ମେଣ୍ଢା ଚରାଇ ଯାଇଥିବା ବେଳେ ଘ-ଟିଗ-ଲା ଅଘ-ଟଣ , ବିକ-ଳାଙ୍ଗ ଯୁବତୀଙ୍କୁ ଦୁ-ଷ୍କର୍ମ କଲେ ଯୁବକ

ମଣିଷ ତାର ଦେହର କାମନା ବାସନା ମେଣ୍ଟାଇବା ପାଇଁ କେତେ ଯେ ତଳକୁ ଖସି ଯାଇପାରେ , ସେ କଥା କହିବା ଅସମ୍ଭବ । ନାରୀ ସୁଖ ଆଉ ଦେହ ସୁଖ ପାଇଁ ଆଜିକାର ଯୁବ ସମାଜ ଏପରି କିଛି କାମ କରୁଛନ୍ତି , ଯାହା ବିଷୟରେ କହିବା ଆଦୌ ଠିକ୍ ହେବ ନାହିଁ । ଆପଣ ସମସ୍ତେ ଜାଣିଥିବେ , ପ୍ରତିଦିନ କେଉଁ କେଉଁ ଖବର ସାମ୍ନାକୁ ଆସୁଛି ।

ନିଜ ଦେହର ଭୋକ ମେଣ୍ଟା-ଇବା ପାଇଁ ଏତେ ତଳକୁ ମଣିଷ ଖସି ଯାଉଛି , ଯାହା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ତେବେ ବର୍ତ୍ତମାନ ସମୟରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥା-ନା ଅଞ୍ଚଳରୁ ଏପରି କିଛି ଖବର ସାମ୍ନାକୁ ଆସିଛି । ଜଣେ ବିକ-ଳାଙ୍ଗ ଝିଅ ଦୁଷ୍କ-ର୍ମର ଶି-କାର ହୋଇଛନ୍ତି । ସେ ଏହି କଥା ସ୍ୱପ୍ନରେ ବି ଭାବି ନଥିବେ କି , ତାଙ୍କୁ ବି ଦିନେ ଏପରି କ-ଷ୍ଟ ସହିବାକୁ ପଡ଼ିବ ।

ତେବେ ସୂଚନା ଅନୁଯାୟୀ , ମାଲିକପଡ଼ା ଗାଆଁର ଅଷ୍ଟମ ମାଝୀ ଏପରି କା-ଣ୍ଡ କରିଛନ୍ତି । ବିକ-ଳାଙ୍ଗ ମହିଳା ଜଣକ ମେଣ୍ଢା ଚରାଇବା ପାଇଁ ଗାଆଁ ମୁଣ୍ଡରେ ଥିବା ଏକ ପଡିଆକୁ ଯାଇଥିଲେ ଆଉ ପଡ଼ିଆରେ କେହି ବି ନଥିଲେ । ତେବେ ଯୁବତୀ ଜଣକ ଏକୁଟିଆ ମେଣ୍ଢା ଚରାଇ ଘରକୁ ଫେରି ଆସିବେ ବୋଲି ଭାବି ଥିଲେ କିନ୍ତୁ ଏପରି ହୋଇ ନଥିଲା।

ଏହି ଗାଁର ଅଷ୍ଟମ ମାଝୀ ନାମକ ଜଣେ ଯୁବକଙ୍କ ଖରାପ ନଜର ତାଙ୍କ ଉପରେ ପଡିଥିଲା । ଆଉ ସେ ଯୁବତିଙ୍କ ସହ କରିଥିଲେ ଦୁ-ଷ୍କର୍ମ । ବି-ଚରା ଯନ୍ତ୍ର-ଣାରେ ଛ-ଟପ-ଟ ହୋଇଥିଲେ ଯୁବକ । ଆଉ ତାପରେ ସେହି ସ୍ଥାନରେ ଗାଆଁ ଲୋକ ମାନେ ପହଞ୍ଚି ଅଷ୍ଟମ ମାଝୀଙ୍କୁ ମା-ର ପି-ଟ୍ କରିଥିଲେ । ଆଉ ତାପରେ ପୋଲି-ସକୁ ଡ଼ାକି ଥା-ନା ପଠାଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *