ରୋଗୀ ସହ ଶାରୀ-ରିକ ସ-ମ୍ପର୍କ ସ୍ଥାପନ କରିଥିଲେ ନର୍ସ , ଆଉ ଯ-ନ୍ତ୍ରଣା ସହି ନ ପାରି ରୋଗୀର ଉଡିଗଲା ପ୍ରାଣ ବାୟୁ

ଏପରି ଅନେକ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ , ଯାହା ଆପଣଙ୍କ ହୋସ ଉଡାଇ ଦେଇଥାଏ । ଥରେ ଥରେ କିଛି କଥା ଶୁଣିବା ପରେ ସହଜରେ ବିଶ୍ୱାସ କରି ହୁଏ ନାହିଁ । କିନ୍ତୁ ତାହା ସତ ହୋଇଥାଏ । ବର୍ତ୍ତମାନ ସମୟରେ ମଧ୍ୟ ସୋସିଆଲ ମିଡିଆରେ ଏପରି ଏକ ଖବର ଘୁରି ବୁଲୁଛି , ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ଜଣେ ନର୍ସ ଏବଂ ରୋଗୀଙ୍କ ବିଷୟରେ କହିବାକୁ ଯାଉଛୁ , ଯେଉଁଠି ନର୍ସଙ୍କ ପାଇଁ ଚାଲି ଯାଇଛି ରୋଗୀଙ୍କ ଜୀବନ ।

କୁହାଯାଏ , ଡାକ୍ତର ଏବଂ ନର୍ସ ହିଁ ମଣିଷକୁ ଏକ ନୂଆ ଜୀବନ ଦେଇଥାନ୍ତି । ଯେଉଁ ସମୟରେ ଆପଣଙ୍କ ପାଖରେ କେହି ନଥାନ୍ତି , ସେହି ସମୟରେ ଜଣେ ନର୍ସ ନିଜର ସବୁଠାରୁ ଅଧିକ ସମୟ ଦେଇ ମଣିଷର ଦେହ ଭଲ କରିଥାନ୍ତି ଆଉ ସେମାନଙ୍କୁ ସମସ୍ତେ ସେଥିପାଇଁ ଭଲ ପାଇଥାନ୍ତି । ସ୍ବାସ୍ଥ୍ୟ କ୍ଷେତ୍ରର ମେରୁଦଣ୍ଡ ଏମାନଙ୍କୁ କହିଲେ କିଛି ବି ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଆଜି ଯେଉଁ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଏପରି ଶୁଣିବା ପରେ ସତରେ କେହି କେହି ନର୍ସ ମାନଙ୍କୁ ଘୃ-ଣା କରିବାକୁ ଲାଗିବେ। ତେବେ କଥାଟି ପୁରାପୁରି ସତ ।

ଜଣେ ନର୍ସଙ୍କ ଏପରି କାର୍ଯ୍ୟ କଳାପ ପାଇଁ ତାଙ୍କୁ ସମାଲୋଚନାର ଶି-କାର ହେବାକୁ ପଡୁଛି । ସୂଚନା ଅନୁଯାୟୀ , ଲଣ୍ଡନରେ ଘଟି ଯାଇଛି ଏପରି ଏକ ଘ-ଟଣା । ଲଣ୍ଡନର ଏକ ହସ୍ପିଟାଲରେ ହେନେଲସ ଲୁଇସ ନାମକ ଏକ ୪୨ ବର୍ଷୀୟା ମହିଳା ନର୍ସ ଭାବରେ କାମ କରୁଥିଲେ । ତେବେ ଏହି ସମୟ ମଧ୍ୟରେ ଜଣେ ରୋଗୀ ହସ୍ପିଟାଲକୁ ଆସିଥିଲେ । ରୋଗୀ ଜଣକର ଡାଏଲିଶିସ ହେଉଥିଲା କାହିଁକି ନା ସେ କିଡନୀ ରୋଗରେ ପୀ-ଡିତ ଥିଲେ । ଏହାପରେ ଧିରେ ଧୀରେ ନର୍ସ ଏବଂ ସେହି ରୋଗୀଙ୍କ ମଧ୍ୟରେ ସ-ମ୍ପର୍କ ନିବିଡ ହେବାକୁ ଲାଗିଥିଲା ।

ଆଉ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ବଢିଥିଲା । ତେବେ ଦିନେ ରୋଗୀ ଜଣକ ନର୍ସଙ୍କୁ ଦେଖା କରିବା ପାଇଁ ଆସିଥିଲେ ଆଉ କାର ମଧ୍ୟରେ ଉଭୟ ଦେଖା କରିଥିଲେ । ଏହି ସମୟ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପର୍କ ଗଢ଼ି ଉଠିଥିଲା । ଆଉ ଏହି ସମୟରେ ରୋଗୀ ଯନ୍ତ୍ର-ଣା ସହି ପାରି ନଥିଲେ ଆଉ ତାଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା । ତେବେ ଏହାପରେ ନର୍ସ ଜଣକ ସେଠାରୁ ଫେ-ରାର ହୋଇ ତାଙ୍କ ସାଙ୍ଗକୁ ସବୁ କଥା ଜଣାଇ ଥିଲେ । ତେବେ ଏହାପରେ ପୋ-ଲିସ ଅସଂ-ଜତ ଅବସ୍ଥାରେ ରୋଗୀଙ୍କୁ ପାଇଥିଲା ଆଉ ନର୍ସ ଜଣକୁ ପଚରା ଉଚରା କରିବାରୁ ସେ ସବୁ ସତ କହି ଦେଇଥିଲେ ।

Leave a Reply

Your email address will not be published. Required fields are marked *