ବାସ୍ତୁ ଶାସ୍ତ୍ର ଅନୁଯାୟୀ ବୋହୂ ହାତରେ ବାସନ ଧୋଇବା ଦ୍ଵାରା ଘର ଜଲ୍ଦୀ ବର୍ବାଦ ହୋଇଯାଏ।

ବହୁ ମାନଙ୍କ ଦ୍ଵାରା ବାସନ ଧୋଇବା ଦ୍ୱାରା ଘର ଜଲ୍ଦୀ ବର୍ବାଦ ହୋଇଯାଏ। ଏହାସହ ୨ଟି କାରଣ ଯାହା ଗରିବିକୁ ଆମନ୍ତ୍ରଣ କରିଥାଏ। ହିନ୍ଦୁ ଧର୍ମରେ ବହୁ ଓ ଝିଅ ମାନଙ୍କୁ ଲକ୍ଷ୍ମୀଙ୍କ ସ୍ୱରୂପ କୁହାଯାଏ। ତେଣୁ କୁହାଯାଏ କି ଯେଉଁଘରକୁ ବହୁ ଗଲେ ସ୍ବର୍ଗ ବନେଇପାରେ ସେହି ଘରକୁ ନର୍କ ମଧ୍ୟ କରିପାରେ। ଏମାନଙ୍କ କିଛି କାମ ଗରିବୀ ଆଣିଥାଏ ତ କେଉଁ କାମ ଘରକୁ ଧନ ଆଣିଥାଏ।

ସେମାନେ ଘରର ମହିଳା ହିଁ ହୁଅନ୍ତି ଯିଏ ଜଣେ ପୁରୁଷଙ୍କ ଜୀବନ ସୁଖମୟ କରିଥାନ୍ତି। ମହିଳା ଯେଉଁଠି ଲକ୍ଷ୍ମୀଙ୍କ ରୂପ ହୋଇଥାଏ ଅନ୍ୟପଟେ ସେହି ମହିଳା ଝିଅ ରୂପରେ ଅନ୍ୟର ସଫଳତାର ପାତ୍ର ହୋଇଥାଏ। ତେଣୁ କୁହାଯାଏ କି ଜାଣେ ସଫଳ ପୁରୁଷ ପଛରେ ହିଁ ଜଣେ ସଫଳ ନାରୀର ହିଁ ହାତ ରହିଥାଏ। ଘରର ଏହି ମହିଳା ମାନଙ୍କୁ ଏପରି କରିବା ଦ୍ୱାରା ଘରେ ଦାରିଦ୍ର୍ୟତା ଆସିଥାଏ।

ଯଦି ଆପଣ ଘରେ ଦେଖନ୍ତି କି ଯଦି ଖାଲି ରେ ଆପଣଙ୍କ ଘରେ ଅଶାନ୍ତି ଆସେ। ଘରର ମହିଳା ମାନଙ୍କର ଏହି ୨ଟି ଗୁଣ ଆସନ୍ତୁ ଜାଣିବା। ଯେଉଁଘରେ ମହିଳାମାନେ ଖାଡୁକୁ ଗୋଡ଼ ମାରନ୍ତି ଅବା ଗୋଡ଼ରେ ଲଗେଇ ଝାଡୁକୁ କୁଦନ୍ତି। ସେହି ମାନଙ୍କ ଘରେ ଲକ୍ଷ୍ମୀ ଆସନ୍ତି ନାହିଁ। ଯେଉଁ ମହିଳାଙ୍କୁ ତାୱା ଗ୍ୟାସ ଉପରେ ରଖି ଶୋଇବାର ଅଭ୍ୟାସ ଥାଏ। ସେହି ମହିଳାଙ୍କ ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ।

ଯେଉଁ ଘରେ ମହିଳା ଗୋଡ଼ରେ ଘରର କବାଟ ଖୋଲନ୍ତି। ସେହି ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ଯେଉଁ ମହିଳା ଘରେ ବେଡ ଉପରେ ଖାଆନ୍ତି ତାଙ୍କ ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ଓ ଏହା ଛଡ଼ା ଯଦି ଅଇଁଠା ବାସନ ରୋଷେଇ ଘରେ ରଖି ଦିଅନ୍ତି। ତେବେ ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ଏଥିପାଇଁ ସପ୍ତାହରେ ଥରେ ସାମୁଦ୍ରିକ ଲୁଣ ଆଣି ଘର ପୋଛା ଲଗେଇବା ଉଚିତ୍। ରାତି ଅବା ସନ୍ଧ୍ୟାରେ ଯେଉଁ ମହିଳା ଝାଡୁ ଲଗାନ୍ତି। ତାଙ୍କ ଘରେ ଲକ୍ଷ୍ମୀ ମଧ୍ୟ ପ୍ରବେଶ କରନ୍ତି ନାହିଁ।

