କାର ଦୁର୍ଘ-ଟଣାରେ ନବମ ଶ୍ରେଣୀ ଛାତ୍ରର ମୃ-ତ୍ୟୁ, ଦୁଃ-ଖରେ ଭାଙ୍ଗିଗଲା ପରିବାର। ଦେଖନ୍ତୁ ଏହି କୋହ ଭରା ଭିଡ଼ିଓ।

ଦିନକୁ ଦିନ ଲୋକମାନେ ବିଭିନ୍ନ ସଉକର ଗାଡି କିଣୁଛନ୍ତି। କିନ୍ତୁ ବେପରୁଆ ଭାବରେ ଗାଡି ଚଳେଇ ନିଜ ଜୀବନକୁ ବିପ-ଦରେ ପକେଇବା ସହ ଅନ୍ୟ ମାନଙ୍କ ଜୀବନ ମଧ୍ୟ ବିପ-ଦରେ ପକେଇଥାନ୍ତି। ତେବେ ସଡକ ଦୁର୍ଘ-ଟଣାରେ ଭାରତରେ ଅନେକ ଲୋକ ଜୀବନ ହାରୁଛନ୍ତି। ତେବେ ଦୁର୍ଘ-ଟଣାକୁ ରୋକିବା ପାଇଁ ଟ୍ରାଫିକ ବ୍ୟବସ୍ଥା ଓ ଟ୍ରାଫିକ ନି-ୟମ ମାନ ରହିଛି। କିନ୍ତୁ କିଛି ଅମା-ନିଆ ଟ୍ରାଫିକ ନି-ୟମ ନ ମାନି ନିଜ ଜୀବନ ବିପ-ଦରେ ପକେଇବା ସହ ଅନ୍ୟ ମାନଙ୍କ ଜୀବନ ମଧ୍ୟ ବିପ-ଦରେ ପକାଉଛନ୍ତି।

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳେ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥିବା ବେଳେ ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ। ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଶୋକର ଏକ ଭିଡ଼ିଓ ଭାଇରାଲ ହେଉଛି। ୧୪ ବର୍ଷୀୟ ପୁଅକୁ ହରାଇ ଭା-ଙ୍ଗି ପଡିଛି ସମ୍ପୂର୍ଣ୍ଣ ପରିବାର। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡେଇ ଅଞ୍ଚଳରେ ଅତ୍ୟନ୍ତ ମର୍ମ-ନ୍ତୁଦ ସଡକ ଦୁର୍ଘ-ଟଣା ଘ-ଟିଛି। ଏହି ଦୁର୍ଘ-ଟଣାରେ ଏକ ୧୫ ବର୍ଷୀୟ ନାବାଳକର ମୃ-ତ୍ୟୁ ଘଟିଛି। ସ୍କୁଲ ଖୋଲିବା ପରେ ଜିତେଶ ବେହେରା ଯିଏକି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲରେ ପଢେ ସେ ସାଇକେଲ ନେଇ ସ୍କୁଲ ଯାଉଥିଲା। ତେବେ ପଛରୁ ଏକ କାର ଆସି ପି-ଟିଥିଲା ଯାହାକି ଘଟ-ଣାସ୍ଥ-ଳରେ ଜିତେଶର ମୃ-ତ୍ୟୁ ଘ-ଟିଲା।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଳକ କଅଁର ପୁର ଗ୍ରାମର ଜିତେଶ ବେହେରା ପତ୍ରପୁର ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ। ତେବେ ରାଜ୍ୟରେ ଖରା ଛୁଟି ସରିବା ପରେ ଗତକାଲି ୧୮ ତାରିଖରେ ଦିନ ୧୦ ବେଳେ ସାଇକେଲ ନେଇ ସ୍କୁଲ ଯାଉଥିଲେ। ତେବେ ହଠାତ ପଛରୁ ଏକ କାର ଆସି ଜୋରରେ ଧ-କ୍କା ଦେଇଥିଲା। ତେବେ କାର ଧ-କ୍କାରେ ଛି-ଟିକି ହୋଇ ପଡି ଯାଇଥିଲେ ଜିତେଶ। ସାଇକେଲ ଓ ଚପଲ ଗୋଟେ ସ୍ଥାନରେ ପଡିଥିଲା ଏବଂ ଜିତେଶ ଆଉ ଏକ ସ୍ଥାନରେ ପଡ଼ିଥିଲେ।

ତେବେ ଦୁର୍ଘ-ଟଣା ପରେ ଲୋକମାନେ ଜିତେଶକୁ ନେଇ ସ୍ଥାନୀୟ ହସ୍ପିଟାଲ ପଟାମୁଣ୍ଡେଇ ଉପଖଣ୍ଡ ଚିକିତ୍ସାଳୟରେ ନେଇ ଭର୍ତ୍ତି କରାଇଲେ। କିନ୍ତୁ ଡାକ୍ତର ସେଠାରେ ମୃ-ତ୍ୟୁ ଘୋଷଣା କଲେ। ତେବେ ନାବାଳକର ମୃ-ତ୍ୟୁ ପରେ ଗାଁ ଲୋକ ଉତ୍ତ-କ୍ତ ହୋଇ ରାସ୍ତା ଉପରେ ଟାୟାର ଜା-ଳି ଅବରୋଧ କରିବା ସହ କାରକୁ ଭା-ଙ୍ଗି ଦେଇଥିଲେ। ତେବେ ଘଟ-ଣାସ୍ଥ-ଳରେ ପୋ-ଲିସ ପହଞ୍ଚି ପରିସ୍ଥିତି କୁ ଆୟତ୍ତ କରିବାକୁ ଚେଷ୍ଟା କଲା। ସେପଟେ ସମ୍ପୂର୍ଣ୍ଣ ଗ୍ରାମରେ ଶୋ-କର ଛା-ୟା ଖେଳେଇ ହୋଇ ଯାଇଛି। ପରିବାର ଲୋକେ ଦୁଃ-ଖରେ ଭା-ଙ୍ଗି ପଡିଛି।

Leave a Reply

Your email address will not be published. Required fields are marked *