ଏହି ଫଟୋରେ ଆପଣଙ୍କୁ କେଉଁ ନମ୍ବର ଦେଖା ଯାଉଛି? ୧୦ ସେକେଣ୍ଡରେ ଉତ୍ତର ଦିଅନ୍ତୁ

ସୋସିଆଲ ମିଡିଆରେ ଗୋଟିଏରୁ ବଢି ଆଉ ଗୋଟିଏ ପଜଲ ଷ୍ଟୋରୀ କିମ୍ବା ଫଟୋ ଭାଇରାଲ ହେବାରେ ଲାଗିଥାଏ। ଆଜି ମଧ୍ୟ ଗୋଟିଏ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ଟିକେ ହଟକେ ଅଟେ। ବାସ୍ତବରେ, ସୋସିଆଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହେଉଛି, ସେଥିରେ କିଛି ଅଙ୍କ ଲୁଚି ରହିଛି।

ସୋସିଆଲ ମିଡିଆରେ ଗୋଟିଏରୁ ବଢି ଆଉ ଗୋଟିଏ ପଜଲ ଷ୍ଟୋରୀ କିମ୍ବା ଫଟୋ ଭାଇରାଲ ହେବାରେ ଲାଗିଥାଏ।ଆଜି ମଧ୍ୟ ଗୋଟିଏ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ଟିକେ ହଟକେ ଅଟେ। ବାସ୍ତବରେ, ସୋସିଆଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହେଉଛି, ସେଥିରେ କିଛି ଅଙ୍କ ଲୁଚି ରହିଛି, ଯଦି ଧ୍ୟାନରେ ଦେଖିବେ ତାହେଲେ ଆପଣ ଅଙ୍କ ଗୁଡ଼ିକୁ ଚିହ୍ନି ପାରିବେ। ଏଥିପାଇଁ କଣ ଆପଣ ଏହି ଚ୍ୟାଲେଞ୍ଜକୁ ନେବାପାଇଁ ପସନ୍ଦ କରିବେ। ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ୧୦ ସେକେଣ୍ଡରେ ଜଣାଇବାର ଅଛି।ଏହି ଫଟୋ ସୋସିଆଲ ମିଡିଆରେ ବହୁତ ହିଁ ଜୋରରେ ଭାଇରାଲ ହେଉଛି।ଭାଇରାଲ ଷ୍ଟୋରୀକୁ Rupin Sharma ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି।

ଫଟୋ ଦେଖନ୍ତୁ

https://twitter.com/rupin1992/status/1494605511936798720?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1494605511936798720%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fwhich-number-do-you-see-in-this-picture-answer-in-10-seconds-2775988

ଫଟୋରେ ଦେଖା ଯାଉଛି କି କଳା ରଙ୍ଗର ଗୋଟିଏ ଫଟୋ ରହିଛି।ଏହି ଫଟୋରେ କିଛି ଅଙ୍କ ଲୁଚି ରହିଛି,ଯାହା ବିଷୟରେ ଆପଣଙ୍କୁ ଜଣାଇବାର ଅଛି। ଅନେକ ଲୋକ ଏହି ଫଟୋକୁ ଦେଖିବା ପାଇଁ ଚେଷ୍ଟା କରିଛନ୍ତି। ଫଟୋକୁ ଦେଖିବା ପରେ ଆଖି‌ ଚମତ୍କୃତ ହେବାପରି ଲାଗୁଛି। ଲଗାତର ୧୦ ସେକେଣ୍ଡରୁ ଅଧିକ ଦେଖିବା ପରେ ଆପଣଙ୍କ ଆଖି ବିଲକୁଲ ବନ୍ଦ ହୋଇଯିବ।

ଏହି ଫଟୋକୁ ଦେଖିବା ସମୟରେ ଅନେକ ୟୁଜର କମେଣ୍ଟ ମଧ୍ୟ କରିଛନ୍ତି। ଅନେକ ୟୁଜର ସଠିକ ଉତ୍ତର ମଧ୍ୟ ଖୋଜି ନେଇଛନ୍ତି। ଆପଣଙ୍କୁ କ’ଣ ଲାଗୁଛି,କଣ ଆପଣ ଏହି ପ୍ରଶ୍ନର ଉତ୍ତର ଦେଇ ପାରିବେ?

Leave a Reply

Your email address will not be published. Required fields are marked *