ଡେରି ରାତି ପର୍ଯ୍ୟନ୍ତ ସୋଉ ନଥିବା ମହିଳା ଘରେ ଅଶାନ୍ତି ଦେଖାଦିଏ। ସନ୍ଧ୍ୟା ପରେ କାହାକୁ ଲୁଣ ଦିଅନ୍ତୁ ନାହିଁ। ଏହି ସମୟରେ ଲୁଣ ଉଦ୍ଧାର ଆଣିବା କଥା ନୁହେଁ ଅବା ଲୁଣ ଉଦ୍ଧାର ନେବା ଉଚିତ୍ ନୁହେଁ। ରାତିରେ ବାଳ ଅବା ନଖ କାଟିବା ଅନୁଚିତ୍ ନଚେତ୍ ଘରେ ଲକ୍ଷ୍ମୀଙ୍କ ବାସ ହୋଇନଥାଏ। ଭୋଜନ ପୁରା ପୁରି ସରିବା ପରେ ହିଁ ଥାଳି ଛାଡି ଉଠିବା ଦରକାର୍ ନଚେତ୍ ମାତା ଲକ୍ଷ୍ମୀ ଘରୁ ଛାଡି ପଳାନ୍ତି। ଏପରି କରିବା ଦ୍ବାରା ଘରେ ସଙ୍କଟ ଆସିଥାଏ।

ରୋଷେଇ ଘର ସବୁବେଳେ ସଫା ରଖନ୍ତୁ ନଚେତ୍ ଘରେ ସବୁବେଳେ ମାତା ଅନ୍ନପୂର୍ଣ୍ଣା ରୋଷ କରନ୍ତି। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଯଦି ଅଇଁଠା ବାସନ ରାତି ସାରା ପଡ଼ି ରହିଥାଏ। ତେବେ ମାତା ଅନ୍ନପୂର୍ଣ୍ଣା ମଧ୍ୟ ରୋଷ କରନ୍ତି। ବାସ୍ତୁ ଶାସ୍ତ୍ର ଅନୁଯାୟୀ ବାସନ ସଫା ରଖିବା ଉପରେ ଗୁରୁତ୍ବ ଦେବା ଉଚିତ୍। ରାତି ସାରା ଅଇଁଠା ବାସନ ପକେଇବା ଦ୍ଵାରା ଘରେ ଖରାପ ଅସର୍ ପଡ଼ିଥାଏ। ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣାଙ୍କ ବାସ ହୋଇଥିବାରୁ ଏପରି କରିବା ତାଙ୍କ ରୋଷର ଶିକାର ହେବା ସହ ସମାନ। ଏହା ଘରର ବର୍ବାଦର କାରଣ ହୋଇଥାଏ। ସେଥିପାଇଁ ଘରର ବୋହୂ ମାନଙ୍କୁ ବାସନ ମାଜିବା ସମୟରେ ଏହି ସବୁ କାର୍ଯ୍ୟ ଉପରେ ଧ୍ୟାନ ଦେବା ଉଚିତ୍।

ରୋଷେଇ ଘରେ ବଡ଼ ବଡ଼ ଚାକୁ ରଖିବା ଅନୁଚିତ୍। ଏହାଦ୍ବାରା ଘରେ ଲଢେଇ ଝଗଡ଼ା ଲାଗିଥାଏ। ରୋଷେଇ ଘରେ ଅବ୍ୟବହୃତ ଚାକୁ ରଖିବା ଅନୁଚିତ୍। ଏହା ଦ୍ଵାରା ଘରେ କଳହ ବଢ଼ିଥାଏ। ରୋଷେଇ ଘରେ ୨ରୁ ଅଧିକା ଚାକୁ ରଖିବା ଅନୁଚିତ୍। ଚାକୁରେ ଲାଗିଥିବା ହାଣ୍ଡେଲ କାଠର ହୋଇଥିବା ଜରୁରୀ। ଭଙ୍ଗା ବାସନ ଘରେ ରଖିବା ଅବା ଏଥିରେ ଖାଇବା ଅନୁଚିତ୍। ଏହା ବହୁ ଅଶୁଭ ହୋଇଥାଏ ଓ ଏହାଦ୍ବାରା ଗରିବୀ ଆସିଥାଏ। ଯେଉଁ ଘରେ ରୋଷେଇ ଘରକୁ ଅଧିକା ମାନ୍ୟତା ଦିଆ ଯାଏ ଏବଂ ରୋଷେଇ ଘରର ସଫା ସୁତୁରା ଉପରେ ଧ୍ୟାନ ଦିଆଯାଏ। ସେହି ଘରେ କେବେ ଅନ୍ନର ଅଭାବ ରୁହେ ନାହିଁ। ଘରେ ସକାରାତ୍ମକତା ଏବଂ ଘରର ବାତାବରଣ ସବୁବେଳେ ଶାନ୍ତ ରହିଥାଏ।

ରୋଷେଇ ଘର ଆଗରେ ଝାଡୁ ପୋଛା ରଖିବା ଅନୁଚିତ୍ ଏବଂ ସବୁବେଳେ କମ ଲାଇଟ୍ ଥିବା ରଶ୍ମି ଲଗେଇବା ଅନୁଚିତ୍। ରୋଷେଇ ଘରେ ମାତା ଅନ୍ନପୂର୍ଣାଙ୍କ ବାସ କରିବା ପାଇଁ ଘରେ ଏକ ପାତ୍ରରେ ପାଣି ରଖି ଦିଅନ୍ତୁ। ଏହା ସବୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସକାରାତ୍ମକତା ଆଣିଥାଏ।

Leave a Reply

Your email address will not be published. Required fields are marked *