ଟ୍ରେନ ତଳେ ଚାପି ହୋଇଗଲା ଏକାଧିକ ଜୀବନ । ଯେଉଁ ଆଡ଼େ ଦେଖ କୁଢ଼ କୁଢ଼ ମୃ-ତ ଶ-ବ ।

ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ସୂଚନା ଆସୁଛି ବାଲେଶ୍ୱର ଟ୍ରେନ ଦୁର୍ଘ-ଟଣା ମାମ-ଲା । ଏହା କୌଣସି ଛୋଟ ଘ-ଟଣା ନୁହେଁ । ଅତ୍ୟନ୍ତ ନି-ର୍ଦୋୟ ଏବଂ ମର୍ମ-ନ୍ତୁଦ ଘ-ଟଣା ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । କାରଣ ଏଭଳି ଘ-ଟଣା ଇତିହାସରେ ପ୍ରଥମ । ଗୋଟିଏ ଟ୍ରେନ ନୁହେଁ ବରଂ ତିନି ତିନୋଟି ଟ୍ରେନ ମଧ୍ୟରେ ଗମ୍ଭୀର ଦୁର୍ଘ-ଟଣା ଘଟିଛି ଆଉ ଅନେକଙ୍କ ଜୀବନ ଯାଇଛି । ଯାହାର ଦୃ-ଶ୍ୟ ଅତ୍ୟନ୍ତ ହୃଦୟ ବିଦା-ରକ ଅଟେ । ତେବେ କହିରଖିବୁ ଯେ ଗତକାଲି ହାଓଡ଼ା ରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଏବଂ ଅନ୍ୟ ଏକ ଏକ୍ସପ୍ରେସ ସହିତ ଏକ ମାଲବାହୀ ଗଡ଼ିର ଧ-କ୍କା ହୋଇଥିଲା ।

ପୂର୍ବରୁ ମଧ୍ୟ କରମଣ୍ଡଳ ଏକ୍ସପ୍ରେସର ଅନେକ ଦୁର୍ଘ-ଟଣା ହୋଇଛି କିନ୍ତୁ ଏଭଳି ଦୁର୍ଘ-ଟଣା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏକାଧିକ ପରିବାର ନିଜ ଘରୁ ବାହାରକୁ କିମ୍ବା ବାହାରୁ ଘରକୁ ଯାତ୍ରା କରୁଥିଲେ । ତେବେ ହାଓଡ଼ାରୁ ଚେନ୍ନାଇ ଯାଉଥିବା ଏହି ଟ୍ରେନ ବାଲେଶ୍ଵରରେ ୬.୩୬ ରେ ପହଞ୍ଚିଥିଲା ଏବଂ ବାଲେଶ୍ଵରରେ ଟ୍ରେନର ରହିବାର ସମୟ ଥିଲା ୨ ମିନିଟ ।

ତେବେ ଏହାପରେ ୬.୩୮ ଅର୍ଥାତ ସମ୍ପୂର୍ଣ୍ଣ ନିର୍ଦିଷ୍ଟ ସମୟରେ ବାଲେଶ୍ୱର ଷ୍ଟେସ-ନରୁ ଛାଡ଼ିଥିଲା । ଆଗାମୀ ଷ୍ଟେ-ସନ ଥିଲା ବାହାନଗା ଯେଉଁଠି ଟ୍ରେନ ଅଟକିବାର ନଥିଲା । ତେବେ ଏହି ଷ୍ଟେ-ସନ ଆଖପାଖରେ ଏଭଳି ଏକ ଦୁର୍ଘ-ଟଣା ଘଟି ଯାଇଥିଲା । କେହି କିଛି ବୁଝିବା ଆଗରୁ ଅନ୍ୟ ଏକ ଟ୍ରେନର ଇଞ୍ଜିନ ଆସି କରମଣ୍ଡଳ ଟ୍ରେନ ଉପରେ ଚଢ଼ି ହୋଇ ଯାଇଥିଲା ।

ପୁଣି ଏହାପରେ ୟଶବନ୍ତପୁର ଏକ୍ସପ୍ରେସ ଟ୍ରେନ ଆସି ଏହି ଦୁଇ ଟ୍ରେନ ସହିତ ଧ-କ୍କା ହୋଇଥିଲା । କରମଣ୍ଡଳ ଏକ୍ସପ୍ରେସର ଚାରୋଟି ବଗି ଏବଂ ୟଶବନ୍ତପୁର ଏକ୍ସପ୍ରେସର ତିନୋଟି ବଗି ଲାଇନ ବିଚ୍ୟୁତ ହୋଇ ସମ୍ପୂର୍ଣ୍ଣ ଓଲଟି ଯାଇଥିଲା । ଯେଉଁ କାରଣରୁ ଏକାଧିକ ଯାତ୍ରୀ ଘଟ-ଣା ସ୍ଥଳରେ ହିଁ ମୃ-ତ୍ୟୁବ-ରଣ କରିଥିଲେ ।

ଘଟ-ଣା ଘଟିବାର କିଛି ସମୟ ପରେ ସ୍ଥାନୀୟ ଲୋକେ ଏବଂ ଉ-ଦ୍ଧାର ପାଇଁ ଟିମ ଆସି ପହଞ୍ଚିଥିଲେ ଏବଂ ଉ-ଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତେବେ ବର୍ତ୍ତମାନ ସମୟରେ ଏହି ସୂଚନା ରହିଛି ଯେ ଏହି ଦୁର୍ଘ-ଟଣା କାରଣରୁ ୨୩୩ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କର ମୃ-ତ୍ୟୁ ହୋଇଥିବା ସୂଚନା ମିଳିଛି ଏବଂ ଏହାବ୍ୟତୀତ ୯୦୦ ରୁ ଅଧିକ ଲୋକ ଆ-ହତ ହୋଇଥିବା ସୂଚନା ମଧ୍ୟ ରହିଛି ।

ଆହ-ତଙ୍କୁ ପ୍ରଥମେ ବାଲେଶ୍ୱର ମେଡିକାଲ ଏବଂ ଅତି ଗୁରୁ-ତର ହେଲେ କଟକ ମେଡିକାଲକୁ ପଠା ଯାଇଥିବା ସୂଚନା ରହିଛି । ବର୍ତ୍ତମାନ ସମୟରେ ମୃ-ତ୍ୟୁ ସଂଖ୍ୟା ଆହୁରି ଅଧିକ ବଢ଼ିବା ନେଇ ଆଶଙ୍କା କରାଯାଉଥିବା ସହିତ ଉ-ଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି । ଯେଉଁଠି ଦେଖ ଚି-ତ୍କାର ଏବଂ କା-ନ୍ଦ ବୋବାଳିରେ ଫାଟି ପଡ଼ୁଛି ଅଞ୍ଚଳ ।

Leave a Reply

Your email address will not be published. Required fields are marked *