ଏହି ଜନଜାତିର ଲୋକମାନେ ମୃ-ତ୍ୟୁ ପରେ ନିଜ ସମ୍ପର୍କୀୟଙ୍କ ମୃ-ତଦେ-ହ ଖାଇ ଯାଆନ୍ତି, ଏପରି ଅଦ୍ଭୁତ ପରମ୍ପରା ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ ବୁଲେଇ ପକେଇବ…

ଆମ ଦୁନିଆରେ ଏପରି ଅନେକ ଜନଜାତିର ମଣିଷ ବାସ କରନ୍ତି, ଯାହା ବିଷୟରେ ସାଧାରଣ ଲୋକ କିଛି ଜାଣନ୍ତି ନାହିଁ। ଯେତେବେଳେ କିଛି ଆଦିବାସୀମାନଙ୍କର ରୀତିନୀତି, ପରମ୍ପରା ଏବଂ ସଂସ୍କୃତି ବିଷୟରେ ଜଣାପଡେ ସେତେବେଳେ ଆମେ ଆଶ୍ଚର୍ଯ୍ୟ ହୋଇଯାଏ। ସେମାନଙ୍କ ଦୃଢ଼ ମନୋବଳ ଏବଂ ବିଶ୍ୱାସ ବିଷୟରେ ଆପଣ ଜାଣିବା ପରେ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ। ଏପରି ଏକ ଜନଜାତି ହେଉଛି ୟାନୋମାମି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୟାନୋମାମି ଜନଜାତିରେ ରହୁଥିବା ଲୋକମାନେ ନିଜ ଲୋକଙ୍କ ମାଂସ ଖାଆନ୍ତି। ଦକ୍ଷିଣ ଆମେରିକାର ବ୍ରାଜିଲରେ ବାସ କରୁଥିବା ଏହି ଜନଜାତି ଏକ ନିଆରା ପରମ୍ପରା ପାଳନ କରନ୍ତି। ଏହି ପରମ୍ପରାକୁ ଏଣ୍ଡୋ-କାନିବାଲିଜିମ୍ କୁହାଯାଏ। ‘ଦି ଗାର୍ଡିଆନ୍’ର ଖବର ଅନୁସାରେ ବ୍ରାଜିଲ ଏବଂ ଭେନେଜୁଏଲାରେ ମିଳିଥିବା ଏହି ଜନଜାତି ୟାନାମ ଏବଂ ସିନେମା ନାମରେ ମଧ୍ୟ ଜଣାଶୁଣା।

ଆଧୁନିକୀକରଣ ଏବଂ ପାଶ୍ଚାତ୍ୟକରଣ ଏହି ଜନଜାତି ଉପରେ କୌଣସି ପ୍ର-ଭା-ବ ପକାଏ ନାହିଁ କାରଣ ସେମାନେ କେବଳ ନିଜ ସଂସ୍କୃତି ଏବଂ ପରମ୍ପରାର ଅନୁସରଣ କରନ୍ତି। ତାଙ୍କ ପରମ୍ପରାରେ ବାହାର ଲୋକ ହସ୍ତକ୍ଷେପ କଲେ ତାଙ୍କୁ ଭଲ ଲାଗେ ନାହିଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେତେବେଳେ ତାଙ୍କ ଜାତିରେ କେହି ମ-ରିଯାଏ, ସେମାନେ ଅତି ଭ-ୟଙ୍କ-ର ଉପାୟରେ ଶ-ବ ସ-ତ୍କା-ର କରନ୍ତି।

କେହି ମ-ରିଯି-ବା ପରେ, ଘରର ସମସ୍ତ ଲୋକ ଏକାଠି ହୋଇ ମୃ-ତ ଶରୀରକୁ ସମ୍ପୂର୍ଣ୍ଣ ରୂପେ ଜାଳି ଦିଅନ୍ତି। ତାପରେ ସମସ୍ତେ ସାଙ୍ଗ ହେଇ ମିଶି ପୋଡ଼ା ଶ-ରୀ-ରକୁ ଖାଆନ୍ତି। ମୃ-ତ ଶରୀରକୁ ଜା-ଳି-ବା ପରେ, ପ୍ରଥମେ ସେ ଶ-ବର ମୁହଁକୁ ରଙ୍ଗ କରନ୍ତି। ଏହା ପରେ ସମସ୍ତ ଲୋକ ଏକାଠି ବସି ଶ-ବକୁ ଖାଆନ୍ତି। ସମ୍ପର୍କୀୟଙ୍କ ମୃ-ତ୍ୟୁ ପରେ, ଏହି ଜନଜାତିର ଲୋକମାନେ ଗୀତ ଗାଆନ୍ତି ଏବଂ କା-ନ୍ଦିକା-ନ୍ଦି ନିଜର ଦୁଃ-ଖ ପ୍ରକାଶ କରନ୍ତି।

Leave a Reply

Your email address will not be published. Required fields are marked *