ଖଣ୍ଡଗିରି ଯାତ୍ରା ପଡିଆ ଜନ ସମାଗମରେ ଉଠୁଛି ଝଲସି , ବ୍ୟକ୍ତି ଜଣକ କହିଲେ ମୁଁ ରାଣୀ ପଣ୍ଡା ସହିତ …..

ସମସ୍ତଙ୍କର ପ୍ରିୟ ଯାତ୍ରା ହୋଇଥାଏ , ସମସ୍ତେ ଏହାକୁ ଦେଖିବା ପାଇଁ ବହୁତ ଭଲ ପାଇଥାନ୍ତି । ତେବେ ବିଶେଷ କରି ଯେଉଁ ବୃଦ୍ଧ ଏବଂ ବୟସ୍କ ବ୍ୟକ୍ତି ମାନଙ୍କର ଏହା ସବୁଠାରୁ ପ୍ରିୟ ହୋଇଥାଏ । ସେମାନେ ସନ୍ଧ୍ୟା ହେଉ ହେଉ ଟିଭି ଖୋଲି ଯାତ୍ରା ଦେଖିବା ପାଇଁ ବସି ଯାଇଥାନ୍ତି ଆଉ ସନ୍ଧ୍ୟା ସମୟରେ ଯାତ୍ରାର ମଜା ନେଇଥାନ୍ତି ।

ଠିକ୍ ସେହିପରି ଆଗରୁ ମଧ୍ୟ ଲୋକ ମାନେ ଯାତ୍ରାର ଏତେ ପାଗଳ ହୋଇଥାନ୍ତି କି ଯେଉଁଠି ବି ଯାତ୍ରା ହେଲେ ସେମାନେ ଦେଖିବା ପାଇଁ ବାହାରି ପଡୁଥିଲେ । ଆଗରୁ ଗାଆଁ ଗାଆଁରେ ଅନେକ ଯାତ୍ରାର କ୍ରେଜ ଦେଖିବାକୁ ମିଳୁଥିଲା । ଛୁଆ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହାକୁ ଦେଖିବା ପାଇଁ ବାହାରି ପଡୁଥିଲେ । କିନ୍ତୁ ବର୍ତ୍ତମାନ ଏସବୁ କମି ଗଲାଣି ଆଉ ଗାଆଁରେ ମଧ୍ୟ ଏତେ ଯାତ୍ରା ହେଉ ନାହିଁ କି ଲୋକ ମାନେ ଏହାକୁ ଏତେ ଦେଖିବା ପାଇଁ ଭଲ ପାଉ ନାହାଁନ୍ତି।

ତେବେ ଏହାରି ମଧ୍ୟରେ ସବୁଠାରୁ ବଡ ଆଉ ଖୁସି ଖବର ହେଉଛି , ଆଜି ଯାଏଁ ମଧ୍ୟ ଯାତ୍ରାର କ୍ରେଜ ସହରରେ ଦେଖିବା ପାଇଁ ମିଳୁଛି । ଆଉ ଯାହାର ଜ୍ୱ-ଳନ୍ତ ଉଦାହରଣ ହେଉଛି ଖଣ୍ଡଗିରି ଯାତ୍ରା ମେଲଣ । ଲୋକେ ଭରପୁର ମାତ୍ରାରେ ଏହି ଯାତ୍ରାର ମଜା ନେଉଛନ୍ତି । ରାତି ହେଲେ ଶହ ଶହ ଲୋକଙ୍କର ଭିଡ ଦେଖିବା ପାଇଁ ମିଳୁଛି ।

ଟିକେଟ ମୂଲ୍ୟ ଯେତେ ଟଙ୍କା ହେଉ ପଛକେ ଲୋକେ ଯାତ୍ରା ଦେଖିବା ପାଇଁ ବାହାରି ପଡୁଛନ୍ତି ଆଉ ଅତ୍ୟନ୍ତ ମଜା ଉଠାଇବାରେ ଲାଗିଛନ୍ତି । ଏପଟେ ମେଳା ବୁଲି ବୁଲି ରାତି ସମୟରେ ଯାତ୍ରା କଳାକାର ମାନଙ୍କର ଅଭିନୟର ମଜା ନେଉଛନ୍ତି । ତେବେ ଏସବୁ ମଧ୍ୟରେ ବର୍ତ୍ତମାନ ସାମ୍ନାକୁ ଆସିଛି ଏକ ଭିଡିଓ ।

