ମୃତ୍ୟୁ ଏପରି ବି ଆସେ , ପ୍ରାର୍ଥନା କରୁ କରୁ ଚାଲିଗଲା ନିରୀହ ଛାତ୍ରଙ୍କ ଜୀବନ

କୁହାଯାଏ ମୃ-ତ୍ୟୁର କିଛି ବି ଠିକଣା ନଥାଏ , ହଠାତ୍ ଆସିଥାଏ ଆଉ ନେଇ ଯାଇଥାଏ । ସମସ୍ତଙ୍କୁ ଲୁହର ସାଗର ମଧ୍ୟରେ ଭସାଇ ଦେଇ ଚାଲି ଯାଇଥାଏ । ଏ ଜୀବନ ଉପରେ ଭରସା ନାହିଁ । କୁହାଯାଏ ଆଜିର ମଣିଷ କାଲିକୁ ନାହିଁ । ତେଣୁ ଯେତେ ଦିନ ବଞ୍ଚିବା , ସବୁଦିନ ଖୁସିର ସହିତ ବଞ୍ଚିବା। ତେବେ ଏହି ମୃ-ତ୍ୟୁ କେତେ ଜଣକ ପରିବାରକୁ ଭସାଇ ଦେଇଥାଏ ଆଉ କାହାକୁ ଏପରି ଆଘାତ ଦେଇ ଚାଲିଯାଏ ଯେ , ସେ କାହାକୁ ଭୁଲି ପାରେ ନାହିଁ । ଜୀବନର ଏପରି ଏକ ସତ୍ୟ ମୃତ୍ୟୁ , ଯାହା ଦୁଃ-ଖ ବହୁତ ଦେଇଥାଏ ।

ତେବେ ବର୍ତ୍ତମାନ ସମୟରେ ମୃ-ତ୍ୟୁକୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଇପାରେ । ଆଉ ସେ ବିଷୟରେ ଶୁଣିବା ପରେ ଆପଣ ବି କହିବେ , ଏମିତି ବି ମୃ-ତ୍ୟୁ ଆସିପାରେ । ହଠାତ୍ ଆସିଲା ଆଉ ନେଇ ଗଲା । ଆଉ ସମସ୍ତଙ୍କୁ ଚମକାଇ ଦେଇ ଚାଲିଗଲା । ତେବେ ବର୍ତ୍ତମାନ ସମୟରେ ଜଣେ ଆଇଆଇଟି ଛାତ୍ରଙ୍କର ମୃ-ତ୍ୟୁକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି । ପ୍ରାର୍ଥନା କରୁ କରୁ ହଠାତ୍ ଚାଲିଗଲା ଜଣେ ନିରୀହ ଛାତ୍ରଙ୍କ ଜୀବନ । ଆଉ ତାଙ୍କୁ ଝୁରି ହେଉଛି ତାଙ୍କ ପୁରା କଲେଜ ଆଉ ପରିବାର ।

ଏପରି ଏକ ଘ-ଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲାର ଆଇଟିଆଇ ଶିକ୍ଷା ଅନଷ୍ଠାନରେ । ଗତକାଲି ଘଟିଥିବା ଏହି ଘଟ-ଣାକୁ ସହଜରେ କେହି ବିଶ୍ବାସ କରି ପାରି ନଥିଲେ । ତେବେ ଏହି ଆଇଟିଆଇ କଲେଜର ଇଲେଟ୍ରିକାଲ ବିଭାଗର ଛାତ୍ର ଅଭିଜିତ ଦାସ ପ୍ରାର୍ଥନା କରୁଥିବା ସମୟରେ ନିଜର ଶେଷ ନିଃ-ଶ୍ୱାସ ତ୍ୟା-ଗ କରି ଦେଇଥିଲେ । ଆଉ ସମସ୍ତଙ୍କୁ ଦୁଃ-ଖର ସୁଅରେ ଭସାଇ ଦେଇ ଯାଇଥିଲେ । ସବୁଦିନ ଭଳି ଅଭିଜିତ ଗାଧୋଇ ସାରି ଖାଦ୍ୟ ଖାଇ ନିଜ କଲେଜକୁ ଯାଇଥିଲେ । ଆଉ ସାଙ୍ଗ ମାନଙ୍କ ସହିତ ମିଶି ସେଠାରେ ପ୍ରାର୍ଥନା ସଭାକୁ ଯାଇଥିଲେ । କିନ୍ତୁ ହଠାତ୍ ପ୍ରାର୍ଥନା ମଝିରେ ତାଙ୍କର ମୁଣ୍ଡ ବୁଲାଇ ଦେଇଥିଲା ।

ଏହାପରେ ସେ ପଡ଼ି ଯାଇଥିଲେ । ତେବେ ତାଙ୍କ ସାଙ୍ଗ ମାନେ ତାଙ୍କୁ ନେଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃ-ତ ଘୋଷିତ କରିଥିଲେ । ତେବେ ଏପର୍ଯ୍ୟନ୍ତ ତାଙ୍କ ମୃ-ତ୍ୟୁର ପ୍ରକୃତ କାରଣ ଜଣା ପଡି ନଥିବା ବେଳେ ପୁରାପୁରି ଭାଙ୍ଗି ପଡିଛନ୍ତି ଅଭିଜିତଙ୍କ ପରିବାର । ବାପା ମାଆଙ୍କ ଏକମାତ୍ର ପୁଅ ହୋଇଥିବା ଯୋଗୁଁ ବାପା ମାଆ ଆଉ ନିଜକୁ ସମ୍ଭାଳି ପାରୁ ନାହାଁନ୍ତି । ଜଣେ ନିରୀହ ଆଉ ସରଳ ପିଲା ଅଭିଜିତ ଥିଲେ ବୋଲି କଲେଜର ଅଧ୍ୟକ୍ଷ କହିଛନ୍ତି । ଆଉ ତାଙ୍କ ବେଡ୍ କୁ ଅନାଇ ବସି ଏବଂ ମୋବାଇଲରେ ତାଙ୍କ ଫୋଟ ଦେଖି ସାଙ୍ଗ ମାନେ ଆଖିରୁ ଲୁହ ଝରାଉଛନ୍ତି ।

Leave a Reply

Your email address will not be published. Required fields are marked *