ରାଣୀଙ୍କ ବାପା କହିଲେ ରାଣୀଙ୍କ ଜୀବନୀ ।

ରାଣୀଙ୍କ ବାପା ଖୋଲିଲେ ରାଣୀଙ୍କ ଜୀବନ କାହାଣୀର ଗୁମର । ରାଣୀ ପଣ୍ଡା ସାରା ଓଡ଼ିଶାରେ ସବୁବେଳେ ନିଜର ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ଯିଏ ସବୁବେଳେ ନିଜକୁ ବିବା-ଦୀୟ କୁହନ୍ତି । ଯିଏ ସବୁବେଳେ ନିଜକୁ ଚର୍ଚ୍ଚାରେ ରଖିଥାନ୍ତି ତାଙ୍କ ଛୋଟ ବେଳର ଜୀବନ କିପରି ଥିଲା । କିପରି ରାଣୀ ପଣ୍ଡା ଗୋଟେ ଅଖ୍ୟାତ ପଲ୍ଲୀରୁ ଆସି ସାରା ଓଡ଼ିଶାରେ ବିଖ୍ୟାତ ହୋଇ ପାରିଲେ ଆଜି ଆସନ୍ତୁ ଜାଣିବା ରାଣୀ ପଣ୍ଡାଙ୍କ ବାପାଙ୍କ ମୁହଁରୁ ପୁରା ଘ-ଟଣା ।

ରାଣୀ ପଣ୍ଡା ଜଣେ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପେଟର ଭୋକ ଅପେକ୍ଷା ତାଙ୍କୁ ଅଧିକ କଷ୍ଟ ଦେଉଥିଲା ଲୋକ ମାନଙ୍କ ଟାହି ଟାପରା । କାରଣ ରାଣୀ ପଣ୍ଡା ଏକ ନୈଷ୍ଟିକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଆଉ ଛୋଟ ଦିନେ ରାଣୀ ପଣ୍ଡା ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସୁଦ୍ଧା ରାଣୀ ପଣ୍ଡାଙ୍କୁ ବିଳାସ ପୂର୍ଣ୍ଣ ଜୀବନ ବେଶ ଭଲ ଲାଗୁଥିଲା ତେଣୁ ରାଣୀ ପଣ୍ଡା ଚାହୁଁଥିଲେ ବିଳାଷ ପୂର୍ଣ୍ଣ ଜୀବନ ଅତି ବାହିତ କରିବାକୁ । ତେଣୁ ରାଣୀ ପଣ୍ଡା ଛୋଟ ବେଳୁ ଧନୀ ହେବାକୁ ଚେଷ୍ଟା କରୁଥିଲେ ବା ଇଚ୍ଛା ପ୍ରକାଶ କରୁଥିଲେ ।

ତେଣୁ ରାଣୀ ପଣ୍ଡାଙ୍କ ଗ୍ରାମର ଏକ କୁଚକ୍ରି ବ୍ୟକ୍ତି ରାଣୀ ପଣ୍ଡାଙ୍କୁ ଫସାଇ ଦେଇଥିଲେ । କାରଣ ରାଣୀ ପଣ୍ଡାଙ୍କ ଇଚ୍ଛା ଥିଲା ସେ ହିରୋଇନ ହେବେ ଯାତ୍ରା ଜଗତରେ ନା କରିବେ । ଏହା ପରେ ଯେତେବେଳେ ରାଣୀ ପଣ୍ଡା ସେହି କୁଚକ୍ରି ବ୍ୟକ୍ତିଙ୍କ କଥାରେ ପରିଚାଳିତ ହୋଇ ଗାଁ ଛାଡି ଚାଲି ଆସିଲେ । ସେତେବେଳେ ଗାଁର ସାହି ପଡିଶା ରାଣୀ ପଣ୍ଡାଙ୍କ ପରିବାରକୁ ଏକ ଘରିଆ କରିଦେଲେ ।

ଏ ବିଷୟରେ ପ୍ରଥମେ ରାଣୀ ପଣ୍ଡାଙ୍କ ବାପାଙ୍କୁ କୌଣସି ସୂଚନା ନଥିଲା । ଯେତେବେଳେ ଗାଁରେ ଲୋକେ ଟାହି ଟାପରା କଲେ । ଗାଁ ଲୋକଙ୍କ ଟାହି ଟାପରା ସହି ନପାରି ଶେଷରେ ବାପା କହିଲେ ତୁ ଗାଁ ଛାଡି ଆଉ ଘର ଛାଡ଼ି ଚାଲିଯା । ଏମିତି କହି ବାପା ରାଣୀ ପଣ୍ଡାଙ୍କୁ ଘରୁ ବାହାର କରିଦେଇଛନ୍ତି । ସେହି ସମୟରେ ରାଣୀ ପଣ୍ଡା ଘର ଲୋକଙ୍କୁ ନେହୁରା ହେଇଛି । ମୋର ଭୁଲ ହେଇଛି ମୁଁ ଯାଇଛି । ହେଲେ ରାଣୀ ପଣ୍ଡାଙ୍କ ଗୁହାରି ତାଙ୍କ ବାପା ଶୁଣି ନାହାଁନ୍ତି ।

ବାପା ଝିଅକୁ ବେଶ ଅଧିକ ଭଲ ପାଉଥିଲେ ବି ଗ୍ରାମବାସୀ ଙ୍କ ଟାହି ଟାପରା ବାପାଙ୍କୁ ଖୁବ ଆ-ଘାତ ଦେଇଛି । ଶେଷରେ ବାପା ଘର ଛାଡ଼ି ଚାଲିଯାଉଛନ୍ତି ଆଉ ଘର ଛାଡିବା ପରେ ବାପା ବ୍ରହ୍ମଚାରୀ ହୋଇ ଯାଉଛନ୍ତି । ଏମିତି କିଛି ଥିଲା ରାଣୀ ପଣ୍ଡାଙ୍କ ଜୀବନୀ

ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲ-ଢ଼ିବ ରାଣୀ ପଣ୍ଡା ରାଣୀ ପଣ୍ଡାଙ୍କ ଜୀବନିକୁ ନେଇ ଖୁବ ସୁନ୍ଦର ଏକ କାହାଣୀ ଯାହାର ମୁଖ୍ୟ ଭୂମିକାରେ ରାଣୀ ପଣ୍ଡା ଅଭିନୟ କରିଛନ୍ତି । ଏହି ନାଟକରେ ଆପଣ ମାନେ ରାଣୀ ପଣ୍ଡାଙ୍କ ଜୀବନ ବିଷୟରେ ଅନେକ କିଛି ଘ-ଟଣା ଦୁର୍ଘ-ଟଣା ଜାଣିବାକୁ ପାଇବେ । କିପରି ରାଣୀ ପଣ୍ଡା ସଂ-ଘର୍ଷ କରି କରି ଆଗକୁ ବଢ଼ିଛନ୍ତି । କିପରି ରାଣୀ ପଣ୍ଡା ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ।

ନାଟକରେ ବାପାଙ୍କ ଭୂମିକାରେ ଅଭିନୟ କରିଥିବା ବ୍ୟକ୍ତି ଏହି କଥା ପ୍ରକାଶ କରିଛନ୍ତି । ଗଣମାଧ୍ୟମରେ ପ୍ରତି-କ୍ରିୟା ଦେଇ ରାଣୀ ଓ ତାଙ୍କ ବାପାଙ୍କ ଭିତରେ ଥିବା ସମ୍ପ-ର୍କକୁ ଆଲୋଚନା କରିଛନ୍ତି । ପରିସ୍ଥିତି ମଣିଷକୁ କେଉଁଠୁ ଆଣି କେଉଁଠି ପହଞ୍ଚାଇ ଦିଏ ସେ କଥା ମଧ୍ୟ ରାଣୀ ପଣ୍ଡାଙ୍କ ବାପା ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି ।

ଜୀବନ କେବେ ଖରା କେବେ ଛାଇ । ହେଲେ ସବୁବେଳେ ଗୋଟେ ପରିସ୍ଥିତି ମଣିଷ ଜୀବନରେ ରୁହେ ନାହିଁ । ତେଣୁ ରାଣୀ ପଣ୍ଡାଙ୍କ ଜୀବନରେ ସୁଖ ପରେ ଦୁଃ-ଖ ଆସିଛି । ନୂତନ ସୂର୍ଯ୍ୟ ଖୁସିର ଆଶା ନେଇ ରାଣୀ ପଣ୍ଡାଙ୍କ ଜୀବନ ଉଙ୍କି ମା-ରିଛି ।

Leave a Reply

Your email address will not be published. Required fields are marked *