ଆସିଲା ସଙ୍ଗୀନ ଅଭି-ଯୋଗ , ପ୍ରେମିକଙ୍କୁ ଘରକୁ ଡାକି ହ-ତ୍ୟା କଲେ ଯୁବତୀ

ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଆଶ୍ଚ-ର୍ଯ୍ୟ କରିଦେବା ଭଳି ଘ-ଟଣା । ଆଉ ସେଗୁଡିକୁ ସହଜରେ ବିଶ୍ୱାସ କରି ହେଉନାହିଁ । ଏ ଦୁନିଆଁରେ ଲୋକ ମାନେ ଏତେ ତଳକୁ ଖସି ଯାଉଛନ୍ତି ଯେ , କୌଣସି ଖରାପ ପଦକ୍ଷେପ ନେବା ପୂର୍ବରୁ ଥରେ ମଧ୍ୟ ଚିନ୍ତା କରୁ ନାହାଁନ୍ତି । ଆଉ ଅନ୍ୟପକ୍ଷରେ ଯେତେବେଳେ ଗୋଟିଏ ପୁଅ ଝିଅ ପରସ୍ପରକୁ ଭଲ ପାଉଛନ୍ତି , ସେତେବେଳେ ସେମାନଙ୍କ ମଧ୍ୟରେ ଆପେ ଆପେ ବିଶ୍ୱାସ ଗଢି ଉଠିଥାଏ । ଝିଅଟିଏ ପୁଅକୁ ନିଜର ଭାବି ସବୁ କଥା କହି ଦେଇଥାଏ ।

ଆଉ ସେହିଭଳି ପୁଅ ମଧ୍ୟ ଝିଅକୁ ନିଜ ଜୀବନସାଥୀର ଆଖ୍ୟା ଦେଇ ତା ପାଇଁ ସବୁ କରିବାକୁ ପ୍ରସ୍ତୁତ ରହିଥାଏ । ତେବେ କେବେ ମଧ୍ୟ ସେ ଭାବେ ନାହିଁ , ଯେତେବେଳେ ସେହି ଜୀବନସାଥୀ ଧୋ-କା ଦେବ ସେତେବେଳେ କେତେ ଯେ କ-ଷ୍ଟ ନ ହେବ । ତେବେ ଏଭଳି ପରିସ୍ଥିତି ବିଷୟରେ ଆମେ ଆପଣଙ୍କୁ ଏଥିପାଇଁ କହୁଛୁ କାରଣ ଏଭଳି ଏକ ଘ-ଟଣା ବିଷୟରେ ବର୍ତ୍ତମାନ ଶୁଣିବାକୁ ମିଳୁଅଛି । ଅନେକ ବର୍ଷ ଧରି ପ୍ରେମ କରୁଥିଲେ ଯୁବକ ଆଉ ଯୁବତୀ । କିନ୍ତୁ ହଠାତ ଏମିତି କଣ ହେଲା , ପ୍ରେମ ଘୃ-ଣାରେ ବଦଳି ଗଲା ।

ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଆସିଛି ବ୍ରହ୍ମଗିରି ଥା-ନା ସାହୁପଡା ଗ୍ରାମରୁ । ଏହି ଗ୍ରାମର ସୂର୍ଯ୍ୟକାନ୍ତ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ସେହି ଗ୍ରାମର ଜଣେ ଝିଅକୁ ଦୀର୍ଘ ବର୍ଷ ଧରି ଭଲ ପାଇ ଆସୁଥିଲେ । ଆଉ ଗତ କାଲି ହଠାତ ପ୍ରେମିକଙ୍କୁ ଫୋନ କରିଥିଲେ ପ୍ରେମିକା । ଆଉ କହିଥିଲେ କି ଘରେ କେହି ନାହାଁନ୍ତି ଘରକୁ ଆସ । ତେବେ ଏହାପରେ ପ୍ରେମିକ ଖୁସି ମନରେ ପ୍ରେମିକା ଘରକୁ ଆସି ଯାଇଥିଲେ କିନ୍ତୁ ଫେରିଥିଲେ ଶବ ହୋଇ । ପ୍ରେମିକାଙ୍କ ଘରକୁ ଆସିଥିବା ପ୍ରେମିକଙ୍କର ମୃ-ତ ଦେହ ଝୁ-ଲ-ନ୍ତା ଅବସ୍ଥାରେ ପ୍ରେମିକାଙ୍କ ଘରର ଫ୍ୟାନରୁ ମିଳିଥିଲା ।

ଆଉ ଗ୍ରାମରେ ହଇଚଇ ସୃଷ୍ଟି ହୋଇ ଯାଇଥିଲା । ଆଉ ତାପରେ ପୋ-ଲିସ ପହଞ୍ଚି ଘଟ-ଣାର ତ-ଦନ୍ତ କରିଥିଲା । ତେବେ ସୂଚନା ଅନୁଯାୟୀ , ପରିବାର ଲୋକ ଅଭି-ଯୋଗ ଆଣିଛନ୍ତି କି , ଝିଅ ଘର ଲୋକେ ବିଧିବଦ୍ଧ ଭାବରେ ଏକ ଷ-ଡଯ-ନ୍ତ୍ର କରି ପୁଅକୁ ହ-ତ୍ୟା କରି ଟା-ଙ୍ଗି ଦେଇଛନ୍ତି । ସେମାନେ କିଛି ଜଣ ପୁଅକୁ ମଧ୍ୟ ଏଥିପାଇଁ ସୁପାରୀ ଦେଇଥିଲେ । ଆଉ ତାପରେ ତାକୁ ବାଡେଇ ବାଦେଉ ହ-ତ୍ୟା କରି ଦେଇଛନ୍ତି । ତାଙ୍କ ପିଠିରେ ମଧ୍ୟ ଚିହ୍ନ ରହିଛି । ତେବେ ବର୍ତ୍ତମାନ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ଆଉ ପୋ-ଲିସ ଘଟ-ଣାର ତ-ଦ-ନ୍ତ କରିବାରେ ଲାଗିପଡିଛି ।

Leave a Reply

Your email address will not be published. Required fields are marked *