ଯେଉଁ ଭିଡିଓ ଦେଖିବା ପରେ ଆପଣ ହସି ହସି ପାଗଳ ହୋଇଯିବେ ଆଉ ଆପଣଙ୍କ ହୋସ୍ ଉଡ଼ିଯିବ । ତେବେ ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି କି , ଜଣେ ଯାତ୍ରା ଦେଖିବାକୁ ଆସିଥିବା ବ୍ୟକ୍ତିଙ୍କୁ ମିଡ଼ିଆ ଭାଇ ଏକ ପ୍ରଶ୍ନ ପଚାରୁଛନ୍ତି । ଆଉ ଯାହାର ଉତ୍ତର ଦେଇ ସେ କହୁଛନ୍ତି କି ସେ ଯାତ୍ରା ଦେଖିବା ପାଇଁ ଆସିଛନ୍ତି ଆଉ ଯାତ୍ରାର ମଜା ସେ ନିଶ୍ଚିତ ଭାବରେ ଉଠାଇବେ ।

ଏପରି ଯାତ୍ରା ସେ ଆଗରୁ ଅନେକ ଥର ଦେଖିବା ପାଇଁ ଆସିଛନ୍ତି ଆଉ ଏ ବର୍ଷ ମଧ୍ୟ ସେ ପୁଣିଥରେ ସେ ଦେଖିବା ପାଇଁ ଆସିଛନ୍ତି। ତେବେ କଥା କଥାରେ ମିଡ଼ିଆ ଭାଇ ତାଙ୍କୁ ପଚାରି ଦେଇଥିଲେ କି , ସେ କାହାକୁ ଦେଖିବା ପାଇଁ ଆସିଛନ୍ତି । ଆଉ ଏପରି ପ୍ରଶ୍ନ ଶୁଣି ଟିକିଏ ରା-ଗି ଯାଇଥିଲେ ବ୍ୟକ୍ତି ଜଣକ ଆଉ ତାପରେ ଏପରି କିଛି ଉତ୍ତର ରଖିଥିଲେ ସେ।

ତେବେ ବ୍ୟକ୍ତି ଜଣକ କହିଥିଲେ କି , ସେ ରାଣୀ ପଣ୍ଡାଙ୍କୁ ଦେଖିବା ପାଇଁ ଆସିଛନ୍ତି । ରାଣୀ ପଣ୍ଡା ତାଙ୍କର ସବୁଠାରୁ ପ୍ରିୟ ଅଟନ୍ତି । ଏହା ବ୍ୟତୀତ ମିଡ଼ିଆ ଭାଇ ଆଗକୁ ତାଙ୍କୁ ଯେଉଁ ପ୍ରଶ୍ନ ପଚାରିଥିଲେ ତାର ଉତ୍ତର ଦେଇ ବ୍ୟକ୍ତି ଜଣକ କହିଥିଲେ କି , ଏତେ କଣ ପ୍ରଶ୍ନ ପଚାରୁଛନ୍ତି । ମୁଁ ନିଶା ମହାରଣାକୁ ଦେଖିବା ପାଇଁ ଆସିଛି ଆଉ ଭିତରକୁ ଚାଲ ସବୁ ଖୋଲି ଖାଲି କହିବି ।

ତେବେ ବ୍ୟକ୍ତିଙ୍କ ଏପରି କଥା ଶୁଣି ମିଡ଼ିଆ ଭାଇ ଭ-ୟଭୀ-ତ ହୋଇଯିବା ସହିତ ପାଖରେ ଉପସ୍ଥିତ ରହିଥିବା ସମସ୍ତ ଲୋକ ମାନେ ହସିବାକୁ ଲାଗିଥିଲେ । ବ୍ୟକ୍ତିଙ୍କ ଏପରି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେବା ସହିତ ବ୍ୟକ୍ତି ଜଣକର ଏପରି କଥା ପାଇଁ ସମସ୍ତେ ହସିବା ଆରମ୍ଭ କରି ଦେଇଥିଲେ । ତେବେ ବର୍ତ୍ତମାନ ଯାତ୍ରା ପଡିଆ ଅତ୍ୟନ୍ତ ଜନ ସମାଗମରେ ପୁରି ଉଠୁଛି ଆଉ ଅନେକ ସ୍ଥାନରୁ ଲୋକେ ଏଠାକୁ ଆସିବାକୁ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *