ଭାଇରାଲ ଭିଡ଼ିଓ:- କ୍ୟାମେରାରେ କ-ଏ-ଦ ହେଲା ପୋ-ଲି-ସ କର୍ମଚାରୀଙ୍କ କିଛି ଏପରି ଦୃ-ଶ୍ୟ ଯାହାକୁ ଦେଖିଲେ ଆଖିକୁ ଵିଶ୍ଵାସ ହେବ ନାହିଁ।

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ମିଳିଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ହସକୁ ରୋକି ହୁଏ ନାହିଁ। ତେବେ ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ତେବେ ଆଜି ଆମେ ଆପଣଙ୍କୁ ପୋ-ଲି-ସ ସହ ଜଡିତ କିଛି ଭିଡ଼ିଓ ଆମେ ଆପଣଙ୍କୁ ଦେଖେଇବାକୁ ଯାଉଛୁ। ତେବେ ଆସନ୍ତୁ ଦେଖିବା କିଛି ଭିଡ଼ିଓ।

ତେବେ ପୋ-ଲି-ସ କଥା ଯେତେବେଳେ ଆସେ ତେବେ ସମସ୍ତଙ୍କ ମନରେ ପୋ-ଲି-ସକୁ ନେଇ ଏକ ଖରାପ ଚିନ୍ତାଧାରା ଆସିଥାଏ। ପୋ-ଲି-ସକୁ କେହି କେହି ଲାଞ୍ଚୁଆ କହୁଥିବା ବେଳେ ଆଉ କେହି ପୋ-ଲି-ସ ମାନେ ମନ ଇଚ୍ଛା କରୁଥିବା ବେଆ-ଇନ କାରବାର କୁ ନିନ୍ଦା କରିଥାନ୍ତି। ତେବେ କିଛି ପୋ-ଲି-ସ ପାଇଁ ସମ୍ପୂର୍ଣ୍ଣ ପୋ-ଲି-ସ ବିଭାଗକୁ ନିନ୍ଦା କରାଯାଇଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ଏପରି ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ପୋ-ଲି-ସ କର୍ମଚାରୀ କରୋପଟେଡ଼ ବୋଲି ଜାଣି ପାରିବେ। ତେବେ ଭିଡ଼ିଓ ଦେଖିବା ପରେ ଆପଣ ମଧ୍ୟ କହିବାକୁ ଲାଗିବେ ଯେ ସତରେ ଆଜି ମଧ୍ୟ କିଛି ପୋ-ଲି-ସ ରହିଛନ୍ତି ଯାହାଙ୍କ ପାଇଁ ପୂରା ପୋ-ଲି-ସ ବିଭାଗ ନିନ୍ଦିତ ହେଉଛନ୍ତି।

ପ୍ରଥମ ଦୃ-ଶ୍ୟରେ ଏକ ମହିଳା ପୋ-ଲି-ସଙ୍କୁ ଦେଖିବାକୁ ପାଇବେ। ମହିଳା ପୋ-ଲି-ସଙ୍କ ନାମ ହେଉଛି ବବିତା। ସେ ଜୟପୁରର ପୋ-ଲି-ସ କର୍ମଚାରୀ। ମହିଳା କର୍ମଚାରୀ ଜଣକ ସର୍ବ ଇନ୍ସପେକ୍ଟର ହୋଇଥିଲେ ମଧ୍ୟ ବେଆ-ଇନ କାମ କରୁଥିଲେ। ସେ ଜଣେ ବଡ଼ ବ୍ୟବସାୟୀ ଙ୍କ ଠାରୁ କେଶ ରେଜିଷ୍ଟ୍ରେସନ ନ କରିବା ପାଇଁ ୫୦ ଲକ୍ଷ ଟଙ୍କା ମାଗିଥିଲେ। ଏହାକୁ ସେ କିସ୍ତି ହିସାବରେ ନେଉଥିଲେ। ପ୍ରଥମେ ଯେତେବେଳେ ୫ ଲକ୍ଷ ଟଙ୍କା ନେଉ ଥିଲେ ସେତେବେଳେ କ୍ୟାମେରାରେ ତାଙ୍କର ଅସଲି ଚେହେରା ସାମ୍ନାକୁ ଆସିଥିଲା

ଦ୍ୱିତୀୟରେ ତେବେ ଆପଣମାନେ ଜାଣିଛନ୍ତି ଆମେ ଯଦି କୌଣସି ସ୍ଥାନକୁ ଯାତ୍ରା କରିଥାଉ ସେଥିପାଇଁ ଆମକୁ ଟଙ୍କା ଦେବାକୁ ପଡିଥାଏ। କିନ୍ତୁ କିଛି ପୋଲିସ କର୍ମଚାରୀ ମାନେ ନିଜ ପାୱାର ଖରାପ ବ୍ୟବହାର କରନ୍ତି। ଏହି ଭଳି କିଛି ଦେଖିବାକୁ ମିଳିଛି। ଜଣେ ମହିଳା ପୋ-ଲି-ସ କର୍ମଚାରୀ ଏକ ରିକ୍ସରେ ବସି ଆସିଥିଲେ। ତେବେ ନିଜ ସ୍ଥାନରେ ପହଁଚିବା ପରେ ଯେତେବେଳେ ସେହି ରିକ୍ସା ଵାଲା ତାଙ୍କୁ ପଇସା ମାଗିଲା ସେତେବେଳେ ସେହି ମହିଳା ପୋ-ଲି-ସ ପଇସା ନ ଦେଇ ତା ସହ ଯୁ-କ୍ତିତ-ର୍କ ଆରମ୍ଭ କରିବା ସହ ତାଙ୍କୁ କାଗଜ ପତ୍ର ଦେଖେଇବାକୁ କହିଲେ। କେବଳ ସେତିକି ନୁହେଁ ଥା-ନାରେ ଭର୍ତ୍ତି କରି ଦେବେ ବୋଲି ଧ-ମ-କ ମଧ୍ୟ ଦେଇ ଥିଲେ।

ତୃତୀୟ ଦୃ-ଶ୍ୟରେ ଆପଣ ଦେଖିବାକୁ ପାଇବେ କି କିଛି ପୋ-ଲି-ସ କର୍ମଚାରୀ ରାତ୍ରି ଡିୟୁଟି କରୁଥିବା ସମୟରେ ନିଦରେ ଶୋଇ ପଡ଼ିଥିଲେ। ଇଣ୍ଡୋର ଏସପି ନିଜ କର୍ମଚାରୀ ମାନେ ଠିକ ଭାବରେ କାମ କରୁଛନ୍ତି କି ନାହିଁ ତାହା ଦେଖିବା ପାଇଁ ବାହାରି ଥିଲେ। ସେ ଏକ ପୋ-ଲି-ସ ଷ୍ଟେ-ସ-ନରେ ପହଁଞ୍ଚି ଦେଖିଲେ କି ଜଣେ କର୍ମଚାରୀ ନିଜର ପୋ-ଲି-ସ ପୋଷାକ ବାହାର କରି ଆରାମରେ ଶୋଇଛନ୍ତି। ଆଉ ଜଣେ କର୍ମଚାରୀ ତ ନିଜ ଏସିପିଙ୍କୁ ଚିହ୍ନ ପାରିଲେ ନାହିଁ। ତେବେ କାର୍ଯ୍ୟରତ ପୋ-ଲି-ସ କର୍ମଚାରୀଙ୍କୁ ଏପରି ବ୍ୟବହାର ଶୋଭା ଦେଇ ନଥାଏ।

ଚତୁର୍ଥ ଦୃ-ଶ୍ୟ ତେବେ ଆପଣମାନେ ଜାଣିଛନ୍ତି ଯେ ହେଲେମେଟ ପିନ୍ଧିବା ପାଇଁ ସରକାର ଅନେକ ସମୟରେ କ-ଡା ନି-ୟ-ମ ବାହାର କରନ୍ତି। କିନ୍ତୁ ନିୟମ ର-କ୍ଷା କରି ଯଦି ନିୟମ ଭା-ଙ୍ଗି-ବ ତେବେ ସେଠି କଣ ହେବ। ଏହିଭଳି ଏକ ଭିଡ଼ିଓ ଭାଇରାଲ ହେଉଛି। ପୋ-ଲି-ସ କର୍ମଚାରୀ ଜଣକ ବାଇକରେ ଯାତ୍ରା କରିବା ସମୟରେ ହେଲେମେଟ ପିନ୍ଧି ନଥିଲେ। ଯାହାକି ଖୁବ ଭାଇରାଲ ହୋଇଥିଲା।

Leave a Reply

Your email address will not be published. Required fields are marked *