“ଭିଡ଼ିଓରେ ସେ-କ୍ସ ସିନ୍ ନାହିଁ କେବଳ ନ୍ୟୁ-ଡ଼ ସିନ୍ ଅଛି, ଏହି ସବୁ କାମ ମୋ ସ୍ୱାମୀର” ଦେଖନ୍ତୁ କଣ କହିଲେ ପୀ-ଡିତ ମହିଳା।

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ଆଉ କିଛି ମଜାଦାର ଭିଡ଼ିଓ ଭାଇରାଲ ହୁଏ ଯାହାକୁ ଦେଖିବା ପରେ ଲୋକମାନେ ନିଜର ହସକୁ ରୋକି ପାରନ୍ତି ନାହିଁ। ବର୍ତ୍ତମାନ ସମୟରେ ଏକ ଲ-ଜ୍ୟାଜ-ନକ ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି। ଯାହାକି ଅତ୍ୟନ୍ତ ନିନ୍ଦ-ନୀୟ ଅଟେ। ତେବେ ଭାଇରାଲ ଭିଡ଼ିଓ ପୁରୁଷ ଓ ମହିଳାଙ୍କ ଅଟେ। ତେବେ ସେହି ଭିଡ଼ିଓରେ ଦୁହେଁ ବିନା ପୋଷାକରେ ଥିବାର ଆପଣ ଦେଖିବାକୁ ପାଇବେ। ତେବେ ଭିଡ଼ିଓ ଭାଇରାଲ ହେବା ପରେ ପୀଡ଼ିତା ମହିଳା ଜଣକ ଗଣମାଧ୍ୟମକୁ ଆସି ନିଜ ମୁଁହ ଖୋଲିଛନ୍ତି।

ପୀଡ଼ିତାଙ୍କ କହିବାନୁଯାୟୀ, ଭାଇରାଲ ଭିଡ଼ିଓରେ ସେ ଆଉ ତାଙ୍କର ସାଙ୍ଗ ଅଛନ୍ତି। ତେବେ ଭିଡ଼ିଓ ଭାଇରାଲ ହେବା ପରେ ମୋ ସାନ ଭଉଣୀକୁ ଉଠେଇ ନେଇ ବିବାହ କରିଥିବା ପ୍ରକାଶ ଜେନା ଯିଏକି ଦିଲ୍ଲୀପ ଜେନାର ଭାଇ ଅଟେ ସେ ଏହି ସବୁ କାମ କରିଛି। ସେ ମୋତେ ବ୍ଲା-କ ମେ-ଲିଂ କରିବା ପାଇଁ ଏହି ସବୁ କାମ କରିଛି।

ପ୍ରକାଶ କୁମାର ଜେନା ଅନେକ ସମୟରେ ମୋତେ ଖରାପ କଥା କହିଥାଏ ଗାଳି ଗୁଲଜ ମଧ୍ୟ କରେ। ସେ ମୋ ପିଲା ମାନଙ୍କୁ ନେଇ ମଧ୍ୟ ଅନେକ କଥା କହେ। ଯେପରିକି ସେ ସବୁବେଳେ ମୋତେ କହେ ଯେ କି ମୋ ପିଲାଙ୍କ ବାପା ମୋ ସ୍ୱାମୀ ନୁହନ୍ତି। ମୋ ସ୍ୱାମୀ ରାଉଲକେଲାର ଆଉ ମୋ ସାଙ୍ଗ ଭଦ୍ରକର ତ ଏହା ଭିତରେ ଆହୁରି ଅନେକ ଲୋକଙ୍କ ହାତ ରହିଛି। ଯାହାକି ମୁଁ ସେମାନଙ୍କ ବିଷୟରେ ବେଶି କିଛି କହିବାକୁ ଚାହିଁବି ନାହିଁ।

ମୁଁ ଯେତେବେଳେ ରାଉରକେଲା ରେ ଥିଲି ସେତେବେଳେ ଦିଲ୍ଲୀପ ଜେନା ମୋତେ ଟଙ୍କା ଧାର ମାଗିଥିଲା ଏବଂ ମୁଁ ତାକୁ ଫୋନ ପେ ଜରି-ଆରେ ୫ ହାଜର ଟଙ୍କା ଦେଇଥିଲି। ମୁଁ ତାକୁ କହିଥିଲି ଯେ ଜାଗର ସମୟରେ ଗାଁ କୁ ଗଲେ ମୋତେ ମୋ ଟଙ୍କା ଫେ-ରାଇ ଦେବୁ। ସେ ମୋତେ ପରବର୍ତ୍ତୀ ସମୟରେ ବହୁତ ଗା-ଳି ଗୁ-ଲଜ କରିଥିଲା। ମୁଁ ଯେତେବେଳେ ଗାଁରେ ପହଞ୍ଚିଲି ସେଠାରେ ମଧ୍ୟ ଖରାପ ଭା-ଷାରେ ବହୁତ କଥା କହିଥିଲା।

କିନ୍ତୁ କିଛି ଦିନ ପରେ ମୋତେ ଫୋନ କଲ୍ କରି କହିଲା କି ମୁଁ ତତେ ଆଉ ତୋ ଟଙ୍କା ଫେରେଇବ ନାହିଁ ଚାଲ୍ ଯାଜପୁର ଟାଉନ ଯିବା ସେଠି ଯାହା କିଣିବୁ ମୁଁ ତତେ ଦେବି। ଏହା କହି ମୋତେ ନେଇକି ଗଲା। ଆମ ଘରେ ମଧ୍ୟ ଜାଣିଥିଲେ କି ମୁଁ ତା’ସାଙ୍ଗରେ ଯାଉଛି ବୋଲି ଯେହେତୁ ସେ ମୋର ପିଲା ଦିନର ସାଙ୍ଗ ସେଥିପାଇଁ କେହି କିଛି କହିଲେ ନାହିଁ। ସେ ମୋତେ ମଲ୍ କୁ ନେଇ ସପିଙ୍ଗ କରେଇଲା କିନ୍ତୁ ବିଲିଙ୍ଗ ଟାଇମରେ ଟଙ୍କା ନ ଦେଇ ଫେରି ଆସିଲା।

Leave a Reply

Your email address will not be published. Required fields are marked *