ମାଆ ହେବେ ଜଣେ ପୁରୁଷ , ପେଟରେ ବଢୁଛି ଆଠ ମାସର କୁନି ଛୁଆ , ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଏପରି ଘ-ଟଣା ଆପଣଙ୍କୁ ଆଶ୍ଚର୍ୟ୍ଯ କରି ଦେଇପାରେ କିନ୍ତୁ କଥାଟି ପୁରାପୁରି ସତ । ଏପରି ଘ-ଟଣା ବିଷୟରେ ଆଗରୁ ଆପଣ କେତେ ଥର ଶୁଣି ସାରିଥିବେ ଆଉ ଏଥର ପୁଣିଥରେ ଏପରି ଘ-ଟଣା ବିଷୟରେ ଆପଣ ଶୁଣିବାକୁ ପାଇଥିବେ । ଜଣେ ପୁରୁଷ ପେଟରେ ବଢୁଛି ଆଠ ମାସର ସନ୍ତାନ । ଆଉ ସେ ହେବାକୁ ଯାଉଛନ୍ତି ମାଆ ।

ସମସ୍ତ ମହିଳାଙ୍କ ଭଳି ସେ ମଧ୍ୟ ମାଆ ହେବାର ସ୍ବପ୍ନ ଦେଖିଥିଲେ । ଆଉ ତାକୁ ଆଜି ପୂରଣ କରିବା ପାଇଁ ସକ୍ଷମ ହୋଇଛନ୍ତି । ନିଜର ଏତେ ଦିନର ସ୍ବପ୍ନକୁ ସତ କରି ସେ ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି ଆଉ କହିଛନ୍ତି ଜଣେ ମାଆ ହେବା ଠାରୁ ଆଉ ବଡ ଖୁସି ଦୁନିଆଁରେ କିଛି ନାହିଁ । ଗ-ର୍ଭରେ ନିଜ ସନ୍ତାନକୁ ଧାରଣ କରିବାରେ ଗୋଟିଏ ଅଲଗା ପ୍ରକାରର ଅନୁଭବ ରହିଥାଏ ।

ତେବେ ଏପରି କିଛି ଘ-ଟଣା ଦେଖିବାକୁ ମିଳିଛି , କେରଳର କୁଚିକେଡରେ ରହୁଥିବା ଟ୍ରାନ୍ସଜେଣ୍ଡର ଦମ୍ପତି ଜିଆ ଏବଂ ଯାହାଦଙ୍କ କ୍ଷେତ୍ରରେ । ସୂଚନା ଅନୁଯାୟୀ , ଜିଆ ପୁଅରୁ ଝିଅ ହୋଇଥିଲେ । ଆଉ ଯାହାଦ ଜଣେ ଝିଅ ଥିଲେ କିନ୍ତୁ ସେ ନିଜ ଲି-ଙ୍ଗ ପରିବର୍ତ୍ତନ କରି ପୁଅ ହୋଇ ଯାଇଥିଲେ । ତେବେ କିଛି ବର୍ଷ ହେବ ସେମାନେ ଏକାଠି ରହୁଛନ୍ତି ।

ତେବେ ଏହି ଏକାଠି ରହିବା ମଧ୍ୟରେ ଯାହାଦଙ୍କ ମନରେ ମାଆ ହେବା ପାଇଁ ରହିଥିବା ଆଗ୍ରହ ଜାଗ୍ରତ ହୋଇ ଉଠିଥିଲା । ତେବେ ଯେତେବେଳେ ସେ ସ-ର୍ଜରୀ କରାଇ ଥିଲେ , ସେହି ସମୟରେ ଡାକ୍ତର ତାଙ୍କର ଗର୍ଭା-ଶୟକୁ କା-ଟି ନଥିଲେ ଆଉ ଯେଉଁଥି ପାଇଁ ସେ ମାଆ ହୋଇପାରିବେ ବୋଲି କହିଥିଲେ । ତେବେ ନିଜ ଜୀବନର ସବୁଠାରୁ ଖୁସିକୁ ସେ ପାଇ ବହୁତ ଖୁସି ଅଛନ୍ତି ।

ସମସ୍ତ ଗ-ର୍ଭଧା-ରଣ କରିଥିବା ଦମ୍ପତି ଯେପରି ନିଜର ଫୋଟ ସୁଟ କରାଇଥାନ୍ତି , ଠିକ୍ ସେହିପରି ଜିଆ ଏବଂ ଯାହାଦ ମଧ୍ୟ ଫୋଟ ଶୁଟ କରାଇଛନ୍ତି । ଆଉ ସେହି ଫୋଟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି । ତେବେ ନିଜ ଗ-ର୍ଭଧା-ରଣ କରିଥିବା ଫୋଟ ସେୟାର କରି ଯାହାଦ ଲେଖିଛନ୍ତି କି , ମାଆ ହେବା ପାଇଁ ମନରେ ବହୁତ ଇଛା ଆଉ ଆଶା ଥିଲା ।

ଆଉ ଶେଷରେ ତାହା ପୂରଣ ହୋଇ ପାରିଲା । ଏକଦା ଦିନେ ଗୋଟିଏ ପିଲା ମୋତେ ମାଆ ବୋଲି ଡାକି ଦେଇଥିଲା ଆଉ ତା ପର ଠାରୁ ସେହି ଇଚ୍ଛା ଶକ୍ତି ମୋ ମନରେ ରହିଥିଲା କି , ମୁଁ ମାଆ ହେବି । ଆଉ ନିଜ ସନ୍ତାନକୁ ବଡ ମଣିଷ କରିବି । ତେଣୁ ଶେଷରେ ସେ କହିଥିଲେ କି ମୋ ପେଟରେ ଆଠ ମାସର ସନ୍ତାନ ବଢ଼ୁଅଛି ।

କେବଳ ଯାହାଦ ନୁହେଁ , ଜିଆ ମଧ୍ୟ ବାପା ହେବେ ବୋଲି ବହୁତ ଖୁସି ଅଛନ୍ତି । ତାଙ୍କ ଘରକୁ ଆଉ ମାତ୍ର କିଛି ଦିନ ପରେ ଏକ ସୁନ୍ଦର ସନ୍ତାନ ଆସିବ ଆଉ ଯାହା ସହିତ ସେମାନେ ନିଜର ସମସ୍ତ ସମୟ ଅତିବାହିତ କରିବେ । ଆଉ ସେହି କଥା ଭାବି ସେମାନେ ବର୍ତ୍ତମାନ ଠାରୁ ଭାବବିହ୍ବଳ ହୋଇ ଯାଉଛନ୍ତି ।

ତେବେ ଉଭୟ ଦ-ମ୍ପତି ବର୍ତ୍ତମାନ ଖୁସି ହେବା ସହିତ ତାଙ୍କର ନିଜ ଲୋକ ମଧ୍ୟ ଏହାକୁ ନେଇ ଖୁସି ଅଛନ୍ତି । କାହିଁକି ନା ବହୁତ ଦିନ ପରେ ଏତେ ଖୁସି ତାଙ୍କ ଘରକୁ ଫେରିଛି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ପୁରୁଷଙ୍କ ଗର୍ଭ-ବତୀ ହେବାକୁ ନେଇ ଅନେକ ଚର୍ଚ୍ଚା ହେବାରେ ଲାଗିଛି । ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଅନେକ ଲୋକ ଏହା ଶୁଣି ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *