ଅମାନବିକତା ଦେଖାଇଲେ ଘର ମାଲିକ , ରାତି ଅଧରେ ଟାଣି ଟାଣି ଭଡାଟିଆଙ୍କୁ ଘରୁ ବାହାର କରିଦେଲେ

ଏ ସଭ୍ୟ ସମାଜରେ ଅସଭ୍ୟ କାମ ଆଉ ଏ ଶିକ୍ଷିତ ସମାଜରେ ଅଶିକ୍ଷିତ କାମ । ସମାଜ ଯେତେ ଆଗକୁ ବଢି ବଢ଼ି ଚାଲିଛି , ସେତେ ଅବାକ୍ କରିଦେବା ଭଳି ଘ-ଟଣା ଦେଖିବାକୁ ମିଳୁଛି । ମଣିଷ ନିଜର ମାନବିକତା ହରାଇ ବସି ପଶୁ ଭଳି ବ୍ୟବହାର କରୁଛି । ନିଜର ଅସ୍ତିତ୍ଵକୁ ହରାଇ ବସୁଛି ମଣିଷ ଆଉ ଏପରି ବ୍ୟବହାର କରିବାରେ ଲାଗିଛି , ଯାହା ଆଦୌ ଗ୍ରହଣୀୟ ନୁହେଁ । ତେବେ ଅନେକ ଘ-ଟଣା ଆଗରୁ ଦେଖିବାକୁ ମିଳିଛି , ଯାହା ଏ ମଣିଷ ସମାଜକୁ ଆଶ୍ଚର୍ଯ୍ୟ ଚକିତ କରିଦେବ । ମଣିଷ ନାମରେ ଏ ଦୁନିଆଁରେ ରହୁଥିବା ପଶୁ ମାନଙ୍କର ଏପରି କା-ଣ୍ଡ ଦେଖିବାକୁ ମିଳିଛି , ଯାହା ଆଦୌ ଠିକ୍ ନୁହେଁ ।

ମଣିଷପଣିଆ ଆଉ ଏ ଦୁନିଆଁରେ ନାହିଁ । ସମସ୍ତେ ନିଜ ନିଜ ସ୍ବାର୍ଥ ଡୋରରେ ବନ୍ଧା ଅଛନ୍ତି ଆଉ ନିଜ ସ୍ବାର୍ଥ ପାଇଁ କିଛି ବି କରି ପକାଉଛନ୍ତି । ନିଜ ସ୍ବାର୍ଥ ପାଇଁ ମଣିଷ କିଏ ପର ଆଉ କିଏ ଆପଣାର ଭୁଲି ଯାଉଛି । ଅନ୍ୟ ପକ୍ଷରେ ଯାହା ପାଖରେ ଟିକିଏ ଅଧିକ ପଇସା ହୋଇ ଯାଉଛି , ସେ ଅନ୍ୟ ଉପରେ ଜୁଲମ କରିବା ଆରମ୍ଭ କରିଦେଉଛି ।

ଅନ୍ୟ ମାନଙ୍କ ଉପରେ ନାଲି ଆଖି ଦେଖାଇବାରେ ଲାଗିଛି ଆଉ ଅନ୍ୟକୁ ନୀଚ୍ଚ ଦୃଷ୍ଟିରେ ଦେଖୁଛି । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଏ ଶିକ୍ଷିତ ସମାଜରେ ରହୁଥିବା ଶିକ୍ଷିତ ମାନଙ୍କର ଅଶିକ୍ଷିତ କାମର ଏକ ଜ୍ୱ-ଳନ୍ତ ଉଦାହରଣ ଅଟେ ।

ତେବେ କଟକ ଜିଲ୍ଲା ଶିଖରପୁର ଅଞ୍ଚଳର ଉପରସାହିରେ ଏପରି କିଛି ଘ-ଟଣା ଦେଖିବାକୁ ମିଳିଛି , ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଛି । ଗତ ଶୁକ୍ରବାର ଦିନ ଏହି ଘ-ଟଣା ଘଟି ଯାଇଛି । ତେବେ ଏଠାରେ ରହିଥିବା ଇଞ୍ଜିନିୟର ଦେବବ୍ରତ ସାହୁଙ୍କ ଘରେ ତ୍ରିନାଥ ନାୟକ ତାଙ୍କ ପତ୍ନୀ ଆଉ ଦୁଇ ପିଲା ରହୁଥିଲେ । ତ୍ରିନାଥ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ହୋଇ ଗଲାନି , ସେହି ଘରେ ରହୁଛନ୍ତି ।

ଆଉ କେବେ ବି କିଛି ଅସୁବିଧା ହୋଇ ନାହିଁ । ତ୍ରିନାଥ ମଧ୍ୟ କାମ କରି ପେଟ ପୋଷୁଥିଲେ ଆଉ ବେଳେ ବେଳେ ଦେବବ୍ରତଙ୍କ ଘରେ କିଛି କିଛି କାମ କରି ଦେଉଥିଲେ । ଆଉ ଏଥିରେ ଦୁଇ ପିଲାଙ୍କୁ ଆଉ ସ୍ତ୍ରୀଙ୍କୁ ନେଇ କଟକ ଉପରେ ସେ ଚଳି ଯାଉଥିଲେ ତେବେ ଶୁକ୍ରବାର ଦିନ ହଠାତ୍ ଦେବବ୍ରତ ଆଉ ତାଙ୍କ ଝିଅ ଆସି ତ୍ରିନାଥ ଆଉ ତାଙ୍କ ସ୍ତ୍ରୀ ସହିତ ପିଲା ଛୁଆଙ୍କୁ ଟଣା ଓଟରା କରିବା ସହିତ ରାତି ଅଧରେ ସେମାନଙ୍କୁ ଘରୁ ବାହାରକୁ ବାହାର କରି ଦେଇଥିଲେ ।

ଆଉ ସେମାନଙ୍କ ଜିନିଷ ମଧ୍ୟ ଫୋ-ପାଡ଼ି ଦେଇଥିଲେ । କେବଳ ଏତିକି ନୁହେଁ , ସେମାନଙ୍କୁ ଖରାପ ଭାଷାରେ ମଧ୍ୟ ଗା-ଳି ଗୁ-ଳଜ କରିଥିଲେ । ତେବେ ହଠାତ୍ ଏପରି କାହିଁକି ହୋଇଥିଲା କେହି କିଛି ବୁଝି ପାରି ନଥିଲେ କି ପଚାରିବାରୁ ବି ଉତ୍ତର ଦେଇ ନଥିଲେ । ଏହା ବ୍ୟତୀତ ତ୍ରିନାଥଙ୍କ ସ୍ତ୍ରୀ ଅଭି-ଯୋଗ କରିଛନ୍ତି କି , ଇଞ୍ଜିନିୟର ଦେବବ୍ରତ ଆଉ ତାଙ୍କ ଝିଅ ତାଙ୍କ ଘରେ ରହିଥିବା ସବୁ ଟଙ୍କା ମଧ୍ୟ ନେଇ କରି ଚାଲି ଯାଇଛନ୍ତି । ତେବେ ବର୍ତ୍ତମାନ ସମୟରେ ସେମାନେ ଯିବେ କୁଆଡେ ଆଉ ଖାଇବେ କଣ ବୋଲି କହିଛନ୍ତି

Leave a Reply

Your email address will not be published. Required fields are marked *