ମୁଁହ ଖୋଲିଲେ ଗୋପାଳ , କାହିଁକି ହ-ତ୍ୟା କରିଲେ ସେଦିନ ସ୍ବାସ୍ଥ୍ୟ ମନ୍ତ୍ରୀ ରବି ଦାସଙ୍କୁ

ଜଣେ ପୋଲିସ ଅଫିସର ହୋଇ ଏପରି କାମ କରିବା ପଡ଼ିଲା ମହ-ଙ୍ଗା । ସର୍ବ ସାଧାରଣ ଆଗରେ ହ-ତ୍ୟା କରିଲେ ଜଣେ ଅଧିକାରୀ ଆଉ ତାପରେ ଧ-ରା ବି ପଡିଲେ । ଧରା ପଡ଼ିବା ପରେ ସାଧାରଣ ଜନତା ମାନଙ୍କ ଠାରୁ ମା-ଡ଼ ଖାଇଲେ ଆଉ ତାପରେ ଶେଷରେ ଯାଇ ପହଞ୍ଚିଲେ ଜେ-ଲ ମଧ୍ୟରେ । ତେବେ ଏପରି କଥା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଯାହା ବିଷୟରେ ଆପଣ ସମସ୍ତେ ଜାଣି ସାରିଥିବେ ।

ନବ ଦାସ ହ-ତ୍ୟା ମାମ-ଲାର ମୁଖ୍ୟ ଅଭି-ଯୁକ୍ତ କୁହାଯାଉଥିବା ଗୋପାଳ ଦାସ ବର୍ତ୍ତମାନ ଜେ-ଲ ଦ-ଣ୍ଡ ଭୋଗିବା ସହିତ ଅନେକ ଜେରାର ସମ୍ମୁଖୀନ ହେଉଛନ୍ତି । ତାଙ୍କୁ ବର୍ତ୍ତମାନ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ପଚରା ଉଚରା କରିବା ପାଇଁ ନିଆ ଯାଉଅଛି । ଆଉ ସେହି ସ୍ଥାନକୁ ପୁରା ସୁରକ୍ଷା ମଧ୍ୟରେ ଯାଉଛନ୍ତି ଗୋପାଳ । ଜଣେ ପୋ-ଲିସ ଅଧିକାରୀ ବର୍ତ୍ତମାନ ନିଜେ ଭୋଗୁଛନ୍ତି ଜେ-ଲ ଦ-ଣ୍ଡ ।

ତେବେ ହଠାତ୍ ଏପରି କା-ଣ୍ଡ କରିଦେଲେ , ଯାହାକୁ ନେଇ ସମସ୍ତେ ଆଲୋଚନା କରିବା ପାଇଁ ଲାଗିଛନ୍ତି । କାହିଁକି ଏବଂ କେଉଁ ପରିସ୍ଥିତିରେ ସେ ଏପରି କାମ କରିଲେ , ତାହା ଜାଣିବା ପାଇଁ ସମସ୍ତେ ଅନାଇ ବସିଛନ୍ତି । ଆଉ ଏହାରି ମଧ୍ୟରେ ଚାଲିଛି ତ-ଦନ୍ତ । ତ-ଦନ୍ତ ଉପରେ ତ-ଦନ୍ତ ଚାଲିବା ସହିତ ଆଉ ପୋ-ଲିସ ଅଧିକାରୀ କିମ୍ବା କ୍ରାଇମ୍ ବ୍ରାଞ୍ଚକୁ ଫୁରସତ ମଧ୍ୟ ମିଳୁ ନାହିଁ ।

ସମସ୍ତେ ଏହି ତ-ଦନ୍ତ ମାମ-ଲାରେ ଜଡିତ ଅଛନ୍ତି । ଆଉ କେବେ ସତ ଆସିବ କେତେ ଜଲଦି ଆସିବ , ତାକୁ ଜଣାଇବା ପାଇଁ ସମସ୍ତେ ଚେଷ୍ଟା କରିଛନ୍ତି । ଜଣେ ଏତେ ବଡ ମନ୍ତ୍ରୀଙ୍କୁ ହଠାତ୍ ଏତେ ଲୋକଙ୍କ ଆଗରେ ହ-ତ୍ୟା କରିବା ପାଇଁ କାହିଁକି ଗୋପାଳ ସାହସ କଲା , ତାକୁ ଖୁବ୍ ଶୀଘ୍ର ଲୋକଙ୍କ ଆଗକୁ ଆଣିବା ପାଇଁ ସବୁ ପ୍ରକାର ଚେଷ୍ଟା ଚଲା ଯାଇଛି । ତେବେ ଏହାରି ମଧ୍ୟରେ କିଛି କଥା ଶୁଣିବାକୁ ମିଳିଛି , ଯାହା ଶୁଣିବା ପରେ ଆପଣ ହୋଇଯିବେ ଅବାକ୍ ।

କାହିଁକି ନବ ଦାସଙ୍କୁ ଗୋପାଳ ହ-ତ୍ୟା କଲା , ସେ ବିଷୟରେ ଖୋଲାଖୋଲି ଭାବରେ କହିଛି ଗୋପାଳ ବୋଲି ଶୁଣିବାକୁ ମିଳିଛି । ତେବେ ଦୁଇ ଦିନ ଆଗରୁ ଗାନ୍ଧୀ ନଗର ନିଆ ଯାଇଥିଲା ନାର୍କ ଏବଂ ପାଲିଗ୍ରାଫ ଟେଷ୍ଟ କରାଯିବା ପାଇଁ । ବିମାନ ମାଧ୍ୟମରେ ଗୋପାଳକୁ ନିଆ ଯାଇଥିଲା ଆଉ ଆଜି ଫେରି ଆସିଛନ୍ତି ଗୋପାଳ । କଡା ସୁର-କ୍ଷା ବଳୟରେ ଆଜି ଫେରି ଆସିଛନ୍ତି ଗୋପାଳ । ତେବେ ଆସୁ ଆସୁ ସେ କେଉଁଠି ରହିବେ , ତାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଯେଉଁ ଜେ-ଲରେ ସେ ରହୁଥିଲେ ସେହି ଜେ-ଲ ରେ ତାଙ୍କୁ ହ-ତ୍ୟା ଧ-ମକ ମିଳିଥିବା କଥା ସେ କ୍ରାଇମ୍ ବ୍ରାଞ୍ଚକୁ ଜଣାଇ ଥିଲେ । ଆଉ ତାପରେ ତାଙ୍କୁ ଅଲଗା ଜାଗାରେ ରଖାଯିବ ବୋଲି କଥା ହେବାରେ ଲାଗିଛି । ତେବେ ଏହା ମଧ୍ୟରେ ବଡ ଖବର ସାମ୍ନାକୁ ଆସିବାରେ ଲାଗିଛି ।

ଶେଷରେ ଗୋପାଳ ଖୋଲିଛି ମୁଁହ ଆଉ କହିଛି କାହିଁକି ସେ ମନ୍ତ୍ରୀ ନବ ଦାସଙ୍କୁ ହ-ତ୍ୟା କଲା । ତେବେ ସୂଚନା ଅନୁଯାୟୀ , ନିଜ ଅଞ୍ଚଳର ଲୋକଙ୍କୁ ଡ଼-ରାଇ ରଖିଥିଲେ ନବ ଦାସ ଆଉ ଏପରିକି ସେମାନଙ୍କ ଉପରେ ଅ-ତ୍ୟାଚା-ର ମଧ୍ୟ କରି ଚାଲି ଥିଲେ । ତାର ପାପର ଭାର ମଧ୍ୟ ବଢ଼ି ଯାଇଥିଲା । ଏପରିକି ସେ ଗୋପାଳ ଉପରେ ମଧ୍ୟରେ ଅ-ତ୍ୟାଚା-ର କରିଥିଲା ।

ତେଣୁ ଶେଷରେ ଆଉ ସହି ପାରୁ ନଥିଲା ଗୋପାଳ । ହ-ତ୍ୟା କରିବା ପାଇଁ ନେଇଥିଲା ନିଷ୍ପତ୍ତି । ଆଉ ସୁଯୋଗକୁ ଅପେକ୍ଷା କରିଥିଲା । ଶେଷରେ ସେହି ଦିନ ଆସିଥିଲା , ଯେଉଁଦିନ ପୁରା ଲୋକଙ୍କ ଆଗରେ ନେଇ ଯାଇଥିଲା ମନ୍ତ୍ରୀ ନବ ଦାସଙ୍କ ଜୀବନ । ଲୋକ କିଛି କରିବା ଆଗରୁ ସବୁ କିଛି ସରି ଯାଇଥିଲା ଆଉ ନିସ୍ତବ୍ଧ ହୋଇ ଯାଇଥିଲେ ମନ୍ତ୍ରୀ ନବ ଦାସ। ତେବେ ଦେଖାଯାଉ ଆଗକୁ କଣ ହେଉଛି , ଗୋପାଳ ଦାସ ବିରୁ-ଦ୍ଧରେ କେଉଁ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉଛି ।

Leave a Reply

Your email address will not be published. Required fields are marked *