ଯୁଦ୍ଧ ମଧ୍ୟରେ ଋଷ ରେ ବଢ଼ିଲା କ-ଣ୍ଡୋ-ମ ବିକ୍ରି , କାରଣ ଜାଣି ହେବେ ଆଶ୍ଚର୍ଯ୍ୟ :-

ବର୍ତ୍ତମାନ ସମୟରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଜୋରଦାର ଯୁ-ଦ୍ଧ ଚାଲିଛି । ଏପଟେ ସବୁ କ୍ଷେତ୍ରରେ ୟୁକ୍ରେନ ପରାସ୍ତ ହେବା ଆଶଙ୍କା କରାଯାଉଥିଲେ ହେଁ ତଥାପି ୟୁକ୍ରେନ ନିଜର ଅ-ସ୍ତ୍ର ଛାଡ଼ିବାକୁ ନାରାଜ । ବର୍ତ୍ତମାନ ସମୟରେ ପରିସ୍ଥିତି ଏତେ ଖରାପ ହୋଇ ଯାଇଛି ଯେ ୟୁକ୍ରେନ ଏବଂ ଋଷ ରେ ଅନେକ କ୍ଷେତ୍ରରେ ସମସ୍ୟା ଦେଖା ଦେଉଛି । ପୁଣି ଯୁ-ଦ୍ଧ କାରଣରୁ ଋଷ ଉପରେ ଅନ୍ୟାନ୍ୟ ଦେଶର ଅର୍ଥନୈତିକ ପ୍ରତିବନ୍ଧକ କାରଣରୁ ଏବେ ମାହୋଲ ସମୂର୍ଣ୍ଣ ଭିନ୍ନ ଦେଖା ଯାଉଛି କାରଣ ଋଷ ରେ କ-ଣ୍ଡୋ-ମ ବିକ୍ରି ରେ ହଠାତ ଅବିବୃଦ୍ଧି ଦେଖା ଦେଇଛି ।

ତେବେ ବାସ୍ତବରେ କଥା ହେଉଛି ଯେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁ-ଦ୍ଧ କାରଣରୁ ବିଶ୍ୱର ଆର୍ଥିକ ହତିବିଧି ଉପରେ ଖରାପ ପ୍ରଭାବ ପଡ଼ୁଛି । ଯାହାଦ୍ୱାରା ଋଷରେ କ-ଣ୍ଡୋ-ମ ବିକ୍ରି ରେ ୧୭୦ ପ୍ରତିଶତ ବୃଦ୍ଧି ଘ-ଟିଥିବା ସୂଚନା ମିଳିଛି । ତେବେ ଏହାର ଏକମାତ୍ର କାରଣ ପାଶ୍ଚାତ୍ୟ ପ୍ରତିବ-ନ୍ଧକ ଅଟେ ବୋଲି କୁହାଯାଇଛି । ପ୍ରତ୍ୟେକ ସ୍ଥାନରେ ହିଁ କ-ଣ୍ଡୋ-ମ ବିକ୍ରିରେ ଅଭିବୃଦ୍ଧି ଦେଖା ଦେଇଛି । ତେବେ ପୁଣି ଏହି ପାଶ୍ଚାତ୍ୟ ପ୍ରତିବନ୍ଧକ ଯୋଗୁଁ କ-ଣ୍ଡୋ-ମ ମୂଲ୍ୟ ବୃଦ୍ଧି ପାଇବା କୁ ନେଇ ଆଶ-ଙ୍କା ମଧ୍ୟ କରାଯାଉଛି । ତେଣୁ ଆଗାମୀ ଦିନରେ କ-ଣ୍ଡୋ-ମ ଅଭା-ବକୁ ନେଇ ମଧ୍ୟ ଅନୁମାନ କରାଯାଇଛି ।

ଯୁ-ଦ୍ଧ ସମୟରେ କ-ଣ୍ଡୋ-ମ ବିକ୍ରି ରେ ଅଭିବୃଦ୍ଧି ପରିଲକ୍ଷିତ ହେବା ପରେ ଡ୍ୟୁରେକ୍ସ ଏବଂ ଅନ୍ୟାନ୍ୟ ବ୍ରାଣ୍ଡ ନାମରେ କ-ଣ୍ଡୋ-ମ ତିଆରି କରୁଥିବା ବ୍ରିଟିଶ କମ୍ପାନୀ ରେକିଟ ର ବ୍ୟବସାୟ ଦେଶରେ ଜାରି ରହିଛି । ପ୍ରେତ୍ୟେକ କ୍ଷେତ୍ରରେ ହୋଇଥିବା ବିକ୍ରି ବୃଦ୍ଧି କୁ ଦୃଷ୍ଟି ଦିଆଯାଇଛି ସେହି ଅନୁସାରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମାର୍ଚ୍ଚ ମାସର ପ୍ରଥମ ଦୁଇ ସପ୍ତାହ ରେ କ-ଣ୍ଡୋ-ମ ବିକ୍ରି ୧୭୦ ପ୍ରତିଶତ ବୃଦ୍ଧି ପାଇଥିବା ସୂଚନା ରହିଛି ।

ସେହିପରି ଅନ୍ୟାନ୍ୟ ସଂସ୍ଥା ଯେପରିକି PJSC ରେ ଏହାର ବିକ୍ରି ୨୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଦେଶର ବୃହତ୍ତମ ଫାର୍ମାସି ଚେନ ରେ ୩୬.୬ ପ୍ରତିଶତ ବୃଦ୍ଧି ପାଇଛି । ଏପଟେ ଆରବିସି ର ରି-ପୋ-ର୍ଟ ଅନୁଯାୟୀ କିଛି ଘରୋଇ ଔଷଧ ଦୋକାନ ଏବଂ ସରକାରୀ କ୍ଷେତ୍ରରେ ଏହାର ବିକ୍ରି ୩୨ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ସୁପରମାର୍କେଟ ରେ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଗତ ବର୍ଷ ତୁଳନାରେ କ-ଣ୍ଡୋ-ମ ର ବିକ୍ରି ଋଷ ରେ ଆକାଶ ଛୁଆଁ ବୃଦ୍ଧି ପାଇଛି ଯେଉଁ କାରଣରୁ ଆଗାମୀ ସମୟରେ ଏହାର ଅ-ଭା-ବ ହେବ ବୋଲି ମଧ୍ୟ ଅନୁମାନ କରାଯାଇଛି । ପୁଣି ଏପଟେ ଋଷ ଏବଂ ୟୁକ୍ରେନ ଯୁ-ଦ୍ଧ କାରଣରୁ ସବୁ ଦିଗରୁ ଆର୍ଥିକ ପ୍ରତିବନ୍ଧକ ରହିଛି ଋଷ ଉପରେ ।

Leave a Reply

Your email address will not be published. Required fields are marked *