ଚାରି ମାସ ଧରି ମାନସିକ ସ୍ଥିତି ଠିକ୍ ନଥିଲା ଗୋପାଳର , ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା କରିବା ପାଇଁ ରଚିଥିଲା ଷ-ଡଯ-ନ୍ତ୍ର

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ମାମ-ଲାର ମୁଖ୍ୟ ଅଭି-ଯୁକ୍ତ ଗୋପାଳ ଦାସ । ବର୍ତ୍ତମାନ ସମୟରେ ଜେ-ଲ ଚାରି କାନ୍ଥ ମଧ୍ୟରେ ନିଜର ଦିନ ରାତି ଅତିବାହିତ କରିଥିବା ଜଣାଯାଇଛି । ମନ୍ତ୍ରୀଙ୍କୁ ହ-ତ୍ୟା କରିବା ପରେ ଆଉ କିଛି ବାଟ ନାହିଁ ଖସି ଯିବାର ବାସ୍ ଗୋଟିଏ ଜିନିଷ ଅଛି ଆଉ ତାହା ହେଉଛି ଜେ-ଲ ଦ-ଣ୍ଡ ଭୋଗିବା । ଏତେ ବଡ ମନ୍ତ୍ରୀଙ୍କୁ ହ-ତ୍ୟା କରିବା ବାସ୍ତବରେ ଗୋପାଳକୁ ପଡ଼ିଲା ମ-ହଙ୍ଗା ।

ସମସ୍ତଙ୍କ ଆଖି ଆଗରେ ସେ ଏତେ ବଡ କା-ଣ୍ଡ ଘଟାଇଲା ଯେ , ଆଜି ଯାଏଁ ତାହା ସମସ୍ତଙ୍କ ଛାତି ଥରାଇ ଦେଉଛି । ଲୋକ ଚାହୁଁ ଚାହୁଁ ଗୋପାଳ ନିଜ ବ-ନ୍ଧୁକ ଖୋଲି ଦେଇ ମା-ରି ଦେଇଥିଲା ଗୁଳି ଆଉ ସେହି ଗୁ-ଳି ସିଧାସଳଖ ଯାଇ ନବ ଦାସଙ୍କ ଛାତିରେ ବାଜିଥିଲା ଆଉ କିଛି ସମୟ ମଧ୍ୟରେ ଆରପାରିକୁ ଚାଲି ଯାଇଥିଲେ ମନ୍ତ୍ରୀ ନବ ଦାସ୍ । ତେବେ ସେହି ଛାତିଥରା ଦୃ-ଶ୍ୟ ଆଜି ବି ସମସ୍ତଙ୍କ ମନରେ ନାଚି ଉଠୁଛି ।

ହଠାତ୍ ଜନ ସମାଗମ ମଧ୍ୟରେ ଜଣେ ପୋ-ଲିସ ଅଫିସର , ଜଣେ ମନ୍ତ୍ରୀଙ୍କୁ ହ-ତ୍ୟା କରିବା ଏତେ ସହଜ କଥା ନୁହେଁ । ତେବେ ଯାହା ଜଣା ପଡ଼ିଛି ଗୋପାଳ ଏସବୁ ଗୋଟିଏ କାରଣ ପାଇଁ କରିଛି । କାହିଁକି ନା ତାକୁ ଚାରି ମାସ ହେଲାଣି ଛୁଟି ମିଳି ନଥିଲା । ଆଉ ସେ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଘରକୁ ଯିବା ପାଇଁ ବାହାରି ଥିଲା । କିନ୍ତୁ ତାକୁ ଛୁଟି ମିଳି ପାରି ନଥିଲା ।

ଆଉ ଯେଉଁଥି ପାଇଁ ସେ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲା । ରା-ଗରେ ଜର୍ଜ-ରିତ ହୋଇ ଯାଇଥିବା ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା କରିବା ପାଇଁ ରଚିଥିଲା ଷ-ଡଯ-ନ୍ତ୍ର । ବାସ୍ତବରେ ମନ୍ତ୍ରୀ ନବ ଦାସ ସହିତ ଗୋପାଳ ଦାସର କିଛି ବି ସ-ମ୍ପର୍କ ନଥିଲା । ତେବେ ନିଜ ସାମ୍ନାରେ ମନ୍ତ୍ରୀଙ୍କୁ ପାଇବା ପାଇଁ ଗୋପାଳ ଅପେକ୍ଷା କରି ବସିଥିଲା।

ଆଉ ସେଦିନ ବି ଶେଷରେ ଆସି ଯାଇଥିଲା , ଯେଉଁ ଦିନ ଗୋପାଳ ନିଜ ଆଗରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଖୋଜି ପାଇଥିଲା । ଆଉ ସେହି ଦିନ ଥିଲା ଜାନୁଆରୀ ୨୯ ତାରିଖ । ସେଦିନ ମନ୍ତ୍ରୀ ଯାଇ ପହଞ୍ଚିଥିଲେ ବ୍ରଜରାଜନଗର ଅଞ୍ଚଳରେ । ଆଉ ଏତେ ଜନ ସମାଗମ ମଧ୍ୟରେ ନବ ଦାସଙ୍କୁ ନିଜ ଆଗରେ ପାଇ ଯାଇଥିଲା ଗୋପାଳ ।

ନିଜ ବ-ନ୍ଧୁକ ଚଳାଇ ସିଧା ଲକ୍ଷ୍ୟ କରିଥିଲା ନବ ଦାସଙ୍କ ଛାତିକୁ । ଆଉ ସେଠାରେ ହିଁ ଟଳି ପଡ଼ିଥିଲେ ନବ ଦାସ । ତେବେ କିଛି ଘଣ୍ଟା ମଧ୍ୟରେ ହିଁ ମନ୍ତ୍ରୀଙ୍କୁ ଭୁବନେଶ୍ୱର ନିଆ ଯାଇଥିଲେ ହେଁ ବଞ୍ଚି ନଥିଲେ ନବ ଦାସ । ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଥିଲେ ନବ ଦାସ । ଆଜି ବି ତାଙ୍କୁ ଝୁରୁଛି ଓଡିଶା।

ଅନ୍ୟ ପକ୍ଷରେ ବର୍ତ୍ତମାନ ସମୟରେ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ଜେ-ରା କରୁଥିବା ଜଣା ପଡ଼ିଛି । ମନ୍ତ୍ରୀଙ୍କୁ ହ-ତ୍ୟା କରିଥିବା ସ୍ଥାନ ତଥା ଗୋପାଳ ଦାସଙ୍କ ଘର ସହିତ ଚାରିଆଡ଼େ ଗୋପାଳଙ୍କୁ ନିଆ ଯାଇଛି । ଆଉ ସେଠାରେ ପୁଣିଥରେ କ୍ରାଇମ୍ ସିନ କ୍ରିଏଟ କରୁଛନ୍ତି ଗୋପାଳ । ଆଉ କ୍ରାଇମ୍ ବ୍ରାଞ୍ଚ ଆଗରେ ମୁହଁ ଖୋଲି କହିଛନ୍ତି କି , ସେଦିନ ହ-ତ୍ୟା କରିବା ଆଗରୁ ଚାରି ମାସ ଧରି ମନ୍ତ୍ରୀଙ୍କୁ ହ-ତ୍ୟା କରିବା ପାଇଁ ଯୋଜନା କରି ଆସିଥିଲେ ଆଉ କେବେ ବି ତାଙ୍କୁ ଆଗରେ ପାଇ ନଥିଲେ ।

ତେଣୁ ହ-ତ୍ୟା କରି ପାରିନଥିଲେ। ତେବେ ବର୍ତ୍ତମାନ ସମୟରେ ଗୋପାଳର ମାନସିକ ଭାରସାମ୍ୟ ସ୍ଥିତି ପରୀକ୍ଷା କରାଯାଉଛି । ସେ ସତରେ ମାନସିକ ରୋଗରେ ପୀ-ଡିତ କି ନାହିଁ , ସେ ବିଷୟରେ ପରୀକ୍ଷା କରାଯାଉଛି ।

Leave a Reply

Your email address will not be published. Required fields are marked *