ପୁଣି ମୁଁହ ଖୋଲିଲେ ବାବୁଶାନ:- ଲିଭିଙ୍ଗ ରିଲେ-ଶନ ଶିପକୁ ନେଇ କହିଲେ ଏମିତି କଥା,ତାହେଲେ ସେମାନେ କଣ କରୁଥିଲେ ଗେଷ୍ଟ ହାଉସରେ ? ଦେଖନ୍ତୁ ଭିଡ଼ିଓ…..

ଷ୍ଟାର କପଲ୍‌ ହାଇଡ୍ରାମାକୁ ନେଇ ଏବେ ସାରାରାଜ୍ୟରେ ଚର୍ଚ୍ଚା ଆଲୋଚନା ଖୁବ ଜୋରରେ ଧରିଛି। ପ୍ରକୃତି- ତୃପ୍ତି ଓ ବାବୁଶାନ ଙ୍କ ଅଡ଼ୁଆ ସୂତା ଭଳି ଛନ୍ଦି ହେବାରେ ଲାଗିଛି। ବାବୁଶାନ ଚେନ୍ନାଇ ରେ ଥାଇ ଗୋଟେ ପରେ ଗୋଟେ ଭିଡ଼ିଓ ସେୟାର କରୁଥିବା ବେଳେ ଅନ୍ୟପଟେ ପ୍ରକୃତି ମିଶ୍ର ମଧ୍ୟ ସୋସିଆଲ ମିଡିଆରେ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ସେୟାର କରିଛନ୍ତି।

ଷ୍ଟାର ଦମ୍ପତିଙ୍କ ଏହି ଭିଡିଓଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃ୍ଷ୍ଟି ହୋଇଛି। ଭୁବନେଶ୍ୱର ସତ୍ୟନଗରରେ ବାବୁଶାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବାବେଳେ ବାବୁଶାନ ଙ୍କ ପତ୍ନୀ ତୃପ୍ତି ଧରି ପକେଇଥିଲେ। ତେବେ ଏହାପରେ ତୃପ୍ତି ବାବୁଶାନ ଓ ପ୍ରକୃତି ସହ ଯୁକ୍ତି କରିବାକୁ ଲାଗିଲେ। ଯୁକ୍ତିତର୍କ ରୁ ଠେଲା ପେଲା ଆଡକୁ ଚାଲି ଯାଇଥିଲା କଥା। ତେବେ ଯେଉଁ ଖବର ମିଳିଛି ବାବୁଶାନ ଓ ପ୍ରକୃତି ଚେନ୍ନାଇ ଯିବା ପାଇଁ ବାହାରିଥିଲେ। ତେବେ ଦୁହେଁ ନିଜର ଆଗାମୀ ସିନେମା ର ପ୍ରମୋସନ୍ ପାଇଁ ଯାଉଥିଲେ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବାବୁଶାନଙ୍କୁ ନେଇ ଖୁବ ଚର୍ଚ୍ଚା ଧରିଛି। ବାବୁଶାନ ସହ ଜଡିତ ଅନେକ ଖବର ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଛି। ସେ ଦୀର୍ଘ ଦୁଇ ବର୍ଷ ହେବ ପ୍ରକୃତିଙ୍କ ସହ ମିଳାମିଶା କରୁଥିଲେ। ତୃପ୍ତି ଅନେକ ଥର ନିଜ ସ୍ୱାମୀକୁ ରେ-ଡ଼ ହ୍ୟାଣ୍ଡରେ ମଧ୍ୟ ଧରିଛନ୍ତି। କିନ୍ତୁ ବାବୁଶାନ କେବେ ବଦଳିବାକୁ ଚେଷ୍ଟା କରି ନଥିଲେ।

ବାବୁଶାନ ପ୍ରକୃତି ସହ ଲିଭିଙ୍ଗ ରିଲେ-ଶନସିପରେ ରହୁଥିବା ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥିଲା। କିନ୍ତୁ ବାବୁଶାନ ନିଜେ ଏହାକୁ ଖ-ଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ପ୍ରକୃତି ତାଙ୍କର ଭଲ ବନ୍ଧୁଟିଏ ଅଟନ୍ତି। ସେ ଅନେକ ସମୟରେ ତାଙ୍କୁ ସ-ପୋ-ର୍ଟ ମଧ୍ୟ କରିଛନ୍ତି। କିନ୍ତୁ ଏବେବି ଅନେକ ପ୍ରଶ୍ନ ଉଠିଛି ଯାହାର ଉତ୍ତର ଏ ପର୍ଯ୍ୟନ୍ତ ମିଳି ନାହିଁ। ବୋଧ ହୁଏ ସେ ସବୁର ପ୍ରଶ୍ନ ପାଇଁ ବାବୁଶାନଙ୍କୁ ଆଉଥରେ ଭିଡ଼ିଓ ସେୟାର କରିବାକୁ ପଡିବ।

ମୁଖ୍ୟ କଥା ହେଉଛି ବାବୁଶାନ ଓ ପ୍ରକୃତି ମିଶ୍ର ବାବୁଶାନଙ୍କ ପଟିଆ ନିକଟରେ ଥିବା ଫାର୍ମ ହାଉସୁରେ ପାଖାପାଖି ତିନି ଦିନ ପର୍ଯ୍ୟନ୍ତ ରହିଥିଲେ। ତେବେ ସେଠାରେ ଏତେ ଦିନ ପର୍ଯ୍ୟନ୍ତ କଣ କରୁଥିଲେ? ଅନେକ ରହସ୍ୟ ସେହି ଫାର୍ମ ହାଉସୁ ସହ ଜଡିତ ରହିଛି। କାହିଁକି ତୃପି ଗେଷ୍ଟ ହାଉସୁ ବାହାରେ ଜଗି ରହିଥିଲେ ନିଜ ସ୍ୱାମୀକୁ ଧ-ରିବା ପାଇଁ ତାହା ମଧ୍ୟ ପ୍ରଶ୍ନ ଉଠିଛି। ଏ ସବୁର ଉତ୍ତର କେବେ ଆସିବ ତାହାକୁ ଅନେଇ ବସିଛନ୍ତି।

Leave a Reply

Your email address will not be published. Required fields are marked *