ସିନେ ତାରକା ସିଦ୍ଧାନ୍ତ ଅରିନ୍ଦମ ଓ ଆକାଶଙ୍କୁ କାହିଁକି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କଲାନି ବିଜେପି?
ଷ୍ଟାର ପ୍ରଚାରକ ତାଲିକାରେ ରହିଲେନି ଷ୍ଟାର। ବାଦ ପଡିଲେ ସିଦ୍ଧାନ୍ତ ଅରିନ୍ଦମ ଓ ଆକାଶ। ଷ୍ଟାର ପ୍ରଚାରକ ଭାବରେ ଦଳ ସ୍ଥାନ ଦେଲାନାହିଁ। ୩ ଜଣ ଓଲିଉଡ ଷ୍ଟାର ତାଲିକାରୁ ବାଦ ପଡିଲେ।ହଁ ଆଜ୍ଞା ବନ୍ଧୁଗଣ ଓଡିଶା ପାଇଁ ଷ୍ଟାର ପ୍ରଚାରକ …
Read More