ବିବାହ ବିଚ୍ଛେଦ ଉପରେ ଗଣମାଧ୍ୟମରେ ଏପରି କହିଲେ ମହିଳା । କହିଲେ ‘ ପୁଅ ଝିଅମାନେ ଯେତେବେଳେ ଦୁଃ-ଖ କଷ୍ଟ ସହି ପାରୁ ନାହାଁନ୍ତି ସେତେବେଳେ …….’

ଆଜିକା ସମୟରେ ସମାଜରେ ଯେତେ ଅଧିକ ବିବାହ ମାମଲା ସେତେ ଅଧିକ ବିବାହ ବି-ଚ୍ଛେଦ ମଧ୍ୟ ହେଉଛି । ଗତ କିଛି ବର୍ଷ ପୂର୍ବରୁ ହିଁ ଏପରି କିଛିବି ନଥିଲା । ମାତ୍ର ଏହି ୧୦-୨୦ ବର୍ଷ ମଧ୍ୟରେ ସମାଜ ଏତେ କଳୁଷିତ ହୋଇ ଯାଇଛି ଯେ କେଉଁଠି କିଏ କାହାକୁ ନେଇ ପଳାଇ ଯାଉଛି ତ କିଏ କାହାର ହ-ତ୍ୟା କରୁଛି । ତେବେ ବର୍ତ୍ତମାନ ସମୟରେ ଗଣମାଧ୍ୟମରୁ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ବିବାହ ବିଚ୍ଛେ-ଦର ମୁଖ୍ୟ କାରଣ ବିଷୟରେ କହିଛନ୍ତି । ଆଉ ଏସବୁ ଦ୍ୱାରା ସମାଜ ଉପରେ କେଉଁ ପ୍ର-ଭାବ ପଡୁଛି ତାହା ମଧ୍ୟ କହିଛନ୍ତି ।

ତାଙ୍କ କହିବା ଅନୁଯାୟୀ ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ ଆଉ ମିଳିତ ପରିବାର ନାହିଁ । ଆଗରୁ ଗୋଟିଏ ପରିବାରରେ ଏକାଧିକ ସଦସ୍ୟ ରହୁଥିଲେ । ଏହାଦ୍ବାରା ସମସ୍ତେ ସମ୍ପ-ର୍କର ମର୍ଯ୍ୟାଦା ରଖି ମିଳିମିଶି ରହିବାକୁ ଚେଷ୍ଟା କରୁଥିଲେ । ସେତେବେଳେ କେହିବି ଭୁଲ କରିବାକୁ ଭ-ୟ କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଗୋଟିଏ ପରିବାରରେ କିମ୍ବା ଜଣେ ଦମ୍ପତ୍ତିଙ୍କର ଗୋଟିଏ କିମ୍ବା ଦୁଇଟି ପୁଅ ଝିଅ ଅଛନ୍ତି ଏବଂ ପରିବାର ମଧ୍ୟ ଭିନ୍ନ ରହୁଛି । ଜନ୍ମ ପାଖରୁ ସେମାନଙ୍କୁ ନିଜ ଇଚ୍ଛା ମୁତାବକ ସବୁକିଛି ମିଳି ଯାଉଛି । ଯାହାଦ୍ୱାରା ସେମାନେ ଟିକିଏ ଦୁଃ-ଖ କଷ୍ଟ ହେଲେ ସହ୍ୟ କରି ପାରୁ ନାହାଁନ୍ତି ଏବଂ ତାହା ବିବାହ ବିଚ୍ଛେ-ଦର କାରଣ ହେଉଛି । ଏମିତି ଅନେକ ପରିବାର ଭାଙ୍ଗି ଯାଉଛି ।

ଆଉ ଗୋଟିଏ କାରଣ ହେଉଛି ପର-କୀୟା ପ୍ରୀତି । ବିବାହ ପରେବି ଜଣେ ସ୍ତ୍ରୀ ଯେତେବେଳେ ନିଜ ସ୍ୱାମୀ ଠାରୁ ସୁଖ ନପାଇ ଅନ୍ୟ ପୁରୁଷ ପ୍ରତି ଆକ-ର୍ଷିତ ହେଉଛି , ସେତେବେଳେ ସେ ନିଜେ ନିଜେ ସ୍ୱାମୀକୁ ଛାଡ଼ି ଦେଉଛି କିମ୍ବା ତାର ସ୍ୱାମୀ ସ୍ତ୍ରୀର କାରନାମା ଜାଣିବା ପରେ ଛା-ଡ଼ପ-ତ୍ର ଦେଇ ଦେଉଛି । ପୁଣି ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ସେହି ସମାନ ଘ-ଟଣା । ପୁରୁଷ ମାନେ ଘରେ ସ୍ତ୍ରୀ ଥାଉ ଥାଉ ବାହାରେ ଅନ୍ୟ ସ୍ତ୍ରୀ ସହିତ ସ-ମ୍ପର୍କ ରଖୁଛନ୍ତି । ଯାହା ଜାଣିବା ପରେ ସ୍ତ୍ରୀ ଘର ଛାଡ଼ି ଚାଲି ଯାଉଛି । ଏପରି ମଧ୍ୟ ଅନେକ ସମ୍ପର୍କ ଭାଙ୍ଗି ଯାଉଛି ।

ଏସବୁ ପରେ ଆଉ ଏକ କାରଣ ହେଉଛି ହେ ଯେବେଠାରୁ ସୁପ୍ରିମକୋର୍ଟ ଏହି ନିୟମ ଲାଗୁ କରିଛି ଯେ ମହିଳା ନିଜ ଇଚ୍ଛା ଅନୁଯାୟୀ ଏକାଧିକ ପୁରୁଷ ସହିତ ସ-ମ୍ପର୍କ ରଖି ପାରିବେ । ସେବେଠାରୁ ମହିଳା ମାନେ ବିନା ଦ୍ଵନ୍ଦରେ ଏପରି କାମ କରୁଛନ୍ତି । ଯାହାକି ବିବାହ ବିଚ୍ଛେ-ଦର ବଡ଼ କାରଣ ଅଟେ । ପୁଣି ଯେଉଁଠି ଝିଅ ବାପା ମା’ଙ୍କୁ ଭ-ୟ କରି ପ୍ରେମ କରୁଥିବା ସତ୍ତ୍ୱେବି ଅନ୍ୟତ୍ର ବିବାହ କରୁଛି , ମାତ୍ର ବିବାହ ପରେ ଦୁଇ ତିନିଦିନ ପରେ ପ୍ରେମିକ ସହ ପଳାଇ ଯାଉଛି । ତାହାଦ୍ୱାରା ମଧ୍ୟ ଅନେକ ଜୀବନ ନଷ୍ଟ ହେଉଛି ଏବଂ ବିବାହ ବି-ଚ୍ଛେଦ ହେଉଛି । ଯେଉଁ କାରଣରୁ ବର୍ତ୍ତମାନ ସମୟରେ ଅନେକ ପୁଅ ଝିଅ ବୟସ ହୋଇ ଯାଇଥିବା ସତ୍ତ୍ୱେବି ଏପରି ନିଷ୍ପତ୍ତି ନେଇଛନ୍ତି ଯେ ବିବାହ କରିବେ ନାହିଁ ବୋଲି ।

Leave a Reply

Your email address will not be published. Required fields are marked *