ଓଲା ବ୍ୟାଟେରୀ ଗାଡ଼ି ଚାର୍ଜ ହେଉଥିବା ସମୟରେ ଫାଟି ଭାଙ୍ଗି ଦୁଇ ଖଣ୍ଡ ହୋଇଗଲା , ଆଉ ତାପରେ…

ବର୍ତ୍ତମାନର ସମୟରେ ପେଟ୍ରୋଲର ଚାହିଦା ଅତ୍ୟନ୍ତ ମାତ୍ରାରେ ବୃଦ୍ଧି ହେବାରେ ଲାଗିଛି । ଆଉ ଏଥିପାଇଁ ପ୍ରତିଦିନ ଅନେକ ଖବର ସାମ୍ନାକୁ ଆସୁଛି । ଲୋକେ ଗାଡ଼ିରେ ପେଟ୍ରୋଲ ପକାଇବା ସମୟରେ ବହୁତ ଥର ଭାବୁଛନ୍ତି ଆଉ ଗାଡି ଚଲାଇବା ପୂର୍ବରୁ ମଧ୍ୟ ଅନେକ କଥା ଚିନ୍ତା କରୁଛନ୍ତି । କିନ୍ତୁ କିଛି କରା ଯାଇପାରିବ ନାହିଁ । କାରଣ ଆମର ଦୈନ-ନ୍ଦିନ ଜୀବନରେ ଗାଡିର ଅତ୍ୟନ୍ତ ଆବଶ୍ୟକତା ରହିଛି ।ପ୍ରତିଦିନର ବଜାରରେ ପେଟ୍ରୋଲ ଆଉ ଡିଜେଲ ଦରରେ ବୃଦ୍ଧି ତଥା ହ୍ରା-ସ ଘଟିବାରେ ଲାଗିଛି ।

ତେବେ ଏହାର ଅନ୍ୟ ଉପାୟ ଭାବରେ ଲୋକମାନେ ବ୍ୟାଟେରୀ ଗାଡିକୁ ବହୁ ମାତ୍ରାରେ ବ୍ୟବହାର କରିବାରେ ଲାଗିଛନ୍ତି । ଆଉ ସୁରୁଖୁରୁରେ ନିଜ କାମ କରି ପାରୁଛନ୍ତି । ଏହାଦ୍ବାରା ସେମାନେ ମାତ୍ର କିଛି ଘଣ୍ଟା ବ୍ୟାଟେରୀ ଚାର୍ଜ କରି ଅନେକ ବାଟ ଯାତ୍ରା କରୁଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ବିଷୟରେ ଶୁଣିବାକୁ ମିଳିଛି , ଯାହା ବିଷୟରେ ଆପଣ ଜାଣିବା ପରେ ବ୍ୟାଟେରୀ ଗାଡି ବ୍ୟବହାର କରିବାକୁ ଭ-ୟ କରିବେ ।

ତେବେ ଆପଣଙ୍କୁ କହିରଖୁଛୁ କି , ବ୍ୟାଟେରୀ ଚାଳିତ ଗାଡି ବ୍ୟବହାର କରୁଥିଲେ ହୋଇ ଯାଆନ୍ତୁ ସାବଧାନ । କାହିଁକି ନା ଏଭଳି ଖବର ଆପଣଙ୍କ ମନରେ ଭ-ୟ ଆଣିଦେବ । ବାସ୍ତବରେ ଘଟ-ଣାଟି ଯାଜପୁର ଜିଲ୍ଲା ଲଳିତନଗରରେ ଥିବା ଏକ ବ୍ୟାଟେରୀ ଚାଳିତ ଗାଡି ସୋ ରୁମ ରେ ଏଭଳି ଅଭା-ବନୀୟ ଘ-ଟଣା ଘଟିଯାଇଛି । ସୂଚନା ମୁତାବିକ , ଗାଡିଟି ଚାର୍ଜ ହେଉଥିବା ସମୟରେ ହଠାତ ବ୍ୟାଟେରୀ ଫା-ଟି ଯାଇଥିଲା ।

ତାପରେ ସେହି ଅଞ୍ଚଳରେ ନି-ଆଁ ଲାଗି ଯାଇଥିଲା । ଆଉ ନି-ଆଁ ଲାଗିବା କାରଣରୁ ପାଖରେ ଥିବା ଆଉ ଦୁଇଟି ଗାଡି ମଧ୍ୟ ଜ-ଳି ଯାଇଥିଲା । କିନ୍ତୁ ଦମକଳ ବାହିନୀ ଆସି ନି-ଆଁ ଲିଭାଇଥିଲେ । କିନ୍ତୁ ଦେଖିଲା ବେଳକୁ ଗାଡି ଗୁଡିକ ଅଧା ପୋଡା ହୋଇ ଯାଇଥିଲା । ତେବେ ଅନ୍ୟପକ୍ଷରେ ନି-ଆଁ ଲାଗିବା କାରଣରୁ ଜଣେ କର୍ମଚାରୀ ନି-ଆଁ ଲିଭାଇବା ପାଇଁ ଯାଇଥିବାରୁ ଗୁରୁ-ତର ଆ-ହ-ତ ହୋଇଥିଲେ । ଆଉ ତାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇ ଦିଆ ଯାଇଥିଲା ।

Leave a Reply

Your email address will not be published. Required fields are marked *