ସାମ୍ନାକୁ ଆସିଲା ରାଇମୋହନଙ୍କ ଆ-ତ୍ମହ-ତ୍ୟାର କାରଣ । ପରିବାରରେ ଦୀର୍ଘଦିନରୁ ଚାଲିଥିଲା ସମ୍ପତ୍ତି ବିବାଦ …! :-

ଓଲିଉଡ ଜଗତର ଲୋକପ୍ରିୟ କଳାକାର ରାଇମୋହନ ପରିଡ଼ା ଆ-ତ୍ମ-ହ-ତ୍ୟା ମାମଲାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ । ଯେଉଁ କାରଣରୁ ଲୋକେ ଦୁଃଖ ପ୍ରକାଶ କରିଛନ୍ତି । କିଏ ଏହାକୁ ଆତ୍ମ-ହତ୍ୟା କହୁଛି ତ କିଏ ହ-ତ୍ୟା କହୁଛି । କିନ୍ତୁ ଏବେ ସୁଦ୍ଧା କରାଯାଇଥିବା ପୋ-ଷ୍ଟ-ମ-ର୍ଟମ ଯାଞ୍ଚ ଅନୁଯାୟୀ ଏହା ଆ-ତ୍ମ-ହ-ତ୍ୟା ବୋଲି ସ୍ପଷ୍ଟ ହୋଇଛି । କିନ୍ତୁ ତର୍ଜମା କଲେ ଜଣା ପଡ଼ୁଛି ଯେ ରାଇମୋହନଙ୍କ ଆ-ତ୍ମ-ହ-ତ୍ୟା କୌଣସି ସାଧାରଣ ନୁହେଁ । କିଛିଟା କଥା ଅଛି ଯାହା ସେ ଜୀବନ୍ତ ଥିବାବେଳେ ତାଙ୍କ ହସ ହସ ମୁଁହ ଦେଖି କେହିବି ଜାଣି ପାରି ନଥିଲେ ।

କିନ୍ତୁ ବର୍ତ୍ତମାନ ସମୟରେ ମାମଲାକୁ ନେଇ ଆଉ ଏକ ରହସ୍ୟ ପ୍ରକାଶ ପାଇଛି । ଯେଉଁ ରହସ୍ୟ ଅନୁଯାୟୀ ଏହା ଜଣା ପଡ଼ିଛି ଯେ ରାଇମୋହନଙ୍କ ଆ-ତ୍ମହ-ତ୍ୟା କରିବା ପଛର କାରଣ ହେଉଛି ସମ୍ପତ୍ତି । ଆଉ ଏଇ ରହସ୍ୟ ଜଣା ପଡ଼ିବା ପରେ ପୋଲିସ ତଦନ୍ତ ଦୃଢ଼ କରି ମାମଲା ବିଷୟରେ ଜାଣିବାକୁ ଚେଷ୍ଟା ଜାରି ରଖିଛି । ତେବେ ଆପଣ ମାନେ ଜାଣିଥିବେ ଯେ ଗତ ୨୪ ତାରିଖ ଦିନ ରାଇମୋହନ ପରିଡ଼ା ଆ-ତ୍ମ-ହ-ତ୍ୟା କରିଥିଲେ । ଯେଉଁ ଘଟଣା ଶୁଣିବା ପରେ ପୁରା ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଥିଲା ।

ଘଟଣା ପରଠାରୁ ପୋଲିସ ପୋ-ଷ୍ଟମ-ର୍ଟମ ପରେ ରାଇମୋହନଙ୍କ କଲ ରେକର୍ଡ଼ ଏବଂ ପରିବାର ସଦସ୍ୟଙ୍କ ଠାରୁ ତଦନ୍ତ ଆରମ୍ଭ କରିଥିଲା । ତେବେ ଏହି କଥା ସ୍ପଷ୍ଟ ଅଛି ଯେ ତାଙ୍କ ସ୍ତ୍ରୀଙ୍କୁ ସେ ପ୍ରେମ ବିବାହ କରିଥିଲେ । ତଥାପି ଗତ କିଛି ବର୍ଷ ହେବ ଦୁହେଁ ଅଲଗା ଅଲଗା ରହୁଥିଲେ । ଏହାକୁ ନେଇ ପୋଲିସର ତଦନ୍ତ ଜାରି ଥିବା ବେଳେ ଆଉ ଏକ ରହସ୍ୟ ଜଣା ପଡ଼ିଛି ଯେ ରାଇମୋହନଙ୍କ ଘରେ ସମ୍ପତ୍ତିକୁ ନେଇ ବିବାଦ ଚାଲି ଆସୁଥିଲା ।

ଯାହାକୁ ନେଇ ଗତ କିଛି ବର୍ଷ ହେବ ରାଇମୋହନ ମାନସିକ ଚାପଗ୍ରସ୍ତ ଥିଲେ । ସବୁବେଳେ ଉପରେ ହସୁଥିବା ଏବଂ ଅନ୍ୟକୁ ହାସଉଥିବା ବ୍ୟକ୍ତିର ହୃଦୟରେ ଯେ କେତେ କଷ୍ଟ ଥାଇପାରେ ତାହା କିଏ ବା ଅନୁମାନ କରି ପାରିବ । ଆଉ ରାଇମୋହନଙ୍କ କ୍ଷେତ୍ରରେ ମଧ୍ୟ ତାହାହିଁ ଘଟିଛି । ନିଜର ପରିବାର ଲୋକଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଭୁଲ ବୁଝାମଣା କାରଣରୁ ସେ ଆ-ତ୍ମହ-ତ୍ୟା କରିଥିବା ଅନୁମାନ କରାଯାଇଛି । ଯାହାକୁ ଆଧାର କରି ବର୍ତ୍ତମାନ ପୋଲିସ କାର୍ଯ୍ୟା-ନୁଷ୍ଠାନ ଜାରି ରଖିଛି ।

Leave a Reply

Your email address will not be published. Required fields are marked *