ଝିଆରୀ ପ୍ରେମରେ ପଡ଼ିଲେ ମଉସା ! ଆଉ ସ୍ତ୍ରୀକୁ ଛାଡ଼ି ଝିଆରୀକୁ ନେଇ ଫେ-ରାର ହେଲେ :-

କୁହାଯାଏ ଯେ ପ୍ରେମ କୌଣସି ଜାତି ବର୍ଣ୍ଣ କିମ୍ବା ଧର୍ମ ମାନେନା । ଆଉ ସବୁଠାରୁ ବଡ଼ ଜିନିଷ ହେଉଛି ବୟସ ଏବଂ ସମ୍ପର୍କ । ଆପଣ ମାନେ ନିଶ୍ଚିତ ଭାବରେ ବର୍ତ୍ତମାନ ସମୟରେ ଦେଖି ପାରୁଥିବେ ଯେ କିପରି ଆଜିକାଲି ସ-ମ୍ପର୍କ ମହତ୍ତ୍ୱ ନବୁଝି ଲୋକେ ପ୍ରେମ ପାଇଁ କେତେ ଜୀବନ ନ-ଷ୍ଟ କରି ଦେଉଛନ୍ତି । ଯାହା ବାସ୍ତବରେ ହିଁ ସମାଜକୁ ଭଲ ଶିକ୍ଷା ଦେଉନାହିଁ । ଆଉ ଏହା ଦ୍ୱାରା ନିଶ୍ଚିତ ଭାବରେ ଆଗାମୀ ପିଢ଼ି ମଧ୍ୟ ପ୍ରଭାବିତ ହେବେ ।ଯେମିତି ଏକ ଘ-ଟଣା ଘଟିଛି ଝିଆରୀର ପ୍ରେମରେ ପଡ଼ି ଜଣେ ମଉସା ଝିଆରୀକୁ ନେଇ ଫେ-ରାର ହୋଇ ଯାଇଛି ।

ଆପଣ ମାନେ ନିଶ୍ଚିତ ଭାବରେ ଜାଣି ପାରୁଥିବେ ଯେ କେଉଁ ସ-ମ୍ପର୍କ । ଆଜ୍ଞା ହଁ । ମଉସା ଏବଂ ଝିଆରୀ ସ-ମ୍ପର୍କ । ଏଠାରେ ପ୍ରେମ ଏମିତିକା ଯେ ମଉସା ନିଜ ସ୍ତ୍ରୀକୁ ଛାଡ଼ି ଝିଆରୀ ସହିତ ପଳାଇଛନ୍ତି । ଘ-ଟଣା ଶୁଣିବା ପରେ ହିଁ ଲୋକେ ଖୁବ ଲ-ଜ୍ଜିତ ଅନୁଭବ କରିବେ । ତେବେ ସୂଚନା ଅନୁଯାୟୀ ଏହି ଘ-ଟଣା କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ଖରିନାସୀ ଗାଁର ଅଟେ । ଯେଉଁଠି ସୁମନ ଅଧିକାରୀ କେନ୍ଦ୍ରାପଡା ଅଞ୍ଚଳର ଝୁନୁ ଅଧିକାରୀଙ୍କୁ ଗତ ୧୦ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ।

ବିବାହ ପରେ ଉଭୟଙ୍କ ବୈବାହିକ ଜୀବନ ବେଶ ଭଲ ଥିଲା । ଉଭୟ ସ୍ୱାମୀ ସ୍ତ୍ରୀ ଏକ ଜନସେବାକେନ୍ଦ୍ର ଖୋଲି ଖୁବ ଭଲ ରୋଜଗାର କରୁଥିଲେ । ମାତ୍ର ଚଳିତ ବର୍ଷ ଇଶ୍ରମ କାର୍ଡ଼ ତିଆରି ସମୟରେ କାମ ଅଧିକ ହେବାରୁ ଝୁନୁ ନିଜ ବଡ଼ ଭଉଣୀର ଝିଅକୁ କାମରେ ସାହାଯ୍ୟ ପାଇଁ ଡାକିଥିଲେ । ସେତେବେଳେ ଝୁନୁଙ୍କ ଶାଶୁଙ୍କ ଅପରେସନ ହୋଇଥିବା ଯୋଗୁଁ ମଧ୍ୟ ସେ ସାହାଯ୍ୟ ପାଇଁ ତାଙ୍କ ଝିଆରୀକୁ ଡାକିଥିଲେ । ଏହି କାମ କରିବା ସମୟରେ ଉଭୟ ମଉସା ଏବଂ ଝିଆରୀ ମଧ୍ୟରେ ପ୍ରେମ ସ-ମ୍ପର୍କ ଗଢ଼ି ଉଠିଥିଲା ।

ଏହା ଜାଣିବା ପରେ ଝୁନୁ ପା-ଟିତୁ-ଣ୍ଡ କରି ନିଜ ଝିଆରୀକୁ ଘରେ ଛାଡ଼ି ଆସିଥିଲେ । ମାତ୍ର ତାପରେ ଉଭୟେ ମାର୍ଚ୍ଚ ୧୩ ରେ ଫେ-ରାର ହୋଇ ଯାଇଥିଲେ । ପରେ ଝୁନୁ ପାଟକୁରା ଥା-ନାରେ ଅଭି-ଯୋଗ ପରେ ସ୍ୱାମୀକୁ ହାଜ-ତରେ ରଖାଯାଇଥିଲା ଏବଂ ବୁଝାସୁଝା କରି ଘରକୁ ଆସିଥିଲେ । ମାତ୍ର ଏପ୍ରିଲ ୬ ରେ ପୁଣିଥରେ ମଉସା ଏବଂ ଝିଆରୀ ଫେ-ରାର ହୋଇ ଯାଇଛନ୍ତି ଏବଂ ବିବାହ କରିଥିବା ମଧ୍ୟ ଶୁଣିବାକୁ ମିଳିଛି । ଯାହାକୁ ନେଇ ସ୍ତ୍ରୀ ଝୁନୁ ବ-ର୍ବା-ଦ ହୋଇ ଯାଇଥିବା କହିଛନ୍ତି ଏବଂ ଏନେଇ ଝୁନୁ ଜମ୍ବୁ ସାମୁଦ୍ରିକ ଥା-ନାରେ ଅଭି-ଯୋଗ ।

Leave a Reply

Your email address will not be published. Required fields are marked *