ଖାଇବାକୁ ମୁଠାଏ ଭାତ ମାଗିଲା ବୋଲି ଝିଅକୁ ଜୀବନରୁ ମା-ରିଦେଲା ବାପା।

ମାଆ ସବୁବେଳେ ମାଆ ତା ଜାଗା ଆମ ଜୀବନରେ ଆଉ କେହି ନେଇ ପାରିବେନି। ସାବତ ମାଆ ଆସିଲେ ସେ କେବଳ ବାପାଙ୍କ ସ୍ତ୍ରୀ ହେଇ ପାରିବ କିନ୍ତୁ ପିଲାଙ୍କ ମାଆ ନୁହେଁ। ବହୁତ୍ ଅଳ୍ପ ଜାଗାରେ ସାବତ ମାଆ ପିଲାଙ୍କୁ ମାଆ ପରି ଭଲ ପାଏ କିନ୍ତୁ ସବୁ ପିଲାଙ୍କ ଭାଗ୍ୟରେ ଏତେ ଭଲ ସାବତ ମାଆ ନଥାନ୍ତି। ହଁ ଆଜ୍ଞା ଆମ ଓଡ଼ିଶାରେ ଏମିତି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି।

ପୁରୀ ଜିଲ୍ଲାର ଦୁର୍ଗା ଚରଣ ମାଝିଙ୍କ ପ୍ରଥମ ସ୍ତ୍ରୀ ୨୦୧୮ ରେ ମ-ରିଗଲା ପରେ ସେ ୨୦୨୦ ରେ ମମତା ଓଝାଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ଦୁର୍ଗା ଚରଣଙ୍କ ପ୍ରଥମ ସ୍ତ୍ରୀଙ୍କ ଝିଅ ମୋନାଲି ଭାବିଥିଲେ ଯାହା ହେଉ ମାଆ ବଦଳରେ ଗୋଟେ ମାଆ ପାଇଲି। କିନ୍ତୁ ମମତା ମୋନାଲିଙ୍କୁ ଜମା ଭଲ ପାଉନଥିଲେ ସେ ସବୁବେଳେ ତାଙ୍କୁ ଘରର ସବୁ କାମ କରିବାକୁ କୁହନ୍ତି ଏବଂ ମାଡ଼ ମା-ରନ୍ତି। ଏ କଥା ଦୁର୍ଗା ଚରଣ ମଧ୍ୟ ଜାଣିଥିଲେ କିନ୍ତୁ ସେ ମମତାଙ୍କୁ କିଛି କହୁଥିଲେ।

ଗୋଟେ ଦିନ ମୋନାଲିଙ୍କୁ ଜୋରେ ଭୋକ ଲାଗିଲା ସେ ମାମତାଙ୍କୁ କହିବା ପାଇଁ ଭାତ ମାଗିଲେ। ମମତା ମୋନାଲିଙ୍କ ଖାଇବା କଥାରେ ରାଗିଯାଇ ନିଜ ଭାଇ ଜୀବନ ଓଝାଙ୍କୁ ଡାକିଲା ଏବଂ ଦୁର୍ଗା ଚରଣଙ୍କୁ ମଧ୍ୟ କାମରୁ ଘରକୁ ଡାକିଲା। ତାପରେ ମମତା ମୋନାଲିଙ୍କ ନିଶ୍ବାସ ବନ୍ଦ କରିଦେଲେ ଏବଂ କଂସ ମାମୁଁ ଘରର କବାଟ ଝରକା ବନ୍ଦ କରିଦେଲା ସ୍ତ୍ରୀ କଥାରେ ପଡ଼ି ବାପା ମଧ୍ୟ ଝିଅର ଗୋଡ଼କୁ ଜାବୁଡ଼ି ଧରିଲେ। ଏବଂ କିଛି ସମୟ ଭିତରେ ମୋନାଲି ମ-ରିଗଲା। ତିନି ଜଣ ମିଶି ମୋନାଲିଙ୍କୁ ମା-ରିଦେଇ ମଶାଣିରେ ପୋଡ଼ିବାକୁ ବାହାରିଲେ।

ମାମୁଁ ଏବଂ କଂସେଇ ବାପା ଝିଅକୁ ପଡ଼ିବ ପାଇଁ ମଶାଣି ନେଇକି ଗଲେ ଯେମିତି ଶବ ଶୀଘ୍ର ପୋଡ଼ି ହେଇଯିବ ସେଥିପାଇଁ ଶ-ବ ଉପରେ ଘିଅ ମଧ୍ୟ ଢାଳିଛନ୍ତି। ଗୋପ ଥା-ନା ପୋ-ଲିସ୍ ଏ ବିଷୟରେ ସୂଚନା ପାଇଁ ଘ-ଟଣା ସ୍ଥଳରେ ପହଞ୍ଚିଲା ବେଳକୁ ମାମୁଁ ମଶାଣିକୁ ଧୋଇକି ପ୍ରମାଣ ସବୁ ନ-ଷ୍ଟ କରିଦେବେ ବୋଲି ଭାବିଥିଲେ କିନ୍ତୁ ପୋ-ଲିସ୍ କିଛି ପ୍ରମାଣ ସଂଗ୍ରହ କରି ତିନି ଜଣକ ବିରୁ-ଦ୍ଧରେ ତ-ଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *