ମହିଳାଙ୍କ କ-ଟୁରି ଚୋ-ଟରେ କ-ଟିଗଲା ହୋମଗାର୍ଡଙ୍କର ପ୍ରାଇ-ଭେଟ ପାଟ।

ଅଭଦ୍ର ଅଶିକ୍ଷିତ ଆଉ ଶରୀର ଲୋଭି ହୋମଗାର୍ଡ। ଯିଏ ନିଯେ ଅନ୍ୟକୁ ସୁର-କ୍ଷା ଦେବା କଥା ସେ ମହିଳାଙ୍କୁ ଏକା ଦେଖିଲେ ନିଜକୁ ଜମା ସମ୍ଭାଳି ପାରୁନାହାନ୍ତି । ହଁ ଆଜ୍ଞା ହୋମଗାର୍ଡଙ୍କର ରହିଛି ପ୍ରବଳ ଆଳୁ ଦୋଷ। ଆଉ ଏହି ଆଳୁ ଦୋଷକୁ ଏକ ଦମ ଛଡାଇ ଦେଇଛନ୍ତି ଜଣେ ମହିଳା। ମହିଳା ଜଣଙ୍କ ଏହି ଯୋୖ-ନ ପି-ପାଶୁ ହୋମଗାର୍ଡଙ୍କ ସହ ଏପରି କା-ଣ୍ଡ ଭିଆଇ ବସିଥିଲେ ଯାହା ହୁଏତ ହୋମଗାର୍ଡ ଜୀବନରେ କେବେ ହେଲେ ସୁଦ୍ଧା ଭୁଲିବେ ନାହିଁ।

କେବଳ ଏତିକି ନୁହେଁ ଜୀବନରେ କେବେ ହେଲେ ମହିଳାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇବେ ନାହିଁ। ବନ୍ଧୁଗଣ ପୁରା ଘ-ଟଣା ଜାଣିଲେ ହୁଏତ ଆପଣ ଆପଣଙ୍କ ଆଖିର ପଲକ ପକାଇ ପାରିବେ ନାହିଁ। ଜଣେ ହୋମଗାର୍ଡ ମହିଳାଙ୍କ ଘରକୁ ଯାଇଥିଲେ ଆଉ ଘରେ କେହି ନଥିବା ସମୟରେ ହୋମ ଗାର୍ଡ ଜଣଙ୍କ ମହିଳାଙ୍କୁ ପଚାରିଥିଲେ କି କିପରି ଅଛ। ଆଉ ତା ପରେ ପଛୁଆ ମହିଳାଙ୍କୁ ଦେଖି ବୋଧେ ହୁଏ ନିଜକୁ ଆଉ ସମ୍ଭାଳି ପାରିନଥିଲେ ହୋମଗାର୍ଡ ବାବୁ ଜଣଙ୍କ। ମହିଳାଙ୍କୁ ସିଧା ଯାଇ ପଛୁଆ ଜା-ବୁଡି ଧରିଥିଲେ।ନିଜ ବାହୁ ବନ୍ଧନରେ ମହିଳାଙ୍କୁ ଆବଦ୍ଧ କରି କହିଥିଲେ ମତେ ପ୍ରବଳ ଭୋକ ମୁ ଆଜି ଖାଇବି।

ମହିଳା ଜଣଙ୍କ କିପରି ହୋମଗାର୍ଡଙ୍କ କବଳରୁ ନିଜକୁ ଏକା ର-କ୍ଷା କରିବେ ସେନେଇ ଚିନ୍ତା କରୁଥିଲେ। ହଟାତ ମହିଳାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଆସିଲା ଆଉ ଯେଉଁ ସମୟରେ ମହିଳାଙ୍କୁ ହୋମଗାର୍ଡ ଜଣଙ୍କ ଜା-ବୁଡି ଧରି କହୁଥିଲେ ଆଜି ଯେତେ ଯାହା ହେଲେ ମଧ୍ୟ ମୁଁ ଖାଇବି ସେହି ସମୟରେ ମହିଳା କହିଲେ କି ଏଇ ଗୋଟେ କଥା ଟିକେ ରୁହ ମୁଁ ଟିକେ ଆସେ ନିଶ୍ଚିତ ଭାବରେ ତୁମର ଇଚ୍ଛା ପୂରଣ କରିବି।

ଏହା କହିବା ପରେ ହୋମଗାର୍ଡଙ୍କ ମନ ଖୁସିରେ ପାଗଳ ହୋଇଯାଇଥିଲା ଆଉ ହୋମଗାର୍ଡ ମହିଳାଙ୍କୁ କିଛି ସମୟ ପାଇଁ ନିଜ ବାହୁ ବନ୍ଧନରୁ ମୁ-କ୍ତ କରିଥିଲେ ଏହା ପରେ ହୋମଗାର୍ଡ ଜଣଙ୍କ ନିଜକୁ ସମ୍ଭାଳି ନପାରି ପ୍ୟାଣ୍ଟ ଖୋଲି ଏକ ଦମ ରେଡି ହୋଇଯାଇଥିଲେ ମହିଳା ଆସିଲେ ନିଜ ଦେହର ଭୋକ ମେଣ୍ଟା-ଇବେ ବୋଲି ଭାବିଥିଲେ। ହେଲେ ମହିଳାଙ୍କ କହିବା ଅନୁଯାୟୀ ନିଜକୁ ବଞ୍ଚାଇବାକୁ ଯାଇ ମହିଳା ନିଜ ସାଥିରେ ଲୁ-ଚାଇ ଆଣିଥିଲେ ଏକ କ-ଟୁରି ଆଉ ଯେଉଁ ସମୟରେ ହୋମଗାର୍ଡ ଜଣଙ୍କ ପ୍ୟାଣ୍ଟ ଖୋଲି ଏକଦମ ପ୍ରସ୍ତୁତ ଥିଲେ ସେତିକି ବେଳେ ମହିଳା ଜଣଙ୍କ ହଟାତ ଆସି ଆଖି ବୁଝା କ-ଟୁରି ବୁଲାଇଥିଲେ। ମହିଳାଙ୍କ କହିବା ଅନୁଯାୟୀ ଏହା ପରେ ହୋମଗାର୍ଡ ଜଣଙ୍କ ଦେଇଥିଲେ ଛତ୍ରଭଙ୍ଗ।

ପ୍ୟାଣ୍ଟ ପଡିଛି ଘର ଆଗରେ ବାଇକ ମଧ୍ୟ ଥୁଆ ହୋଇଛି ଆଉ ଚପଲବି ପିନ୍ଧିବାକୁ ସମୟ ନପାଇ ହୋମଗାର୍ଡ ବାରି ବାଟେ ପ୍ରା-ଣ ବିକଳରେ ଦୌଡିଥିଲେ।ହୋମଗାର୍ଡଙ୍କର ଏକାଥରେ ଖସି ଯାଇଥିଲା ନିଜ ଦେହର ଭୋକ।ମହିଳାଙ୍କ କହିବା ଅନୁଯାୟୀ ପୂର୍ଣ୍ଣ ଦାସ ଆସିଥିଲେ ତାଙ୍କ ଘରକୁ ଆଉ ଘରକୁ ଆସି ମହିଳାଙ୍କୁ ପଚାରିଥିଲେ କଣ ଖବର ମ୍ୟାଡ଼ମ ? ତୁମର ଭତ୍ତା ଫର୍ମ କଟିଯାଇଛି ଟିକେ ଆଣ ମୁଁ ଦେଖିଦିଏ ଆଉ ଯେତେବେଳେ ମହିଳା ଜଣଙ୍କ ଭତା ଫର୍ମ ଆଣିବାକୁ ଘର ଭିତରକୁ ଯାଇଥିଲେ ସେତେବେଳେ ହୋମଗାର୍ଡ ବି ମହିଳାଙ୍କ ପଛେ ପଛେ ଘର ଭିତରକୁ ଯାଇଥିଲେ।

ଆଉ ଘର ଭିତରେ ମହିଳାଙ୍କୁ ପଛ ଆଡୁ ଜା-ବୁଡି ଧରିଥିଲେ। ନିଜକୁ ବଞ୍ଚାଇବାକୁ ଯାଇ ବିଧବା ମହିଳା ଚି-ତ୍କାର କରିଥିଲେ ହେଲେ ହୋମଗାର୍ଡ ମହିଳାଙ୍କୁ ଜା-ବୁଡି ଧରି ଘର ଭିତରୁ କବାଟ ଲକ କରିଦେଇଥିଲେ। ଶେଷରେ ମହିଳା ନିଜ ଉପାୟ ବାହାର କରିଥିଲେ ଆଉ ଟିକେ ରୁହ କହି କ-ଟୁରି ଆଣିବାକୁ ଯାଇଥିଲେ। ତେବେ ମହିଳାଙ୍କ କଟୁରି ହୋମଗାର୍ଡଙ୍କ କେଉଁ ଜାଗାରେ ବାଜିଛି ?ମହିଳାଙ୍କ କହିବା ଅନୁଯାୟୀ ହୋମଗାର୍ଡ ପ୍ୟାଣ୍ଟ ଖୋଲି ଜଗି ରହିଥିଲେ କେତେବେଳେ ମହିଳା ଆସିବେ ଆଉ ତାଙ୍କର ଭୋକ ମେଣ୍ଟାଇବେ ମାତ୍ର ଏପରି ଭାବେ ଭୋକ ମେଣ୍ଟାଇଥିଲେ ଯେ ଯାହା ହୋମଗାର୍ଡ ଚିନ୍ତା ମଧ୍ୟ କରିନଥିବେ।

ଏନେଇ ପୋଲି-ସରେ ଉକ୍ତ ମହିଳା ଅଭି-ଯୋଗ କରିବା ପରେ ପୋ-ଲିସ ତ-ଦନ୍ତ କରିବା ଆରମ୍ଭ କରିଛି ଆଉ ପୋଲି-ସର ତଦ-ନ୍ତ ପରେ ଘଟ-ଣାର ପ୍ରକୃତ ସ-ତ୍ୟା ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି। ତେବେ ସେ ଯାହା ବି ହେଉ ଯଦି ମହିଳାଙ୍କ ଅଭି-ଯୋଗ ସତ ହୋଇଥାଏ ତେବେ ଏହା ସମାଜ ପାଇଁ ନିହାତି ଏକ ଲ-ଜ୍ୟା ଜନକ ବିଷୟ। ଜଣେ ବିଧବା ମହିଳାଙ୍କୁ ଏକା ଦେଖି ତାଙ୍କ ସହ ଏପରି ବ୍ୟବହାର କରିବା କରିବା କେତେ ଦୂର ଠିକ ବୋଲି ଲୋକେ କହିଛନ୍ତି। ତେବେ ପୋଲି-ସର ତ-ଦନ୍ତ ପରେ ଦୋ-ଷୀ ବିରୋ-ଧରେ କାର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *