ପୁଅ ବୟସର ଆକ୍ଟର ସହ ରୋ-ମା-ନ୍ସ କରିସାରିଛନ୍ତି ବଲିଉଡର ଏହି ନାୟିକା, ଜଣେ ତ ସବୁ ସୀମା ପାର କରିଦେଇଥିଲା। ଜାଣନ୍ତୁ ଏହି ବିଷୟରେ।

ବଲିଉଡରେ ଅନେକ କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରାଯାଇଥାଏ। ତେବେ କୌଣସି ଫିଲ୍ମର କାହାଣୀ ଅନ୍ୟ କୌଣସି ଫିଲ୍ମ ସହ ସମାନ ମଧ୍ୟ ନଥାଏ। ଯେତେବେଳେ ଆମେ ବଲିଉଡ ସିନେମା କଥା ଭାବୁ ସେତେବେଳେ ସେଥିରେ ଅଭିନୟ କରୁଥିବା ନାୟକ ଓ ନାୟିକାଙ୍କ କଥା ସାମ୍ନାକୁ ଆସିଥାଏ। ଫିଲ୍ମ ଅଧିକାଂଶ ସେଥିରେ ଅଭିନୟ କରୁଥିବା ହିରୋ ଓ ହିରୋଇନଙ୍କୁ ନେଇ ଚାଲିଥାଏ। ବଲିଉଡ ଚଳଚ୍ଚିତ୍ରରେ ରୋ-ମାନ୍ସ ଭାରି ହୋଇ ରହିଥାଏ। ତେବେ ଅଧିକାଂଶ ବଲିଉଡ ଫିଲ୍ମ ସୁପରହିଟ ହୋଇଥିବା ବେଳେ ଆଉ କିଛି ସିନେମା ଫ୍ଲପ ମଧ୍ୟ ହୋଇଥାଏ। ଆଜିକାଲି ଯେଉଁ ସିନେମା ନିର୍ମାଣ କରାଯାଉଛି ସେଥିରେ ଭରପୁର ରୋ-ମାନ୍ସ ଦେଖିବାକୁ ମିଳୁଛି। ହିରୋ ହିରୋଇନ ଭିତରେ ଜୋରଦାର ରୋ-ମାନ୍ସ ଦେଖିବାକୁ ମିଳେ।

ସେହିଭଳି ଏକ ଦଶନ୍ଧି ପୂର୍ବରୁ ମଧ୍ୟ ଯେଉଁ ଫିଲ୍ମ ନିର୍ମାଣ କରାଯାଉଥିଲା ସେଥିରେ ମଧ୍ୟ ରୋ-ମାନ୍ସ ଦେଖିବାକୁ ମିଳୁଥିଲା। ଏପରି କିଛି ନାୟିକା ଅଛନ୍ତି ଯେଉଁମାନେ କି ନିଜ ପୁଅ ବୟସର ଆକ୍ଟର ସହ ରୋ-ମାନ୍ସ କରିଛନ୍ତି। ତେବେ ସେ ସମୟରେ ସମାଜର ତୀକ୍ଷ୍ଣ ଦୃଷ୍ଟି ଥିଲେ ମଧ୍ୟ ଏଭଳି ସିନେମା ପ୍ରସ୍ତୁତ କରାଯାଉଥିଲା। ତେବେ ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ମାଧ୍ୟମରେ ଉକ୍ତ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ପୁଅ ବୟସର ଅଭିନେତା ସହ ରୋ-ମାନ୍ସ କରୁଥିଲେ।

କୋକନା ସେନ ଶର୍ମା ( ବ୍ରେକ ଅଫ ସିଡ)

ଫିଲ୍ମ “ବ୍ରେକ୍ ଅପ୍ ସିଡ୍” 2009 ମସିହାରେ ମୁକ୍ତିଲାଭ କରିଥିଲା, ଆୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏବଂ ଧର୍ମ ପ୍ରଡକ୍ସନ୍ସ ଅଧୀନରେ କରଣ ଜୋହର ଏହାର ପ୍ରଡ୍ୟୁସର ଥିଲେ। ତେବେ ଏହି ସିନେମାରେ ମହାନ କଳାକାର ରଣବିର କପୂର୍ ଅଭିନେତା ସାଜିଥିଲେ। ଉକ୍ତ ସିନେମାରେ ରଣବିର ଜଣେ ଯୁବକ ଯିଏକି ଆୟିଶା ମୁଖାର୍ଜୀ ନାମକ ଅଭିନେତ୍ରୀଙ୍କ ସହ ରୋ-ମାନ୍ସ କରିଥିଲେ। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଉକ୍ତ ଅଭିନେତ୍ରୀ ଜଣକ ନାୟକ ରଣବିରଙ୍କ ଠାରୁ ବୟସରେ ଢେର ବଡ଼ ଅଟନ୍ତି। ଦୁହେଁ ଖୁବ ରୋ-ମାନ୍ସ କରୁଥିବାର ଏହି ଫିଲ୍ମରେ ଦେଖିବାକୁ ପାଇବେ।

ଡିମ୍ପଲ କପାଡ଼ିଆ (ଦିଲ୍ ଚାହତା ହେ)

ବଲିଉଡର ସୁପର ହିଟ ସିନେମା “ଦିଲ୍ ଚାହତା ହେ” ରେ ଅକ୍ଷୟ ଖାନ୍ନା ନିଜ ବୟସ ଠାରୁ ବଡ଼ ଡିମ୍ପଲ କପାଡ଼ିଆ ସହ ଖୁବ ରୋମାନ୍ସ କରୁଥିବାର ନଜରକୁ ଆସିଥିଲେ। ତେବେ ଉଭୟ ପରସ୍ପରକୁ ଖୁବ ଭଲ ପାଉଥିବାର ଏହି ଚଳଚିତ୍ରରେ ଦେଖିବାକୁ ପାଇବେ। ବିଶେଷ କଥା ହେଉଛି ଅକ୍ଷୟ ଖାନ୍ନା ଙ୍କ ପିତା ବିନୋଦ ଖାନ୍ନା ମଧ୍ୟ ଡିମ୍ପଲ କପାଡ଼ିଆ ସହ ଅଭିନୟ କରିଛନ୍ତି।

ତବୁ ( ଅ ସୁଇଟେବୁଲ ବୟ)

ମୀରା ନାୟାରଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜ୍ ” ଅ ସୁଇଟେବୁଲ ବୟ” ରେ ତବୁ, ଇଶାନ୍ ଖଟ୍ଟର, ରସିକା ଡଗଲ୍, ରାମ କପୁର, ନମିତା ଦାସ, ବିଜୟ ଭର୍ମା, ରଣଭୀର ଶୋରେ ଏବଂ ରଣଦୀପ ହୁଡାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଏହି ଫିଲ୍ମରେ ଆପଣ ଦେଖିବାକୁ ପାଇବେ କି ମନ କପୁରଙ୍କ ଚରିତ୍ରରେ ଇଶାନ ଖଟ୍ଟର ଅଭିନୟ କରିଥିଲେ। ଏଥି ସହ ବଲିଉଡର ଭେଟେରାନ ଅଭିନେତ୍ରୀ ତବୁ ଏହି ଫିଲ୍ମରେ ସଇଦା ବାଇ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ମନ କପୁର ନିଜଠାରୁ ବହୁତ ବଡ ସଇଦା ବାଇଙ୍କ ପ୍ରେମରେ ପଡିଛନ୍ତି। ତବୁ ଇଶନଙ୍କ ଠାରୁ ବୟସରେ ଢେର ବଡ଼ ହୋଇଥିଲେ ମଧ୍ୟ ଦୁହିଁଙ୍କ ରୋ-ମାନ୍ସ ଖୁବ ଜମିଥିଲା।

ରେଖା (ଖିଲାଡି ଙ୍କ ଖିଲାଡି)

ଖିଲାଡି ଙ୍କ ଖିଲାଡି ଚଳଚିତ୍ରରେ ଅଭିନେତା ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ ର ଭୂମିକା ରେଖା ନିଭେଇ ଥିଲେ। ରେଖା ଉକ୍ତ ଚଳଚ୍ଚିତ୍ରରେ ମାୟାର ଭୂମିକାରେ ନଜର ଆସିଥିଲେ। ରେଖା ଓ ଅକ୍ଷୟ କୁମାରଙ୍କ ମଧ୍ୟରେ ଖୁବ ରୋ-ମାନ୍ସ ଦେଖିବାକୁ ମିଳିଥିଲା। ଆପଣ ଏହା ଭଲ ଭାବରେ ଜାଣିଛନ୍ତି ଯେ ରେଖା ବଲିଉଡର ଦିଗଜ କଳାକାର ଅମିତା ବଚନଙ୍କ ପ୍ରେମିକା ରହି ସାରିଛନ୍ତି।

ମାୟା ମେମସାହବ

ତେବେ ବଲିଉଡର କିଙ୍ଗ ଖାନ୍ ଶାହରୁଖାନ୍ ନିଜ ଠାରୁ ବୟସରେ ଢେର ବଡ଼ ଅଭିନେତ୍ରୀ ସହ ରୋ-ମାନ୍ସ କରିବାର ଦେଖିବାକୁ ମିଳିଥିଲେ।

ବିଏ ପାସ

ଚଳଚ୍ଚିତ୍ର ବିଏ ପାସରେ ଆପଣ ଦେଖିବାକୁ ପାଇବେ ଯେ ବିବାହିତା ମହିଳା ଏବଂ ଏକ ଛୋଟ ପୁଅ ମଧ୍ୟରେ ଥିବା ଅନୈ-ତିକ ସ-ମ୍ପର୍କ ଗଢି ଉଠିଥିଲା। ଏହି ସଂପ-ର୍କରେ, ପୁଅ ନିଜ ମାଆ ବୟସର ମହିଳାଙ୍କୁ ପ୍ରେମ କରି ଶାରୀ-ରିକ ସମ୍ପ-ର୍କ ରଖିବାର ଦେଖିବାକୁ ପାଇବେ। ଉକ୍ତ ଚଳଚ୍ଚିତ୍ର ୨୦୧୩ ମସିହାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​|

Leave a Reply

Your email address will not be published. Required fields are marked *