ବୟଫ୍ରେଣ୍ଡ ଖାଇଲେ ନାହିଁ ସିଙ୍ଗଡ଼ା ତ ରାଗରେ ପାଗଳ ହୋଇଗଲେ ଗାର୍ଲଫ୍ରେଣ୍ଡ, ଛୁଞ୍ଚିରେ ହିଁ କରିଦେଲେ ହ-ତ୍ୟା

ପ୍ରେମରେ ଛୋଟ ମୋଟ ଝ-ଗଡ଼ା ହେବା ସାଧାରଣ କଥା ଅଟେ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଏମିତି ଝିଅଙ୍କ ସହିତ ଦେଖା କରିବାପାଇଁ ଯାଉଛୁ ଯିଏ ନିଜ ବୟଫ୍ରେଣ୍ଡଙ୍କୁ କେବଳ ଏଥିପାଇଁ ମା-ରି ଦେଇଥିଲେ କାରଣ ସେ ସିଙ୍ଗଡ଼ା ଖାଇବା ପାଇଁ ମନା କରିଦେଇଥିଲେ।ଆରୋପୀ ଗାର୍ଲଫ୍ରେଣ୍ଡ ବ୍ରାଜିଲରେ ରୁହନ୍ତି ଯାହାଙ୍କ ନାମ ନିକୋଲ ମାରିୟା ଫେରେରା ଦା କୋଷ୍ଟା(Nicole Maria Ferreira da Costa) ଅଟେ। ତାଙ୍କ ବୟଫ୍ରେଣ୍ଡଙ୍କ ନାମ ଏଡେଲ୍ଟନ ଗୋମ୍ସ ଡୀ ଅବ୍ରେଉ ସୌସା (Adailton Gomes de Abreu Sousa) ଥିଲା।ଦୁଇଜଣ ଯାକ ଦୁଇ ବର୍ଷରୁ ପରସ୍ପରଙ୍କୁ ଡେଟ କରୁଥିଲେ।

ନିକୋଲଙ୍କ ବୟସ ୨୦ବର୍ଷ ଅଟେ।ସେ ନିଜ ବୟଫ୍ରେଣ୍ଡଙ୍କୁ ମା-ରିବା ପାଇଁ ହୁକ୍କା ପିଉଥିବା ଛୁଞ୍ଚିର ବ୍ୟବହାର କରିଥିଲେ। ଏଥିରେ ସେ ବୟଫ୍ରେଣ୍ଡଙ୍କ ହୃଦୟକୁ ଅନେକ ଥର ଆକ୍ର-ମଣ କରିଥିଲେ ଯେଉଁ କାରଣରୁ ସେ ଗମ୍ଭୀର ରୂପରେ ଆ-ହାତ ହୋଇ ଯାଇଛନ୍ତି। ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା।ନିକୋଲ ନିଜ ବୟଫ୍ରେଣ୍ଡ ଏଡେଲ୍ଟନଙ୍କୁ ଗୋଟିଏ ବହୁତ ହିଁ ଛୋଟ କଥାକୁ ନେଇ ମା-ରି ଦେଇଥିଲେ। ବାସ୍ତବରେ ଏଡେଲ୍ଟନ ବ୍ରାଜିଲିୟନ ଫାଷ୍ଟ ଫୁଡ ପେଷ୍ଟଲ (pastel) ଖାଇବା ପାଇଁ ମନା କରିଦେଇଥିଲେ। ଏହି ପେଷ୍ଟଲ ବହୁ ମାତ୍ରାରେ ଭାରତୀୟ ସିଙ୍ଗଡ଼ା ପରି ହିଁ ହୋଇଥାଏ।

ନିକୋଲଙ୍କୁ ନିଜ ବୟଫ୍ରେଣ୍ଡ ପେଷ୍ଟଲ ଖାଇବା ପାଇଁ ମନା କରିବାଟା ବହୁତ ଖରାପ ଲାଗିଥିଲା।ଦୁଇଜଣଙ୍କର ଏହି କଥାକୁ ନେଇ ବହୁତ ଝ-ଗଡା ହୋଇଥିଲା। ବହୁତ ଶୀଘ୍ର ଏହି ଝ-ଗଡ଼ା ଲଢେ-ଇରେ ପରିଣତ ହୋଇ ଯାଇଥିଲା। ଏଥିପାଇଁ ନିକୋଲଙ୍କୁ ଏତେ ରା-ଗ ଲାଗିଥିଲା କି ସେ ହୁକ୍କା ପିଉଥିବା ଛୁଞ୍ଚିରେ ହିଁ ନିଜ ବୟଫ୍ରେଣ୍ଡଙ୍କୁ ମୃ-ତ୍ୟୁ ମୁଖରେ ପକେଇ ଦେଇଥିଲେ। ଯେତେବେଳେ ପୋ-ଲିସ ନିକୋଲଙ୍କୁ ଗି-ରଫ କରିଥିଲେ ତ ସେ ନିଜ ସଫେଇରେ କହିଥିଲେ କି ସେ ହମଲା ଆ-ତ୍ମର-କ୍ଷା ପାଇଁ କରିଥିଲେ। ହେଲେ ପୋ-ଲିସକୁ ନିକୋଲଙ୍କ ଶରୀରରୁ କ୍ଷ-ତର କୈାଣସି ଚିହ୍ନ ମିଳିନଥିଲା। ଅର୍ଥାତ ସ୍ପଷ୍ଟ ହେଉଛି କି ସେ ମିଛ କହୁଛନ୍ତି।

ଦୁର୍ଘ-ଟଣା ସମୟରେ ମୃ-ତକ ଏଡଲ୍ଟନଙ୍କ ୧୩ ଏବଂ ୧୬ବର୍ଷର ଭଉଣୀ ଘର ବାହାରେ ହିଁ ଥିଲେ। ତାଙ୍କର କହିବା କଥା ହେଉଛି କି ଦୁଇଜଣଙ୍କ ମଧ୍ୟରେ ଝ-ଗଡ଼ା ହେବାଟା ସାଧାରଣ କଥା ଥିଲା। ଏମିତି ସବୁବେଳେ ହେଉଥିଲା। କିନ୍ତୁ ଆମେ ଏହା କେବେବି ଚିନ୍ତା କରି ନଥିଲୁ କି ନିକୋଲ ଏଲଡ୍ଟନଙ୍କ ଜୀବନ ହିଁ ନେଇଯିବେ। ପୋ-ଲିସ ହ-ତ୍ୟା ଘ-ଟଣା ଜମା କରି ନିକୋଲଙ୍କ ବିରୁ-ଦ୍ଧରେ ଚା-ର୍ଜସି-ଟ ମଧ୍ୟ ଦା-ଖଲ କରି ଦେଇଛନ୍ତି।

ଏଡେଲ୍ଟନ ବୃତ୍ତିରେ ଜଣେ ମେକାନିକ ଥିଲେ। ତାଙ୍କର ପ୍ରଥମ ସମ୍ପର୍କରୁ ଏକ ଦୁଇ ବର୍ଷର ଝିଅଟିଏ ମଧ୍ୟ ଅଛି। ହେଲେ ଏଡେଲ୍ଟନଙ୍କ ଯିବା ପରେ ସେ ଏକୁଟିଆ ହିଁ ରହି ଯାଇଛନ୍ତି।ଏହା ବହୁତ ଆଶ୍ଚ-ର୍ଯ୍ୟର କଥା ଅଟେ କି କେହି ଗୋଟିଏ ସିଙ୍ଗଡାକୁ ନେଇ କାହାର ଜୀବନ ନେଇପାରେ।ଏଥିପାଇଁ ଜୀବନରେ ରାଗ ଉପରେ ନିୟ-ନ୍ତ୍ରଣ କରିବାଟା ଶିଖିବାଟା ବହୁତ ଜରୁରୀ ହୋଇଥାଏ। ରା-ଗରେ ମଣିଷ କିଛି ଏମିତି କାର୍ଯ୍ୟ କରି ଦେଇଥାଏ ଯାହାର ପଶ୍ଚାତାପ ସେ ପୁଣି ପଛରେ କରିଥାଏ।

Leave a Reply

Your email address will not be published. Required fields are marked *