ବୋହୂ ଆସି ଶାଶୂ ଘରେ ପହଁଞ୍ଚିନି ବିଧବା ଶାଶୂ ପୁରୁଣା ପ୍ରେମିକ ସହ ଫେ-ରାର।

ଆଜିକାଲିର ପିଲାଙ୍କ ପାଇଁ ବାହାଘର ଏବଂ ଭଲ ପାଇବା ହେଉଛି ଏକ ଖେଳଘର। ସାର୍ଟ ପ୍ୟାଂଟ ବଦଳେଇବା ପରି ଆଜିକାଲି ଝିଅ ଏବଂ ପୁଅ ମାନେ ସ୍ବାମୀ ସ୍ତ୍ରୀ ବଦଳାଉଛନ୍ତି। ହଁ ଆଜ୍ଞା ଏବେ ଜଣଙ୍କୁ ଛାଡ଼ି ଆଉ ଜଣଙ୍କୁ ବାହା ହେଇ ଦ୍ୱିତୀୟ ସ୍ବାମୀ କରିବାର ଟ୍ରେଣ୍ଡ ଚାଲିଛି। କିନ୍ତୁ ଏବେ ଖାଲି ଆଜିର ଯୁବ ପିଢ଼ି ନୁହଁ ବରଂ ପୁଅ ଝିଅ ବାହା କରି ସାରିଥିବା ଲୋକ ମାନେ ମଧ୍ୟ ଆଉ ନିଜ ଜୀବନ ସାଥିଙ୍କ ପାଖରେ ରହିବାକୁ ଚାହୁଁ ନାହାଁନ୍ତି। ଆଜିର ଏ ଦୁନିଆଁରେ କେହି କହାର ନୁହଁନ୍ତି ସେଥିପାଇଁ ଏବେ ମା ମଧ୍ୟ ପୁଅ ଠାରୁ ସମ୍ପତ୍ତିର ଭାଗ ମାଗୁଛି ହଁ ଆଜ୍ଞା ଏମିତି ଏକ ଅଭା-ବନୀୟ ଘ-ଟଣା ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି।

ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ବିଶ୍ର ବ୍ଲକ ମନକ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିରୋବେଡା ଗାଆଁର ଜଣେ ବିଧବା ମହିଳା ନିଜ ପୁଅ ଏବଂ ଝିଅ ଠାରୁ ସମ୍ପତ୍ତିର ଭାଗ ମାଗୁଛନ୍ତି। ସ୍ବାମୀ ମରିଗଲା ପରେ ମହିଳା ଜଣଙ୍କ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଭଲ ପାଉଥିଲେ। ସେଥିପାଇଁ ସେ ସବୁ ବେଳେ ଚାହୁଁ ଥିଲେ କେତେବେଳେ ପୁଅର ବାହାଘର ସରିବ ଆଉ ସେ ଘର ଛାଡ଼ି ଚାଲିଯିବେ।

ସ୍ବାମୀ ମରିବାର ମାତ୍ର ୩ ମାସ ପରେ ପତ୍ନୀ ପୁଅର ବାହାଘର କରିସାରି ନବବୋହୁଙ୍କୁ ଘରକୁ ଆଣିଲେ। ବୋହୂ ଘରେ ଆସି ରହିବାର କିଛି ଦିନ ହେଇନି ଶାଶୂ ନିଜ ପ୍ରେମିକ ସହ କୁଆଡେ ପଳେଇଲେ। ଅଳ୍ପ ବୟସରୁ ବାହା ହୋଇଯାଇଥିବା ପୁଅ ବୋହୂ ବାପା ରଖି ଯାଇଥିବା ଟଙ୍କା ଏବଂ ସମ୍ପତ୍ତିକୁ ନେଇ ଚଳୁଥିଲେ।

କିନ୍ତୁ ହଠାତ୍ ୬ ମାସ ପରେ ମାଆ ନିଜ ପ୍ରେମିକ ସହ ଆସି ସ୍ୱାମୀର ସମ୍ପତ୍ତି ଉପରେ ତାର ଅଧିକାର ଅଛି ବୋଲି କହି ପୁଅ ପାଖରୁ ନିଜର ଭାଗ ମାଗିଲେ। କିନ୍ତୁ ପୁଅ କିଛି ଭାଗ ଦେବେନି ବୋଲି କହି ମନା କରିଦେଲେ। ସେଥିପାଇଁ ମାଆ ପୋ-ଲିସ୍ ଙ୍କ ପାଖକୁ ଯାଇ ପୁଅ ବିରୁ-ଦ୍ଧରେ ଅଭି-ଯୋଗ କଲେ। ତାଙ୍କ ଅଭି-ଯୋଗ ପୋ-ଲିସ୍ ଏବଂ ମାଆର ପ୍ରେମିକ ଆସି ପୁଅ,ଝିଅ ଏବଂ ତାଙ୍କ ପୁତୁରାକୁ ମି-ଛ ଚୋ-ରି କେ-ସ ରେ ଫ-ସେଇ ଦେବାର ଧ-ମକ ଦେଇ କାଗଜ ପତ୍ର ନେଇ ଯିବେ ବୋଲି କହୁଛନ୍ତି।

Leave a Reply

Your email address will not be published. Required fields are marked *