“ମୁଁ ଲ-ଜ୍ୟାରେ ଘରୁ ବାହାରି ପାରୁ ନାହିଁ, ସେ ମୋତେ ଜାଣିଶୁଣି ଫସାଉଛି।” ଦେଖନ୍ତୁ କଲ୍ ରେକ-ର୍ଡ଼କୁ ନେଇ କଣ କହିଲେ ଟୁଙ୍ଗୁରୁ ଭୋଳ।

ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ଲଭ ଟ୍ରଏଆଂଗେଲ ଦିନକୁ ଦିନ ଭିନ୍ନ ଭିନ୍ନ ମୋଡ଼ ନେଉଛି। ଜଣେ ଜୀବନ ସାଥି ହେବା ପାଇଁ ଜିଦ ଧରୁଛି ଆଉ ଜଣେ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଇଛି। ଆଜ୍ଞା ହଁ ବର୍ତ୍ତମାନ ଚର୍ଚ୍ଚିତ ପ୍ରେମୀ ଯୁଗଳ ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ କଥା କହୁଛୁ। ପ୍ରେମ ପାଇଁ ବର୍ଷା ନିଜ ସ୍ୱାମୀ ଓ ପିଲା ଛୁଆଙ୍କୁ ଛାଡି ଆସିଥିଲା କିନ୍ତୁ ପ୍ରେମିକ ଧୋ-କା ଦେଇ ଚାଲିଗଲା।

ଟୁଙ୍ଗୁରୁ ଭୋଳ ନାମଟି ବର୍ତ୍ତମାନ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏପରି ପ୍ରେମ କଲା ଯେ ଟୁଙ୍ଗୁରୁ ନାମରେ ଆଲବମ ମଧ୍ୟ ବାହାରିଲାଣି। ଓଡ଼ିଶାବାସୀ ଙ୍କ ମୁଖରେ ଏକ ମାତ୍ର ଶବ୍ଦ ତାହା ହେଉଛି ଟୁଙ୍ଗୁରୁ ଭୋଳ। ତେବେ ତାହାର ଭାଉଜ ପ୍ରେମ ସାରା ଓଡିଶା ପାଇଁ ଚର୍ଚ୍ଚାର ବିଷୟ ପାଲଟିଗଲା। ତେବେ ଆପଣ ଜାଣିଥିବେ ବା ଶୁଣିଥିବେ କି ପ୍ରେମ ଅନ୍ଧ ହୋଇଥାଏ ତାହା ଏହି ଟୁଙ୍ଗୁରୁ ଭୋଳ ପ୍ରେମର ଉଦାହରଣ ନେଇ ପାରିବ।

ତେବେ ଆପଣମାନେ ଜାଣିଛନ୍ତି ଭାଉଜ ମାଆ ସହିତ ସମାନ ହୋଇଥାନ୍ତି। ଆମକୁ ଆମ ପବିତ୍ର ଗ୍ରନ୍ଥ ରାମୟଣରୁ ମଧ୍ୟ ଏହା ଶିକ୍ଷା ମିଳେ। ଲକ୍ଷ୍ମଣ ତାଙ୍କ ଭାଉଜ ସୀତାଙ୍କୁ ମାତା ବୋଲି ଡାକନ୍ତି ଏବଂ ମାତା ଭଳି ମନେ କରନ୍ତି। କିନ୍ତୁ ବର୍ତ୍ତମାନର କଳିଯୁଗ ସମୟରେ ସବୁ ଓଲଟା ହେବାରେ ଲାଗିଛି। ଭାଉଜଙ୍କୁ ବର୍ତ୍ତମାନ ପ୍ରେମିକର ସ୍ଥାନ ଦିଆଯାଉଛି। ଭାଉଜ ପ୍ରେମରେ ପଡି ଦିଅର ମାନେ ଏହାର ଲାଭ ଉଠାଉଛନ୍ତି। ତେବେ ଓଡ଼ିଶାରେ ବହୁ ଚର୍ଚ୍ଚିତ କେସ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ବିଷୟରେ ଜାଣିଥିବେ।

ତେବେ ଦିଅର ପାଇଁ ଭାଉଜ ପ୍ରେମ ମହଙ୍ଗା ପଡିଲା। ନିଜ ଠାରୁ ଅଧିକ ବୟସ୍କ ମହିଳାଙ୍କ ପ୍ରେମରେ ପଡି ଯାଇଥିଲା ଟୁଙ୍ଗୁରୁ ଭୋଳ। ତେବେ ଭାଉଜ ସହ ଶାରୀ-ରିକ ସ-ମ୍ପର୍କ ରଖିବା ପରେ ଛାଡି ଦେବା ପାଇଁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଭାଉଜ ବର୍ଷା ତାହା ହେବାକୁ ଦେଇ ନଥିଲେ। ମାଳ ଓ ଗୋଲାପ ଫୁଲ ଧରି ସିଧା ଥା-ନାରେ ଯାଇ ପହଞ୍ଚି ଥିଲେ। ଏହାପରେ ଦୁହିଁଙ୍କ ପ୍ରେମ ସଂ-ପ-ର୍କ ସାରା ଓଡିଶା ବାସୀ ଜାଣିବାକୁ ପାଇଲେ।

ସୋସିଆଲ ମିଡିଆରେ କଲ୍ ରେ-କ-ର୍ଡ଼ ଭାଇରାଲ ହେବା ପରେ ଟୁଙ୍ଗୁରୁ ଭୋଳ ଗଣମାଧ୍ୟମ ସମ୍ମୁଖକୁ ଆସି ଏହା ଉପରେ ନେଇ ମନ୍ତବ୍ୟ ଦେଇଛି। ତେବେ ଗତକାଲି ଟୁଙ୍ଗୁରୁ ଭୋଳ ବର୍ଷାଙ୍କୁ ଦେଇଥିବା କଥା ଖୁବ ଭାଇରାଲ ହେଉଛି। ବର୍ଷା କହିଲେ, ” ଆଜି କଣ ଏତେ ବେଳକୁ ତୁମର ମୋ କଥା ମନେ ପଡ଼ିଲା। ମୁଁ ଏପଟେ ତୁମକୁ ଝୁରୁଛି। ତୁମେ ଖାଇ ପିଇ ଏଞ୍ଜୟ କରି ସାରି ମୋ କଥା ମନେ ପଡ଼ିଲା। ତେବେ ଅନ୍ୟପଟେ ଟୁଙ୍ଗୁରୁ ଥାଇ କହିବାକୁ ଲାଗିଲେ କି ମୁଁ ଏପର୍ଯ୍ୟନ୍ତ ଖାଇ ନାହିଁ। ତୁମ କଥା ବସି ଭାବୁଛି। ତୁମେ ଵ୍ୟସ୍ତ ହୁଅନି ମୁଁ ଅଛି। ମୁଁ ତୁମକୁ ବାହା ହେବ।

ତେବେ ଟୁଙ୍ଗୁରୁଙ୍କ ଏହି କଥା ଭାଇରାଲ ହୋଇଥିଲା। ଟୁଙ୍ଗୁରୁ ଙ୍କ କହିବାନୁଯାୟୀ ସେ ବର୍ଷାଙ୍କୁ ଆଶ୍ୱାସନା ଦେବା ପାଇଁ କହିଥିଲେ। କାରଣ ବର୍ଷା ତାଙ୍କୁ ହାତ କଟିଥିବାର ଫୋଟ ପଠେଇ ଥିଲେ। ଯାହାକୁ ଦେଖି ଟୁଙ୍ଗୁରୁ ଭ-ୟବି-ତ ହୋଇଯାଇଥିଲେ। ତେବେ ବର୍ଷା କଣ ନ କରି ଦିଅନ୍ତୁ ସେଥିପାଇଁ ସେ ତାଙ୍କୁ ନିଜର କରିବେ ବୋଲି କହିଦେଇଥିଲେ।

Leave a Reply

Your email address will not be published. Required fields are marked *