କୁଆଡେ ଗଲେ ପ୍ରକୃତି ମିଶ୍ରଙ୍କ ପୁରୁଣା ପ୍ରେମିକ ଋତୁଲ , ତାଙ୍କୁ ନେଇ ଜୋରଦାର ଆଲୋଚନା

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ପ୍ରେମ କାହାଣୀ । ଦୁହେଁ ଦୁହିଁଙ୍କୁ ପ୍ରେମ କରୁଛନ୍ତି ବୋଲି ଚର୍ଚ୍ଚା ହେବାରେ ଲାଗିଛି । ତେବେ ଘ-ଟଣା ପଛର ସତ୍ୟତା ତ କେବଳ ସେମାନେ ଦୁହେଁ ହିଁ କହିପାରିବେ । ବାସ୍ତବରେ ସେମାନଙ୍କ ମଧ୍ୟରେ ସେମିତି କୌଣସି ସମ୍ପର୍କ ଅଛି ନା ସେମାନେ କେବଳ ଭଲ ବନ୍ଧୁ । ସମୟ ଆସିଲେ ପ୍ରକୃତ କାହାଣୀ ତ ନିହାତି ଜଣାପଡିବ ।

ଏସବୁ ମଧ୍ୟରେ ବର୍ତ୍ତମାନ ପ୍ରକୃତି ମିଶ୍ରଙ୍କର ପୂର୍ବତନ ପ୍ରେମିକ ଋତୁଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ସେ କେଉଁଠି ଅଛନ୍ତି , ତାହାକୁ ନେଇ ସମସ୍ତେ ପ୍ରଶ୍ନ କରୁଛନ୍ତି । ସତରେ କଣ ତାଙ୍କର ଆଉ ପ୍ରକୃତିଙ୍କର ବ୍ରେ-କଅ-ପ ହୋଇଯାଇଛି । କେଉଁ କାରଣ ପାଇଁ ପ୍ରକୃତି ଆଉ ତାଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି , ତାହା ଜାଣିବା ପାଇଁ ସମସ୍ତେ ଉତ୍ସୁକ ଅଛନ୍ତି । ପ୍ରକୃତି ସେମାନଙ୍କ ସମ୍ପ-ର୍କକୁ ଅଲଗା କରିଛନ୍ତି ନା ଏହା ପଛରେ ଆଉ କଣ କାରଣ ରହିଛି

ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ଉଙ୍କି ମା-ରି-ବାରେ ଲାଗିଛି । ମୁମ୍ବାଇରେ ଯାଇ ପ୍ରକୃତି ରହିବା ପରେ ସେଠାରେ ଋତୁଲଙ୍କ ସହ ଗଢି ଉଠିଥିଲା ସ-ମ୍ପର୍କ । ଏପରିକି ଶୁଣିବାକୁ ମିଳିଥିଲା କି ଦୁହେଁ ଏକାଠି ଗୋଟିଏ ଘରେ ଲିଭ ଇନରେ ରହୁଥିଲେ । ତେବେ ଏ କଥା କେତେ ଦୂର ସତ , ସେ କଥା ପ୍ରକୃତି ହିଁ ଜାଣନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ସାମ୍ନାକୁ ଆସିଛି ଏଭଳି କିଛି ଭିଡ଼ିଓ । ଯେଉଁଥିରେ ପ୍ରକୃତିଙ୍କୁ ନିଜ ପ୍ରେମିକ ଋତୁଲଙ୍କ ସହ ହସ ମଜା ଆଉ ପ୍ରେମ କରୁଥିବାର ଦେଖାଯାଇଛି ।

ଦୁହେଁ ଗୋଟିଏ ତକିଆକୁ ନେଇ ଖେଳୁଥିବାର ଦେଖା ଯାଇଛନ୍ତି ଆଉ ପରସ୍ପର ସହିତ ଖୁସି ଥିବାର ଦେଖା ଯାଇଛନ୍ତି । ତେବେ ଯଦି ଏତେ ଭଲ ସମ୍ପ-ର୍କ ଥିଲା , କାହିଁକି ସମ୍ପ-ର୍କରେ ଫାଟ ସୃଷ୍ଟି ହେଲା । ନା ପ୍ରକୃତି ନିଜେ ବାବୁଶାନଙ୍କ ପାଇଁ ଋତୁଲଙ୍କ ଠାରୁ ଦୂରେଇ ଚାଲିଗଲେ । ବାବୁଶାନଙ୍କ ପ୍ରେମ କଣ ପ୍ରକୃତିଙ୍କୁ ସବୁ ଭୁଲାଇ ଦେଲା , ସେଥିପାଇଁ ସେ ନିଜ ପ୍ରେମିକଙ୍କୁ ଛାଡି ବାବୁଶାନଙ୍କ ପାଖକୁ ଧା-ଇଁ ଆସିଲେ , ଏଭଳି ଅନେକ ସାରା ପ୍ରଶ୍ନ ବର୍ତ୍ତମାନ ସମସ୍ତ ମନରେ ଆସୁଅଛି ।

Leave a Reply

Your email address will not be published. Required fields are marked *