ଦୁଇ ବର୍ଷ ନିରୀହ ଶିଶୁ ପୁତ୍ରର ଯୌ-ନାଙ୍ଗ କା-ଟିଦେଲେ ଦୁ-ର୍ବୃତ୍ତ।

କୁହାଯାଏ ଛୋଟ ପିଲା ଭଗବାନଙ୍କ ସମାନ। ପିଲା ବଡ଼ ନ ହେବା ପର୍ଯ୍ୟନ୍ତ ତାଙ୍କ ଶରୀରରେ ଭଗବାନ ବାସ କରନ୍ତି। ସେଥିପାଇଁ ଯଦି ଘରେ କେହି ଛୋଟ ପିଲାଙ୍କୁ ମା-ଡ଼ ମା-ରେ କିମ୍ଵା ଗା-ଳି କରେ ତେବେ ଭଗବାନ ରହିବେ ବୋଲି ବଡ଼ ଲୋକ କୁହନ୍ତି। କିନ୍ତୁ ଆଜିର ଏ କଳି ଯୁଗରେ ଲୋକମାନେ ଭଗବାନଙ୍କୁ ମାନୁ ନାହାଁନ୍ତି ତ ସେମାନେ ଛୋଟ ପିଲାଙ୍କ ରୂପରେ ଥିବା ଭଗବାନଙ୍କୁ କେମିତି ମାନିବେ। ହଁ ଆଜ୍ଞା କେନ୍ଦୁଝର ଜିଲ୍ଲାରେ ଏମିତି ଏକ ଜ-ଘନ୍ୟ ମାମ-ଲା ଘ-ଟିଛି।

କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗ ଥା-ନା ଅନ୍ତର୍ଗତ ଭୃଙ୍ଗରାଜ୍ ପୋଷି ଗାଆଁର ଟୁନା ମୁଣ୍ଡାଙ୍କ ଦୁଇ ବର୍ଷର ପୁଅ ରଞ୍ଜନ ଘର ଆଗରେ ଖେଳୁଥିଲେ। ପୁଅ ଘର ଆଗରେ ଖେଳୁଥିବାରୁ ଘରଲୋକେ ଯିଏ ଯାହା କାମ କରୁଥିଲେ। ଛୋଟ ଛୁଆଟି ଖୁସିରେ ଖେଳୁଥିଲା କିନ୍ତୁ ତା ଖୁସିରେ କାହାର ନଜର ଲାଗିଗଲା। ପିଲାଟି ଖେଳିବା ସମୟରେ କେତେଜଣ ଅଜଣା ଦୁ-ବୃର୍ତ୍ତ ପିଲାର ଯୌ-ନାଙ୍ଗ କା-ଟି ନେଇଗଲେ। ପିଲାଟି ଯମ ଯ-ନ୍ତ୍ରଣା ସହି ନ ପାରି ଜୋରେ ଚି-ତ୍କାର କରି କନ୍ଧିଲା।

ସାଙ୍ଗେ ସାଙ୍ଗେ ଘର ଲୋକ ଆସି ଦେଖିଲା ବେଳକୁ ପିଲାଟି ର-କ୍ତାତ ହୋଇ ଘର ବାହାରେ ପଡ଼ିଛି। ତା’ପରେ ଘର ଲୋକ ପ୍ରଥମେ ରଞ୍ଜନଙ୍କୁ କେନ୍ଦୁଝର ବଡ଼ ମେଡିକାଲକୁ ନେଲେ କିନ୍ତୁ କେନ୍ଦୁଝର ମେଡ଼ିକାଲ ରଞ୍ଜନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଦେଲେ। ଏବେ ରଞ୍ଜନର ଚିକିତ୍ସା ଚାଲିଛି କିନ୍ତୁ ରଞ୍ଜନଙ୍କ ଘର ଲୋକ ଏ ପର୍ୟ୍ୟନ୍ତ ଥା-ନାରେ କିଛି ଅଭି-ଯୋଗ କରି ନାହାଁନ୍ତି।

Leave a Reply

Your email address will not be published. Required fields are marked *