ମୁଁ ତା ବିନା ମରିଯିବି, ମତେ ତାଠାରୁ ଅଲଗା କରନି….

ପ୍ରେମ କାହା ପାଇଁ ସାଜିଥାଏ କାଳ ତ ଆଉ କାହା ପାଇଁ ସାହିଥାଏ ଶୁଭ । କିଏ ପ୍ରେମରେ ସଫଳ ହୋଇଥାଏ ତ ଆଉ କିଏ ହୋଇଥାଏ ବିଫଳ । ଦୁନିଆଁ ରେ ଅନେକ ଖବର ସାମ୍ନାକୁ ଆସୁଛି , ଯେଉଁଥିରେ ଆପଣ ଶୁଣିବାକୁ ପାଉଥିବେ କି , ପ୍ରେମିକ ପ୍ରେମୀକାଙ୍କ ପ୍ରତା-ରଣାର କାହାଣୀ । ତେବେ ବର୍ତ୍ତମାନ ସାମ୍ନାକୁ ଆସିଛି ଏପରି କିଛି କଥା।

କାହାଣୀ ଟିକିଏ ଅଲଗା । ପ୍ରେମିକ ପ୍ରେମିକା ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବାକୁ ଚାହୁଁ ନଥିବା ବେଳେ ପରିବାର ଲୋକ ଫିଲ୍ମ ଷ୍ଟାଇଲରେ ସେମାନଙ୍କୁ ଅଲଗା କରିବା ପାଇଁ ଲାଗି ପଡିଛନ୍ତି । ତେବେ ଏପରି କିଛି ଦୃ-ଶ୍ୟ ଦେଖିବା ପରେ ଆପଣଙ୍କ ଆଖି ବି ଛଳ ଛଳ ହୋଇଯିବ । କରୁଣ ଚି-ତ୍କାର କରି ପ୍ରେମିକ ପ୍ରେମିକା କହୁଛନ୍ତି ଆମକୁ ଅଲଗା କର ନାହିଁ ।

ତେବେ ଏପରି ଘ-ଟଣା ଘ-ଟିଛି ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ ବାଲିପୋଖରି ଅଞ୍ଚଳରୁ । ଏହି ଗାଆଁର ଜଣେ ପୁଅ ଝିଅ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ଆଉ ଦୁଃ-ଖର କଥା ଏହା ଯେ , ଝିଅ ଜଣକ ବ୍ରାହ୍ମଣ ହୋଇ ଥିବା ବେଳେ ପୁଅ ଜଣକ ଛୋଟ ଜାତିର ଥିଲେ । ଯାହା ପାଇଁ ପୁଅ ଝିଅଙ୍କ ପରିବାର ଲୋକ ରାଜି ହୋଇ ନଥିଲେ । ଆଉ ସେଥିପାଇଁ ପୁଅ ଝିଅ ଏପରି କିଛି ପଦକ୍ଷେପ ନେଇ ଥିଲେ ।

ଘରୁ ଲୁ-ଚି ପଳାଇ ଥିଲେ ଆଉ ମନ୍ଦିରରେ ଯାଇ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସବୁକିଛି ଓଲଟା ପାଲଟା ହୋଇ ଯାଇଥିଲା । ହଠାତ ଝିଅ ଘର ଲୋକ ଘ-ଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ଆଉ ପୁରା ଫିଲ୍ମ ଷ୍ଟାଇଲରେ ଝିଅକୁ ସେଠାରୁ ଟାଣି ନେଇଥିଲେ । ପୁରା ଫିଲ୍ମ ଷ୍ଟାଇଲ ଦେଖିବାକୁ ମିଳିଥିଲା । କିନ୍ତୁ ପୁଅ ଝିଅ ଆକୁଳ ଚି-ତ୍କାର କରି ନିବେଦନ କରି କହୁଥିଲେ ଆମକୁ ଅଲଗା କରନ୍ତୁ ନାହିଁ । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *