ମାଧୁରୀଙ୍କ ସହିତ ଗୋଟିଏ ରାତି କାଟିବା ପାଇଁ ଦାଉଦ୍ ଇବ୍ରହିମ୍ କରିଥିଲା ଫୋନ୍ କଲ…

ମାଧୁରୀ ଦିକ୍ଷୀତଙ୍କୁ ବଲିଉଡ୍ ଇଣ୍ଡଷ୍ଟ୍ରିରୁ ଆରମ୍ଭ କରି ହଲିଉଡ୍ ପର୍ୟ୍ୟନ୍ତ ସମସ୍ତେ ଜାଣିଛନ୍ତି। ସେ କେବଳ ନିଜ ଅଭିନୟ ପାଇଁ ନୁହେଁ ବରଂ ନିଜ ସୁନ୍ଦର୍ ନୃତ୍ୟ ପାଇଁ ସମସ୍ତଙ୍କ ମନରେ ଆଜି ବି ରହିଛନ୍ତି। ଆପଣ ମାନେ ଜାଣିଥିବେ ହିରୋ ହିରୋଇନ୍ ମାନଙ୍କୁ ଗୋଟେ ଭଲ ଫିଲ୍ମରେ କାମ କରିବାକୁ ହେଲେ ତାଙ୍କୁ କିଛି ଜିନିଷ ହରାଇବାକୁ ପଡ଼ିଥାଏ। ଏବେ ଯେମିତି ଫିଲ୍ମ ଇଣ୍ଡଷ୍ଟ୍ରିରେ କଷ୍ଟିଂ କାଉଜ୍ ହେଉଛି ସେତେବେଳେ ମଧ୍ୟ ସେମିତି କିଛି ଚାଲିଥିଲା। ସେ ସମୟରେ ମାଧୁରୀ ଦିକ୍ଷୀତଙ୍କୁ ମଧ୍ୟ ନିଜ କ୍ୟାରିୟର ବଞ୍ଚାଇବା ପାଇଁ ଏମିତି କିଛି କରିବାକୁ ପଡ଼ିଥିଲା।

ମାଧୁରୀ ୧୯୮୪ ମସିହାରୁ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ମାତ୍ର ୧୭ ବର୍ଷ ବୟସରେ ରାଜଶ୍ରୀ ପ୍ରଡ଼କ୍ସନରେ ନିଜର ପ୍ରଥମ ଫିଲ୍ମ ଅବୋଧ ରେ ଅଭିନୟ କରି ସମସ୍ତଙ୍କ ମନରେ ଘର କରିଦେଲେ। ତାପରେ ଦିନକୁ ଦିନ ତାଙ୍କ କ୍ୟାରିୟର ଆଗକୁ ବଢିବାରେ ଲାଗିଲା। କିନ୍ତୁ କିଛି ବର୍ଷ ଗଲା ପରେ ଏମିତି କିଛି ଘଟିଲା ଯେଉଁଥିପାଇଁ ତାଙ୍କୁ ଫିଲ୍ମ ମିଳିବ ବନ୍ଦ ହେଇଗଲା।

୧୯୮୦-୧୯୯୦ ଭିତରେ ମୁମ୍ବାଇ ରେ ଅଣ୍ଡରୱଲଡ ଦାଉଦ୍ ଇବ୍ରହିମ୍ ର ଦବଦବା ସବୁଆଡେ ଥିଲା। ସେ ଯାହା ଚାହୁଁ ଥିଲା ସେଇଆ ହେଉଥିଲା। ତା ଉପରେ କଥା କଥା କହିବାକୁ କେହି ନଥିଲେ। ସେ ଯେଉଁ ବଲିଉଡ୍ ହିରୋଇନକୁ ଦେଖୁଥିଲା ତା ସହ କେମିତି ରାତି କାଟିବା ସେ ବିଷୟରେ ଚିନ୍ତା କରୁଥିଲା। ଦାଉଦ୍ ଇବ୍ରହିମ୍ ଭୟରେ ସମସ୍ତେ ତା ସହ ଶୋଇବା ପାଇଁ ରାଜି ହେଇଯାଇଥିଲା। ଦାଉଦ୍ ଇବ୍ରହିମ୍ ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଲୋକ ଚିହ୍ନା ଥିଲେ ସେଥିପାଇଁ ସେ ଯାହା ଚାହୁଁ ଥିଲା ସେଇଆ କରୁଥିଲା।

କିଛି ପରେ ତା ନଜର ମାଧୁରୀ ଜୀଙ୍କ ଉପରେ ପଡ଼ିଲା। ସେ ମାଧୁରୀଙ୍କୁ ଗୋଟେ ପାର୍ଟିକୁ ଆସିବାକୁ ଅଫର୍ ଦେଲା ଏବଂ କହିଲା ତମେ ପାର୍ଟୀକୁ ଆସି ମୋ ସହ ରାତି କଟେଇଲେ ମୁଁ ତମ କ୍ୟାରିଅର ଗଢିଦେବି ତମ ଭାଗ୍ୟ ବଦଳିଯିବ। କିନ୍ତୁ ମାଧୁରୀ ତାଙ୍କ କଥାରେ ରାଜି ହେଇ ନଥିଲେ ସେ ମୁହେଁ ମୁହେଁ ମନା କରିଦେଲେ।

ତାପରେ ମାଧୁରୀ ଯେଉଁ ଫିଲ୍ମ କରିବେ ବୋଲି କହିଥିଲେ ସେ ଫିଲ୍ମ ଆଉ ମାଧୁରୀଙ୍କୁ ମିଳିଲାନି। ଦାଉଦ୍ ଇବ୍ରହିମ୍ ସମସ୍ତଙ୍କୁ ଫୋନ୍ କରି ଫିଲ୍ମ ନ ଦେବାକୁ କହି ଦୁବାଇ ପଳେଇଲେ। କୁହାଯାଏ ଯେ ମାଧୁରୀଙ୍କୁ ଫିଲ୍ମ ନ ମିଳିବାରୁ ସେ ଦାଉଦ୍ ଇବ୍ରହିମ୍ ସହିତ ରାତି କଟେଇବା ପାଇଁ ଦୁବାଇ ଯାଇଥିଲେ।

Leave a Reply

Your email address will not be published. Required fields are marked *