ଝିଆରୀ ପେଟରେ କକାର ଅ-ବୈ-ଧ ସନ୍ତାନ , ଦୀର୍ଘ ଦିନ ପରେ ଧରା ପଡିଲା ଅଭି-ଯୁକ୍ତ

ସମାଜ ଧୀରେ ଧୀରେ କଳଙ୍କିତ ହୋଇ ହୋଇ ଯାଉଛି । ଏଭଳି ଅନେକ ଖବର ବିଷୟରେ ସାମ୍ନାକୁ ଆସୁଅଛି , ଯାହା ମୁଣ୍ଡ ତଳକୁ ନୁଆଇଁ ଦେଉଛି । ଆଉ ଯାହା ବାବଦରେ ଆମେ ଆଲୋଚନା କରିବା ବି ଅସମ୍ଭବ ହୋଇ ପଡୁଛି । ଏ ସମାଜରେ ବାପା ଝିଅର ସ-ମ୍ପର୍କ ଭଳି କକା ଆଉ ଝିଆରୀର ସ-ମ୍ପର୍କ ହୋଇଥାଏ । କିନ୍ତୁ ସେହି କକା ଯେତେବେଳେ ଏଭଳି କିଛି କାମ କରି ପକାଏ , ଯାହା ମୁଣ୍ଡ ତଳକୁ ନୁଆଇଁ ଦିଏ , ସେତେବେଳେ ତା ବିଷୟରେ କଥା ହେବା ମଧ୍ୟ ଲ-ଜ୍ଜାକର ପାଲଟିଯାଏ ।

ତେବେ ବର୍ତ୍ତମାନ ସାମ୍ନାକୁ ଆସିଛି , ଏଭଳି ନୃ-ଶଂସ ଆଉ କଳ-ଙ୍କିତ କକାର ଖବର ଯାହା ବାସ୍ତବରେ ଅତ୍ୟନ୍ତ ଲ-ଜ୍ଜାକର ଏବଂ ଦୁଃ-ଖଦାୟକ ମଧ୍ୟ । ଝିଆରୀ ସହିତ ଏମିତି କାମ କରିବାକୁ ପଛାଇ ନାହାଁନ୍ତି କକା । ଆଉ ତାପରେ ଫେ-ରାର ମଧ୍ୟ ହୋଇ ଯାଇଥିଲେ କକା । ଏଭଳି ଖବର ସୁନ୍ଦରଗଡ ଜିଲ୍ଲାରୁ ସାମ୍ନାକୁ ଆସିଛି । ଏକ ହଷ୍ଟେଲରେ ରହି ପାଠ ପଢ଼ୁଥିବା ସପ୍ତମ ଶ୍ରେଣୀର ଛାତ୍ରୀ ଘରକୁ ଆସିଥିଲା । ଆଉ ଏହି ସମୟର ଫାଇଦା ଉଠାଇ କକା ବିଷ୍ଣୁ ହିଂ-ସ ୧୨ ବର୍ଷର ଝିଆରୀକୁ ବାରମ୍ବାର ଦୁ-ଷ୍କ-ର୍ମ କରି ଚାଲିଥିଲା ।

ଏହାରି ମଧ୍ୟରେ ଝିଆରୀ ଗ-ର୍ଭରେ ଏକ କନ୍ୟା ସନ୍ତାନ ବଢିବାକୁ ଲାଗିଥିଲା । ତେବେ ଝିଅଟି ୮ ମାସର ଗର୍ଭ-ବତୀ ହେବା ପରେ ପରିବାର ଲୋକ ଏ ବାବ-ଦରେ ଜାଣିବାକୁ ପାଇଥିଲେ ଆଉ ଅଭି-ଯୁକ୍ତ କକା ନାମରେ ଲିଖିତ ଅଭି-ଯୋଗ କରିଥିଲେ କିନ୍ତୁ ପୋ-ଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ଇତି ମଧ୍ୟରେ ୧୨ ବର୍ଷର ଛାତ୍ରୀ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ମଧ୍ୟ ଦେଇଥିଲା । ତେବେ ପରେ ପରିବାର ଲୋକ ଆଉ ଗ୍ରାମବାସୀ ଅତ୍ୟନ୍ତ କ୍ରୋ-ଧିତ ହୋଇ କୁତ୍ରା ଏସପିଙ୍କ ନିକଟରେ ଆନ୍ଦୋ-ଳନ କରିଥିଲେ ।

ଏହାବ୍ୟତୀତ ଥା-ନାକୁ ମଧ୍ୟ ଘେରାଉ କରିଥିଲେ । ତେବେ ଏହାପରେ ପୋ-ଲିସ ଅଭି-ଯୁକ୍ତ କକାଙ୍କ ବିରୁ-ଦ୍ଧରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିଥିଲା ଆଉ ଖୋଜିବା ପାଇଁ ଚେଷ୍ଟା ଚଳାଇଥିଲା । ପରିଶେଷରେ ରାଜ୍ୟ ବାହାରୁ ଅଭି-ଯୁକ୍ତ କକାଙ୍କୁ ଗି-ରଫ କରିଥିଲା । ଆଉ ବର୍ତ୍ତମାନ କକା ଜେ-ଲ ଦ-ଣ୍ଡ ଭୋଗୁଛନ୍ତି । ଅନ୍ୟପକ୍ଷରେ ୧୨ ବର୍ଷର ମାଆ ଆଉ ତାଙ୍କର ଶିଶୁ କନ୍ୟାକୁ ଚାଇଲଡ଼ ଲାଇନର ତତ୍ୱାବଧାନରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *