ପ୍ରେମିକାକୁ କଚାଡ଼ି କଚାଡ଼ି ଜୀବନରୁ ହ-ତ୍ୟା କଲା ପ୍ରେମିକ :-

ପ୍ରେମରେ ଏମିତି କଣ କାରଣ ଆସିଯାଏ ଯେ ଜଣେ ବ୍ୟକ୍ତି ନିଜର ଅତି ପ୍ରିୟର ବ୍ୟକ୍ତିକୁ ଜୀବନରୁ ମା-ରି ଦେବାକୁ ମଧ୍ୟ ପଛାଏ ନାହିଁ । ତାହାଲେ ବାସ୍ତବ କଥା ହେଉଛି ଯେ ତାହା ବାସ୍ତବ ପ୍ରେମ ହିଁ ନୁହେଁ । ନହେଲେ ଏମିତି ଜଣେ ପ୍ରେମିକ କଣ ନିଜ ପ୍ରେମିକାକୁ କଚାଡ଼ି କଚାଡ଼ି ହ-ତ୍ୟା କରିଥାନ୍ତା ? ବାସ୍ତବରେ ହିଁ ଏପରି ଏକ ଘ-ଟଣା ଘ-ଟିଛି ଯାହା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ପୁରା ଘ-ଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଜଣେ ପ୍ରେମିକ ନିଜ ପ୍ରେମିକାକୁ ଦେଖା କରିବାକୁ ଗତ ମଙ୍ଗଳବାର ଦିନ ରାତିରେ ଡାକିଥିଲା । ତେବେ ହଠାତ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଯୁ-କ୍ତିତ-ର୍କ ହେବାରୁ ପ୍ରେମିକ ଜଣକ ପ୍ରେମିକାକୁ କଚାଡ଼ି କଚାଡ଼ି ହ-ତ୍ୟା କରିଥିଲା । ଏବଂ ଶେଷରେ ପ୍ରେମିକାର ମୃ-ତ ଶରୀରକୁ ଲୁ-ଚାଇବା ପାଇଁ ପାଲ ଘୋଡ଼ାଇ ଜଙ୍ଗଲ ମଧ୍ୟରେ ଲୁ-ଚାଇ ଦେଇଥିଲା । ଯେଉଁ ଘ-ଟଣା ପରେ ପୋ-ଲିସ ପାଖରେ ମଧ୍ୟ ପହଞ୍ଚିଥିଲା । ଘଟ-ଣାଟି ହେଉଛି ମୟୁରଭଞ୍ଜ ଜିଲ୍ଲା ମୋରୋଡ଼ା ବ୍ଲକ ଜୁଆଳିଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ପିସିପୁର ଭଦ୍ରାଷୋଳ ଗାଁର ।

ସୂଚନା ଅନୁଯାୟୀ ଉକ୍ତ ଗାଁର ଦେବାନ ଭକ୍ତାଙ୍କ ଝିଅ ଯାତ୍ରୀଙ୍କୁ ଭକ୍ତାଙ୍କୁ ସେହି ଗାଁର ଯୁବକ ଚାମୁଟୁ ନାୟକଙ୍କ ପୁଅ ଟିକୁନ ନାୟକ ଗତ ମଙ୍ଗଳବାର ଦିନ ରାତିରେ ଦେଖା କରିବାକୁ ଡାକିଥଲେ । ଉଭୟେ ପରସ୍ପରକୁ ଗତ ୩ ବର୍ଷ ହେବ ଭଲ ପାଉଥିଲେ । ତେବେ ଏତେ ଦିନ ମଧ୍ୟରେ ଏପରି କିଛିବି ଘ-ଟଣା ଘଟି ନଥିଲା । ମାତ୍ର ଯେତେ ଯାହା ବି ହେଉ ମନୁଷ୍ୟ ନିଜ ପ୍ରବୃତ୍ତି ବଦଳାଇ ପାରିବ ନାହିଁ । ଆଉ ଏହି ପ୍ରେମିକ କ୍ଷେତ୍ରରେ ମଧ୍ୟ ଠିକ ସେହିଭଳି ହୋଇଛି । ପ୍ରେମିକାକୁ ଡାକି ତାକୁ ହ-ତ୍ୟା କରିବାକୁ ମଧ୍ୟ ପଛଇଲା ନାହିଁ ।

ତେବେ ଏହି ଘ-ଟଣା ସମ୍ବନ୍ଧରେ ମୋରୋଡ଼ା ଥା-ନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଖବର ପାଇ ଘ-ଟଣା ସ୍ଥଳରେ ପହଞ୍ଚି ଜଙ୍ଗଲରୁ ଯୁବତୀଙ୍କ ମୃ-ତ ଦେହ ଉ-ଦ୍ଧାର କରିଥିଲେ । ତେବେ ବର୍ତ୍ତମାନ ସାଇନଟିଫିକ ଟିମ ସହିତ ପୋ-ଲିସ ଉକ୍ତ ଘଟ-ଣାର ତ-ଦନ୍ତ ଆରମ୍ଭ କରିଛି ଏବଂ ଅଭି-ଯୁକ୍ତକୁ କୌଶଳ କ୍ରମେ ଗି-ରଫ କରିବାରେ ମଧ୍ୟ ସଫଳ ହୋଇଛି ।

Leave a Reply

Your email address will not be published. Required fields are marked *