“ସେ ମୋ ସ୍ୱାମୀ ହୋଇଥାନ୍ତେ କିନ୍ତୁ ଆଜି ସେ ଆଉ ନାହାଁନ୍ତି” ଦେଖନ୍ତୁ କଣ କହିଲେ ଉଷାଶି ମିଶ୍ର।

କଳାକାର ମାନେ ନିଜ କଳା ମାଧ୍ୟମରେ ଲୋକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରନ୍ତି ଏବଂ ନିଜ କଳା ଓ ଦକ୍ଷତା ଦେଖାଇ ଲୋକ ମାନଙ୍କ ପ୍ରିୟ ସାଜିଥାନ୍ତି। ରାଇ ମୋହନ ମଧ୍ୟ ଠିକ ସେହିଭଳି ଏକ କଳାକାର ବା ଅଭିନେତା ଥିଲେ। ବହୁତ କମ ଦିନରେ ଅନେକ ଲୋକ ପ୍ରିୟତା ହାସଲ କରି ପାରିଥିଲେ। ସେ ଓଡ଼ିଆ ଇଣ୍ଡଷ୍ଟ୍ରିର ସିନିୟର କଳାକାର ଥିଲେ। ତାଙ୍କୁ ଦେଖି ଅନେକ କଳାକାର ଶିକ୍ଷା ନେଉଥିଲେ। ହିରୋ ଓ ହିରୋଇନ ଯେ କେହି ମଧ୍ୟ କରିପାରିବେ। କିନ୍ତୁ ଏକ ଖଳନାୟକ ହେବା ଏତେ ସହଜ ନୁହେଁ। କାରଣ ଖଳନାୟକ ହେବା ପାଇଁ ସ୍ୱର ଏବଂ ଲୁକର ଆବଶ୍ୟକତା ହୋଇଥାଏ। ଯାହାକି ରାଇ ମୋହନ ଭାଇଙ୍କ ପାଖରେ ଥିଲା।

ରାଇମୋହନ ପରିଡା ଅଘ-ଟଣ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।ଭୁବନେଶ୍ୱର ସ୍ଥିତ ପ୍ରାଚୀ ବିହାରରେ ନିଜ ଘରେ ସେ ଦଉଡି ଲଗେଇ ଆ-ତ୍ମହ-ତ୍ୟା କରିଛନ୍ତି । ମଞ୍ଚେଶ୍ୱର୍ ପୋ-ଲି-ସ ଆସି ମୃ-ତ ଦେହକୁ ଉ-ଦ୍ଧାର କରିଛି। ଆଉ ସାଇଣ୍ଟିଫିକ ଟିମ୍ ଆସି ଘଟ-ଣାସ୍ଥ-ଳରେ ତ-ଦ-ନ୍ତ ଆରମ୍ଭ କରିଛି। ତେବେ କେମିତି ପରିସ୍ଥିତିରେ ଓ କାହିଁକି ଅଘ-ଟଣ କଲେ ସେ ନେଇ ତ-ଦନ୍ତ କରି ଟିମ ତନାଘନା କରୁଛି। ସେପଟେ ଶ-ବ ବିବେ-ଛଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛି।

ରାଇ ମୋହନ ପରିଡା ନାମ ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରି ରେ ଏକ ଲୋକପ୍ରିୟତା ଅଟେ। ଫିଲ୍ମ ଛଡା ଯାତ୍ରା ଦୁନିଆରେ ମଧ୍ୟ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। କିନ୍ତୁ ତାଙ୍କର ଏହି ପଦକ୍ଷେପ ତାଙ୍କ ଫ୍ୟାନ ମାନଙ୍କୁ ମର୍ମା-ହତ କରିଛି। କେବଳ ସେତିକି ନୁହେଁ ଅନେକ ସେଲିବ୍ରେଟି ମଧ୍ୟ ଆଗେଇ ଆସିଛନ୍ତି ରାଇ ମୋହନଙ୍କୁ ନେଇ ମତାମତ ଦେବା ସହ ତାଙ୍କ ସହ ଥିବା ଅଭୁଲା ସ୍ମୃତି ମଧ୍ୟ ବାଣ୍ଟିଛନ୍ତି। ତେବେ ଏଭଳି ସମୟରେ ଉଷାଶି ମିଶ୍ର ମଧ୍ୟ କିଛି ସ୍ମୃତି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

ଉଷାଶି କହିଛନ୍ତି, ତାଙ୍କ ସହ ମୋର ୨୦ ଦିନ ତଳେ ଦେଖା ହୋଇଥିଲା। ଗୋଟେ ଫଙ୍କସନରେ ସିଏ ଜଣେ ସିନିୟର ଆର୍ଟିଷ୍ଟ ହିସାବରେ ଆମକୁ ଯୋଗ ଦେଇଥିଲେ।ତାଙ୍କ ସହିତ ମୁ ଗୋଟିଏ ଘଣ୍ଟା କଥା ହୋଇଥିଲି। ସେ ମଧ୍ୟ ଆଗକୁ ଏକ ଯାତ୍ରା ସାଇନ କରିବେ ବୋଲି କହୁଥିଲେ। କେବଳ ସେତିକି ନୁହେଁ ତାଙ୍କୁ ନେଇ ଏକ ସିନେମା କରିବୁ ବୋଲି ମୁଁ ତାଙ୍କୁ କହିଥିଲି। ସେ ମଧ୍ୟ କରିବା ପାଇଁ ରାଜି ହୋଇଥିଲେ।

ଯଦି ଆମେ ଦୁଃ-ଖ କଥା ଦେଖିବା ତେବେ ତାଙ୍କ ମନରେ ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରି କୁ ନେଇ ଦୁଃ-ଖ ଥିଲା। କାରଣ କରୋନା ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅବସ୍ଥା କଣ ଘ-ଟିଛି ସେହି ବିଷୟରେ ଜଣା ଅଛି ସମସ୍ତଙ୍କୁ। ତେବେ ସେ ମଧ୍ୟ ଚିନ୍ତାରେ ଥିଲେ କି ଫିଲ୍ମ ଇଣ୍ଡଷ୍ଟ୍ରି ରେ କିପରି ସୁଧାର ଆସି ପାରିବ। କାରଣ ସେ ଜଣେ ଗୋଲାଡେନ ଯୁଗର କଳାକାର ଥିଲେ। ମୁଁ ତାଙ୍କୁ କହିଥିଲି ଯେ ଏହି ସବୁ ଠିକ ହୋଇଯିବ।

ମୁଁ ତାଙ୍କୁ କହିଥିଲି ଯେ ମୁଁ ଆପଣଙ୍କୁ ନେଇ ଏକ କନସେପ୍ଟ କରୁଛି। ସେହି ସିନେମାରେ ଆପଣ ମୋ ସ୍ୱାମୀ ହେବେ। ମୁଁ କହିଥିଲି ଯେ ଆପଣ ଗୋଟିଏ ଆଇଟମ ପ୍ରସ୍ତୁତ କରନ୍ତୁ ଆମ ଆସୋସିଏସନ ପାଇଁ।ସେ ହଁ ମା-ରିଥିଲେ କିନ୍ତୁ ସମୟ ଅନୁସାରେ ପାଳି ନଥିଲେ।ତେବେ ମୁ ବହୁତ ଦୁଃ-ଖିତ ଅଛି।

Leave a Reply

Your email address will not be published. Required fields are marked *