା ଅଟେ । ଆପଣ ଏହି ଅଡିଓ କଲ ବିଷୟରେ ଶୁଣିଲେ ଆଦୌ ବିଶ୍ୱାସ କରିପାରିବେ ନାହିଁ । ଜଣେ ପୋ-ଲିସ ବାବୁ କିପରି ଜଣେ ବ୍ୟକ୍ତିଙ୍କୁ ଏଭଳି ଜିନିଷ ମାଗୁଛନ୍ତି ।

ବାସ୍ତବରେ ଢେଙ୍କାନାଳ ଜିଲ୍ଲାର ଜଣେ ଆଇଆଇସିଙ୍କର ଏହି ଅଡିଓ କଲ ରେ-କର୍ଡ ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହାକୁ ଶୁଣି ପୋ-ଲିସ ବାବୁଙ୍କୁ ନି-ନ୍ଦା କରିବାରେ ଲାଗିଛନ୍ତି । ପ୍ରକୃତରେ ବାବୁଙ୍କୁ ମାଛ ଖାଇବାକୁ ହେଉଛି ଇଚ୍ଛା । ତେଣୁ ବାବୁ ଏଭଳି ଡି-ମାଣ୍ଡ କରୁଛନ୍ତି । ଅଡିଓ ରେକ-ର୍ଡଟି ଭାଇରାଲ ହେବା ପରେ ବାବୁଙ୍କର ପ୍ରକୃତ ଚେହେରା ସାମ୍ନାକୁ ଆସିଯାଇଛି ।

ତେବେ ଅଡିଓ କଲ ରେକ-ର୍ଡ଼ରେ ଆପଣ ଶୁଣିପାରିବେ କି , ଜଣେ ବ୍ୟକ୍ତି ଥା-ନାର ଆଇଆଇସିଙ୍କୁ ଫୋନ କରି ନିଜର ପରିଚୟ ପ୍ରଦାନ କରୁଛନ୍ତି । ଆଉ ତାପରେ ବାବୁଙ୍କୁ ପଚାରୁଛନ୍ତି କି , ସେ କାଲି ଫ୍ରି ଅଛନ୍ତି ନା ନାହିଁ । ଏହାପରେ ବାବୁ ଜଣକ ଉତ୍ତରରେ ହଁ ବୋଲି କହୁଛନ୍ତି । ତେବେ ଏହାପରେ ବ୍ୟକ୍ତି ଜଣକ ବାବୁଙ୍କୁ କହୁଛନ୍ତି କି , ସାର୍ କାଲି ଇଲିସି ମାଛ ନେଇଯିବି । ଏହାର ଉତ୍ତରରେ ବାବୁ ଜଣକ ଜୋର ହଁ ଟିଏ ମା-ରି ଦେଉଛନ୍ତି ।

Leave a Reply

Your email address will not be published. Required fields are marked *