ଲମ୍ବା ଯାତ୍ରା କରି ବୟଫ୍ରେଣ୍ଡଙ୍କୁ ସରପ୍ରାଇଜ ଦେବାପାଇଁ ପହଞ୍ଚିଲେ ଗାର୍ଲଫ୍ରେଣ୍ଡ, ଆଗକୁ ଯାହା ହୋଇଥିଲା ଭଗବାନ କାହା ସହିତ ଏମିତି କରନ୍ତୁ ନାହିଁ…

ଯେତେବେଳେ କୈାଣସି ମନୁଷ୍ୟ ପ୍ରେମରେ ଥାଏ ତ ତାର ସୀମା ମଧ୍ୟ ବଢି ଯାଇଥାଏ। ପ୍ରକୃତ ପ୍ରେମରେ ପୁଅ କିମ୍ବା ଝିଅ କିଛିବି କରି ଯିବାପାଇଁ ପ୍ରସ୍ତୁତ ଥାନ୍ତି। ଏମିତି ହିଁ ଗୋଟିଏ ପ୍ରେମ କାହାଣୀ ଆମେରିକାରେ ଦେଖିବା ପାଇଁ ମିଳିଛି କିନ୍ତୁ ଏହାର ଫଳାଫଳ ଭୟାବହ ଥିଲା। ଏହି ସମ୍ପର୍କରେ ଝିଅ ଜଣଙ୍କର ପ୍ରେମ ସତ ଥିଲା କିନ୍ତୁ ପୁଅ ଜଣଙ୍କ ତାଙ୍କୁ ଧୋକା ଦେଉଥିଲେ। ଆସନ୍ତୁ ଆପଣଙ୍କୁ ଜଣାଇବୁ ଏହି ଆଶ୍ଚର୍ଯ୍ୟ କରି ଦେବା ଭଳି ପ୍ରେମକାହାଣୀର ସମାପ୍ତି ବିଷୟରେ…

ଆମେରିକାରେ ରହୁଥିବା ମ୍ୟାରୀ ଫତ୍ଜ ଭ୍ୟାଲେଣ୍ଟାଇନ୍ସ ଡେ ରେ ନିଜ ବୟଫ୍ରେଣ୍ଡଙ୍କୁ ସରପ୍ରାଇଜ ଦେବାର ଯୋଜନା କରିଥିଲେ। ଯୋଜନା ଅନୁସାରେ ସେ ଆମେରିକାରୁ ଅନ୍ୟ ଦେଶରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କ ବୟଫ୍ରେଣ୍ଡ ଥିଲେ।

ଲମ୍ବା ଯାତ୍ରା କରି ଅନ୍ୟ ଦେଶରେ ପହଞ୍ଚିଥିଲେ ମ୍ୟାରୀ

ମ୍ୟାରୀ ଲମ୍ବା ଯାତ୍ରା କରି ସେଠାରେ ପହଞ୍ଚିଛନ୍ତି ଯେଉଁଠାରେ ତାଙ୍କ ବୟଫ୍ରେଣ୍ଡ ରହୁଥିଲେ।ଦ ମିରର ରିପୋର୍ଟ ମୁତାବକ ମ୍ୟାରୀଙ୍କ ବୟଫ୍ରେଣ୍ଡ ଆମେରିକା ବାହାରେ କୈାଣସି ଦେଶରେ ପାଠ ପଢୁଥିଲେ। ମ୍ୟାରୀ ଯେତେବେଳେ ବୟଫ୍ରେଣ୍ଡଙ୍କ କଠୋରୀ ବାହାରେ ପହଞ୍ଚିଥିଲେ ତ ତାଙ୍କୁ ନିଜ ଆଖି ଉପରେ ବିଶ୍ବାସ ହୋଇନଥିଲା।

ଭାଙ୍ଗି ଯାଇଛି ମ୍ୟାରୀଙ୍କ ହୃଦୟ

ମ୍ୟାରୀଙ୍କ ହୃଦୟ ଭାଙ୍ଗି ଯାଇଛି।ମ୍ୟାରୀ ଫତ୍ଜ ନିଜ ୟୁଜରନେମ @maryfatzରେ ଟିକିଟକରେ ନିଜ ଅନୁଭୂତିର ଭିଡିଓ ପୋଷ୍ଟ କରିଛନ୍ତି।ସେ ଭିଡିଓରେ ଖୁଲାସା କରିଛନ୍ତି କି ସେ ନିଜ ବୟଫ୍ରେଣ୍ଡଙ୍କ କୋଠରୀର କବାଟ ଠକ ଠକ କରିଥିଲେ, କିନ୍ତୁ କେହି ମଧ୍ୟ ଜବାବ ଦେଇନଥିଲେ।ମ୍ୟାରୀ କହିଛନ୍ତି କି ବୟଫ୍ରେଣ୍ଡ ଅନ୍ୟ ଜଣେ ଝିଅଙ୍କ ସହିତ ରୁମରେ ଥିଲେ।

ମ୍ୟାରୀଙ୍କ ପୋଷ୍ଟକୁ 28.4କୋଟିରୁ ଅଧିକ ଲୋକ ଦେଖିଛନ୍ତି

ମ୍ୟାରୀଙ୍କ ଦ୍ଵାରା ପୋଷ୍ଟ କରା ଯାଇଥିବା ଭିଡିଓ ବହୁ ମାତ୍ରାରେ ଭାଇରାଲ ହେଉଛି।ମ୍ୟାରୀଙ୍କ ପୋଷ୍ଟକୁ 28.4ମିଲିୟନରୁ ଅଧିକ ଥର ଦେଖା ଯାଇ ସାରିଛି।7,000ରୁ ଅଧିକ ଲୋକ ମ୍ୟାରୀଙ୍କ ସମର୍ଥନରେ କମେଣ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *