ଗାଏବ ହେଲେ ବୃଦ୍ଧ ଆଉ ଗା-ଏବ ହେଲା ଅଜଗର , ଚୁପ୍ ହୋଇ ବସି ପଡିଲା ବନ ବିଭାଗ

ପ୍ରାୟତଃ ଦେଢ଼ ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ଆଠଗଡ଼ ଅଞ୍ଚଳର ବ୍ୟବସାୟୀ ନନ୍ଦ ମଉସାଙ୍କର ମିଳୁ ନାହିଁ ଖବର । ଏତେ ଦିନ ହେଲାଣି କୁଆଡେ ଗଲେ ସେ , ତଥାପି ତାଙ୍କୁ ଖୋଜୁ ନାହିଁ ବନ ବିଭାଗ । ଅନ୍ୟ ପକ୍ଷରେ ପୋଲିସ ମଧ୍ୟ ତାଙ୍କୁ ଖୋ-ଜିବା ପାଇଁ ନାରାଜ । ବନ ବିଭାଗ ନିକଟକୁ ଗାଆଁ ଲୋକ ଗଲେ ବି ସେ ଖୋ-ଜିବେ ଖୋ-ଜିବେ କହି ରହି ଯାଉଛନ୍ତି।

ତେବେ ଏହି ଖବର ବିଷୟରେ ଆପଣ ଆଗରୁ ଶୁଣି ସାରିଥିବେ । ଗଣମାଧ୍ୟମରେ ଅନେକ ଥର ପ୍ରସାର ହୋଇ ସାରିଲାଣି କି , ଜଣେ ବୃଦ୍ଧା ବ୍ୟବସାୟ କରିବା ପାଇଁ ଜଙ୍ଗଲ ଦେଇ ଯାଉଥିବା ବେଳେ ତାଙ୍କୁ ବାଟରେ ଅଜଗର ଗିଳି ଦେଇଛି । ତେବେ ଏହା ପରେ ତାଙ୍କ ଗାଆଁ ଲୋକ ଘ-ଟଣା ର ତ-ଦନ୍ତ କରିବା ପାଇଁ କହିଥିଲେ ଆଉ କହିଥିଲେ କି , ଅଜଗର ପେଟକୁ ସ୍କାନ କରାଯାଉ ।

କିନ୍ତୁ ବନ ବିଭାଗ ଏହି କଥା ମାନି ନଥିଲା ଆଉ ଗୋଡ ଉପରେ ଗୋଡ଼ ପକାଇ ବସି ପଡ଼ିଥିଲା । ଅନ୍ୟ ପକ୍ଷରେ କହିଥିଲା କି , ଅଜ-ଗର ଗି-ଳି ଦେଇଛି ଭଲ ହୋଇଛି । ଏପଟେ ତାଙ୍କ ପରିବାର ଲୋକ ପୁରାପୁରି ଭା-ଙ୍ଗି ପଡିଲେଣି । ଦୀର୍ଘ ଦେଢ଼ ମାସ ହୋଇ ଥିଲେ ମଧ୍ୟ ବୃଦ୍ଧଙ୍କୁ ଝୁରୁଛି ପରିବାର । କେହି କାହା ଶୁଣିବା ପାଇଁ ନାରାଜ ।

ଅନ୍ୟ ପକ୍ଷରେ ଆଶ୍ଚର୍ଯ୍ୟର କଥା ଏହା ଯେ , ବର୍ତ୍ତମାନ ଖବର ମିଳିଛି କି , ଅଜଗର କୁଆଡେ ଗା-ଏବ ହୋଇଯାଇଛି । ଆଉ ତାର ଖବର ମଧ୍ୟ ମିଳୁ ନାହିଁ । ଆଉ ତା ସହିତ ତାର ପେଟରେ ରହିଥିବା ନନ୍ଦ ମଉସା ମଧ୍ୟ ଗା-ଏବ ହୋଇ ଯାଇଛନ୍ତି । ତେବେ ଏହାର ତ-ଦନ୍ତ କରିବା ପାଇଁ ସମସ୍ତେ ନାରାଜ । ସେପଟେ ବୃଦ୍ଧଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ତାଙ୍କ ପତ୍ନୀ।

Leave a Reply

Your email address will not be published. Required fields are marked *