ତୁ ବାହା ହେଲା ପରେ ବି ମତେ ଉ-ଲ-ଗ୍ନ ହୋଇ ଭିଡିଓ କଲ କରିବୁ … ଭେଣେଇ ସହ ନ-ଗ୍ନ କଲ ବେଳେ ଦିଖିଦେଲା ସ୍ୱାମୀ

ନବବିବାହିତା ସ୍ତ୍ରୀ କିପରି ଘରୁ ବାହାରି ଯାଉଥିଲା ତାହାର ଦୃଶ୍ୟ ସିସିଟିଭିରେ ରେକର୍ଡ଼ ହୋଇଛି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ତେବେ ବିବାହ ପରଦିନ ମନ୍ଦିର ଯିବାକୁ କହି ଘରୁ ବାହାରି ଗଲା ଆଉ ମନ୍ଦିରରୁ ଚମ୍ପଟ ମାରିଲା । କିନ୍ତୁ ବିବାହ ଦିନର ରାତି ଘଟଣା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ତେବେ ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ବିବାହର ଗୋଟିଏ ଦିନ ବି ଯାଇନି ଆଉ ପାଦରୁ ଅଳତା ଛାଡ଼ିନି । ଆଉ ନିଜର ଅସଲ ରୂପ ଦେଖାଇ ଦେଲା ନୂଆ ବୋହୂ । ପୁଣି ଯେଉଁ ସ୍ୱାମୀ ସହିତ ସାତ ଜନ୍ମ ବିତାଇବ ବୋଲି ପ୍ରଣ କରିଥିଲା ତାଙ୍କ ସାମ୍ନାରେ କଲା ଏପରି କାଣ୍ଡ ଯାହା କେହିବି ଆଶା କରିନଥିଲେ । ଦିନରେ ବିବାହ ଆଉ ରାତିରେ ଭିଣୋଇ ସହିତ ଭିଡ଼ିଓ କଲିଂ । ପୁଣି ତାହା ପୁରାପୁରି ନ୍ୟୁଡ ଭିଡ଼ିଓ କଲ । ଯାହା ଦେଖି ସ୍ୱାମୀ ହୋଇଥିଲା ଆଶ୍ଚର୍ଯ୍ୟ ।

ବାସ୍ତବ କଥା ଏହା ଯେ ଘରକୁ ସୁନ୍ଦର ବୋହୂ ଏବଂ ସୁନ୍ଦର ସ୍ତ୍ରୀଟିଏ ଆଣିବା ଆଶାରେ ବିବାହ କରିଥିଲେ ଯୁବତୀଙ୍କୁ । କିନ୍ତୁ ବିବାହ ଦିନ ରାତିରେ ସ୍ୱାମୀ ଶୋଇଥିବା ସମୟରେ ନିଜ ଭିଣୋଇ ସହିତ ନ୍ୟୁଡ ଭିଡ଼ିଓ କଲରେ ମାତିଥିଲା ସ୍ତ୍ରୀ ସ୍ୱାମୀଙ୍କ ନିଦ ଭାଙ୍ଗିବା ପରେ ଯେଉଁ ଦୃଶ୍ୟ ଦେଖିଲେ ତାହା କେବେବି ବିଶ୍ୱାସ କରି ପାରିଲେ ନାହିଁ । ବାଧ୍ୟ ହୋଇ କ୍ରୋଧିତ ହୋଇ ପଚାରିବାରୁ ସ୍ତ୍ରୀ ମାଗିଥିଲା ଭୁଲ ଆଉ ସ୍ୱାମୀ ମଧ୍ୟ ମାନି ଯାଇଥିଲା । କିନ୍ତୁ ଏହାରି ମଧ୍ୟରେ ନବ ବିବାହିତା ପତ୍ନୀ ଫେରାର ହେବାକୁ ବନାଇଥିଲା ଯୋଜନା ।

ଲିଙ୍ଗରାଜ ମନ୍ଦିର ଦର୍ଶନ କରିବ କହି ଶ୍ୱଶୁର ଠାରୁ ଅନୁମତି ଆଣିଥିଲା ଏବଂ ସ୍ୱାମୀ ସହିତ ମନ୍ଦିର ଗଲା । ତାହାର ଏକ ସିସିଟିଭି ରେକର୍ଡ଼ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ତେବେ ମନ୍ଦିରରେ ସ୍ୱାମୀକୁ ମାଡ଼ ମରାଇ ଫେରାର ହୋଇଥିଲା ସ୍ତ୍ରୀ । ତେବେ ଏତେ ସୁନ୍ଦର ଦେଖା ଯାଉଥିବା ବୋହୂର ଭିତର କଦର୍ଜ ମୁଁହ ଦେଖି ଆପଣ ଜାଣି ପାରୁଥିବେ । ଆଉ ତାଙ୍କ ଭିଣୋଇ କଥା ମଧ୍ୟ ଭାବନ୍ତୁ । ଶାଳୀର ବିବାହ ପରେ ବି ବୋଧହୁଏ ଅନ୍ତରଙ୍ଗ ସମ୍ପର୍କ ରହିବାର ଯୋଜନା ଥିଲା ।

ଆଉ ଯେଉଁ କାରଣରୁ ରାତି ଅଧରେ ଭିଣୋଇକୁ କରିଥିଲା ଭିଡ଼ିଓ କଲ । ତେବେ ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ଭିଣୋଇ ସହିତ ସମ୍ପର୍କ ଏବେକାର ନୁହେଁ ବରଂ ଖୁବ ପୁରୁଣା । ଆଉ ଯେତେବେଳେ ଧରା ପଡ଼ିଲେ ସେତେବେଳେ ବାହାର କଲେ ଫେରାର ହେବାର ପ୍ଲାନ । ନିଜେ ସ୍ୱାମୀ ବିବାହ ପରଦିନର ନିଜ ସ୍ତ୍ରୀର କୁକର୍ମ ଏବଂ ଅସଲ ଚେହେରା ଲୋକଲୋଚନକୁ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *