ପରୀକ୍ଷା ଦେବାକୁ ଗଲାବେଳେ ଗୋଡେଇ ଗୋଡେଇ ଝିଅକୁ କାମୁ-ଡୁଛି ସାପ।

ବେଳେବେଳେ ଯଦି ଆମର ସାପ ଉପରେ ଗୋଡ଼ ପଡ଼ିଯାଏ କିମ୍ବା ଆମେ ସାପ କିଛି କ୍ଷ-ତି କରିବାକୁ ଚାହେଁ ତେବେ ସାପ ଆମକୁ କା-ମୁଡି ଦିଏ।କିନ୍ତୁ ଆପଣ କେବେ ଏମିତି ଶୁଣିଛନ୍ତି କି ସାପ ସବୁବେଳେ ଗୋଟେ ସମୟରେ ସବୁ ଦିନ କାମୁଡୁଛି ହଁ ଆଜ୍ଞା ଏମିତି କିଛି ଅଦ୍ଭୂତ ଘ-ଟଣା ଆନନ୍ଦପୁର ରେ ଦେଖିବାକୁ ମିଳିଛି।

ବର୍ଷ ସାରା ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ପିଲାଟି ଦିନ ରାତି ପରିଶ୍ରମ କରେ କିନ୍ତୁ ଯେତେବେଳେ ପରୀକ୍ଷା ଦେବାର ସମୟ ଆସେ ସେ ପରୀକ୍ଷା ଦେବାପାଇଁ କଲେଜ ଯାଇପରେନି। ଏଥିପାଇଁ ସେ କି ତାଙ୍କ ଘର ଲୋକ ଦାୟୀ ନୁହଁନ୍ତି ଏଥିପାଇଁ କେବଳ ଗୋଟେ ସାପ ଦାୟୀ।

ଝିଅଙ୍କ ମାଆଙ୍କ କହିବା ଅନୁସାରେ ଝିଅ +୨ ରେ ପଢୁଛି। ଏବେ +୨ ପିଲାଙ୍କର ପରୀକ୍ଷା ଚାଲିଛି କିନ୍ତୁ ତାଙ୍କ ଝିଅ ପରୀକ୍ଷା ଦେବାକୁ ଯାଇପାରୁନି। ସେ କେବଳ ଗୋଟେ ପରୀକ୍ଷା ଦେଇଛି। ଦ୍ୱିତୀୟ ଦିନ ପରୀକ୍ଷା ଦେବାକୁ ଗଲା ବେଳେ ତାଙ୍କ ଘର ପାଖରେ ତାକୁ ଗୋଟେ ସାପ କା-ମୁଡି ଦେଲା। ତାପରେ ମଧ୍ୟ ସେ ପରୀକ୍ଷା ଦେବାକୁ ଗଲା ସେଠି କିଛି ସମୟ ଲେଖିବା ପରେ ସେ ଅସୁସ୍ଥ ହେଇ ପଡିଲା ସେଥିପାଇଁ ଆମେ ତାକୁ ଡ଼ାକ୍ତରଖାନା ନେଇ ଗଲୁ। ତାପର ପରୀକ୍ଷାକୁ ସେ ଯେତେବେଳେ ଘରୁ ବାହାରି ଗଲା ପୁଣି ସେଇ ସାପ ଆଉ ଥରେ ତାକୁ କା-ମୁଡି ଦେଲା ଏମିତି ୩ ଥର ମୋ ଝିଅକୁ ସାପ କା-ମୁଡି ଦେଲାଣି। ସେଥିପାଇଁ ସେ ଆଉ ପରୀକ୍ଷା ଦେଇ ପାରୁନି।

ଝିଅ ଜଣଙ୍କ କା-ନ୍ଦି କା-ନ୍ଦି କହିଛନ୍ତି ସେ ଆଉ ଥରେ ପରୀକ୍ଷା ଦେବାକୁ ଚାହୁଁଛନ୍ତି। ସେ +୨ ପରୀକ୍ଷା ପାଇଁ କେତେ ରାତି ଅନିଦ୍ରା ହେଇକି ପାଠ ପଢ଼ିଛନ୍ତି କିନ୍ତୁ ଏବେ ସାପ ଭ-ୟରେ ପରୀକ୍ଷା ଦେବାକୁ ଯାଇ ପାରୁନାହାନ୍ତି। କେତେଜଣ ଲୋକ କମେଣ୍ଟ ରେ ଲେଖିଛନ୍ତି ଝିଅ କୁଆଡେ ଆର ଜନ୍ମରେ ନାଗୁଣୀ ଥିଲା ସେଥିପାଇଁ ସାପ ତାକୁ ଅଧିକ ଭଲ ପାଉଛି। ଆଉ କେତେଜଣ ଲେଖିଛନ୍ତି ଏ ସବୁ ଗୁଣି ଗାରେଡ଼ି ଯୋଗୁଁ ହେଉଛି କିଏ ଗୋଟେ ଝିଅକୁ ଗୁଣି କରି ଦେଇଛି।

Leave a Reply

Your email address will not be published. Required fields are marked *