ଫେସବୁକରୁ ଚାଟିଂ ଏବଂ ପରେ ପ୍ରେମ ବିବାହ । କିନ୍ତୁ ବିବାହ ପରେ ଶ୍ୱଶୁର କରିଥିଲେ ଦୁ-ଷ୍କର୍ମ ଉଦ୍ୟମ ….

ସୋସିଆଲ ମିଡ଼ିଆରୁ ଆରମ୍ଭ ହେଉଥିବା ପ୍ରେମ ଅନେକ ସମୟରେ ଭ-ୟଙ୍କର ପ୍ରମାଣିତ ହୋଇଥାଏ । ଆଜିକା ସମୟରେ ଏମିତି ଅନେକ ଘଟଣା ଦେଖିବାକୁ ମିଳୁଛି ଯେଉଁଥିରେ ଅଧିକାଂଶ ପାର୍ଟନରଙ୍କ ସମ୍ପର୍କ ଭା-ଙ୍ଗି ଯାଉଛି । ତେବେ ସେହିଭଳି ପରିସ୍ଥିତି ମଧ୍ୟ ଆଉ ଏକ ସ୍ଥାନରେ ଦେଖା ଦେଇଛି । ସୂଚନା ଅନୁଯାୟୀ ଦୁଇ ମଣିଷ ମଧ୍ୟରେ ଫେସବୁକ ଚାଟିଂରୁ ଆରମ୍ଭ ହୋଇଥିଲା ପ୍ରେମ । ମାତ୍ର ବିବାହର ତିନି ବର୍ଷ ପରେ ସ୍ତ୍ରୀକୁ ନିର୍ଯା-ତନା ଦେଉଥିଲା ସ୍ୱାମୀ । ବାରମ୍ବାର କଳି ଝଗ-ଡ଼ାକୁ ନେଇ ଭଡ଼ା ଘରେ ରହୁଥିଲେ ସ୍ତ୍ରୀ । ଏପଟେ ବୋହୂ ଉପରେ ଶ୍ୱଶୁରର ଖରାପ ନଜର ଥିଲା ।

ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ମୟୁରଭଞ୍ଜ ଜିଲ୍ଲାରେ ଘଟିଛି । ଫେସବୁକରୁ ଚାଟିଂ କରି ଉଭୟେ ଉଭୟଙ୍କ ପ୍ରେମରେ ପଡ଼ି ଯାଇଥିଲେ । କିଛିଦିନ ପରେ ଉଭୟ ପରିବାରର ସହମତି କ୍ରମେ ଦୁହେଁ ବିବାହ ମଧ୍ୟ କଲେ । ତେବେ ବିବାହ ପରେ ଉଭୟ ଦମ୍ପତ୍ତି ବେଶ ଖୁସି ଥିଲେ । ଏତେ ଖୁସିରେ ରହୁଥିବା ଦମ୍ପତ୍ତିଙ୍କ ମଧ୍ୟରେ ହଠାତ ସମସ୍ୟା ଆସିଥିଲା । ଯାହାକି ସ୍ୱାମୀ ଥାଉ ଥାଉ ସ୍ତ୍ରୀ ଯାଇ ଭଡ଼ା ଘରେ ରହିଲେ ।

ତେବେ ଏଭଳି ଘ-ଟଣା ଉଦଳା ଥା-ନା ଅନ୍ତର୍ଗତ ରୋଡ଼ ଗ୍ରାମରେ ଘଟିଛି । ପଙ୍କଜ କୁମାର ନାୟକ ଏବଂ ସଂଗୀତା ଦତ୍ତଙ୍କ ମଧ୍ୟରେ ଫେସବୁକ ଚାଟିଂରୁ ପ୍ରେମ ସ-ମ୍ପର୍କ ଗଢ଼ି ଉଠିଥିଲା । ତେବେ ଉଭୟଙ୍କ ବିବାହ ପରେ ଏକ ଦେଢ଼ ବର୍ଷର ଶିଶୁ ପୁତ୍ର ମଧ୍ୟ ଥିବା ବେଳେ ବର୍ତ୍ତମାନ ସଂଗୀତା ତିନି ମାସର ଗର୍ଭ-ବତୀ ଅଛନ୍ତି ।

ତେବେ ଏଭଳି ଅବସ୍ଥାରେ ତାଙ୍କ ସ୍ୱାମୀ ତାଙ୍କୁ ଅକଥନୀୟ , ଅମାନୁଷିକ ଶାରୀ-ରିକ ନିର୍ଯା-ତନା ଦେବା ଆରମ୍ଭ କରି ଦେଇଥିଲେ । ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଝ-ଗଡ଼ା ଉଗ୍ର ରୂପ ନେଇଥିଲା । ତେଣୁ ସଂଗୀତା ବାଧ୍ୟ ହୋଇ ଶେଷରେ ଭଡ଼ା ଘରେ ରହିଥିଲେ । କିନ୍ତୁ ସଂଗୀତା ଜାଣି ନଥିଲେ ଯେ ତାଙ୍କ ଶ୍ୱଶୁରଙ୍କ ଖରାପ ନଜର ତାଙ୍କ ଉପରେ ରହିଛି ବୋଲି । ତେବେ ସେ ଦିନେ ନିଜର ଦେଢ଼ ବର୍ଷର ପୁଅକୁ ଧରି ମନ୍ଦିର ଯାଉଥିବା ସମୟରେ ତାଙ୍କ ଶ୍ୱଶୁର ପୂର୍ଣ୍ଣଚନ୍ଦ୍ର ନାୟକ ସଂଗୀତାଙ୍କ ସୁଲଭ ସହ ଦୁର୍ବ୍ୟ-ବହାର କରିଥିଲେ ।

ଏମିତିକି ତାଙ୍କ ଠାରୁ ତାଙ୍କ ଛୋଟ ଶିଶୁକୁ ମଧ୍ୟ ଛଡ଼ାଇ ନେଇଥିଲେ । ସେତେବେଳେ ସଂଗୀତା ନ୍ୟା-ୟ ପାଇଁ ଉଦଳା ଥା-ନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଶ୍ୱଶୁରଙ୍କ ଏଭଳି ବ୍ୟବହାର ପାଇଁ ସଂଗୀତା ଉଦଳା ଥା-ନାରେ ଏକ ଲିଖିତ ଅଭି-ଯୋଗ ମଧ୍ୟ କରିଛନ୍ତି । ତେବେ କେବଳ ସେତିକି ନୁହେଁ ତାଙ୍କ ସ୍ୱାମୀ ବର୍ତ୍ତମାନ ଆଉ କାହା ପ୍ରେମରେ ପଡ଼ିଥିବା ମଧ୍ୟ ସେ ଅଭି-ଯୋଗ ଆଣିଛନ୍ତି ।

ସଂଗୀତା ଯେଉଁଠି ନ୍ୟା-ୟ ପାଇଁ ଏବଂ ନିଜ ଶିଶୁକୁ ପାଇବା ପାଇଁ ଥା-ନାରେ ବସି ରହିଛନ୍ତି ସେଠାରେ ଥା-ନା ଅଧିକାରୀ ତାଙ୍କୁ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି । ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ସଂଗୀତାକୁ କେବେ ନ୍ୟା-ୟ ମିଳୁଛି ଏବଂ ତାଙ୍କ ଅଭି-ଯୁକ୍ତଙ୍କୁ କେଉଁ ପ୍ରକାରର ଶା-ସ୍ତି ମିଳୁଛି ।

Leave a Reply

Your email address will not be published. Required fields are marked *